Mar 1, 2025, 19:26 IST

ଗୋଟିଏ ପିଲାର ୪ ଟି ଗୋଡ଼ ପେଟରୁ ଅଲଗା ହେଲା ଗୋଡ଼ ଆଉ ତାପରେ

Hh

ଏବେ ଆମର ବିଜ୍ଞାନ ବହୁତ ଆଗକୁ ଗଲାଣି । କଟି ଯାଇଥିବା ଗୋଡ ହାତ ଲଗାଇ ହୋଇ ପାରୁଛି । ଆଉ ସେହିଭଳି କିଛି ଘଟଣା ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଜଣେ ବାଳକର ଶରୀର ଗୋଟିଏ ଆଉ ଗୋଡ ଚାରୋଟି । ସମସ୍ତଙ୍କର ଦୁଇଟି ଗୋଡ ଥାଏ କିନ୍ତୁ ଏହି ବାଳକ ଜଣଙ୍କର ଦୁଇଟି ଗୋଡ ସ୍ଵାଭାବିକ ଥିବା ବେଳେ ଆଉ ଦୁଇଟି ଗୋଡ ପେଟରୁ ବାହାରିଛି । ଧୀରେ ଧୀରେ ପେଟରୁ ଗୋଡ ବାହାରିବା ଆରମ୍ଭ ହୋଇଥିଲା । 
Bb
ଏହି ଘଟଣା ଦେଖି ଘରଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ଏହି ବାଳକ ଜଣଙ୍କର ବୟସ ହେଉଛି ୧୭ ବର୍ଷ । ସେ ଠିକ୍ ଭାବରେ ରହୁଥିବା ବେଳେ ଶରୀରର ଏଭଳି ଅବସ୍ଥା ତାଙ୍କୁ କଷ୍ଟ ଦେଉଛି । ଏହି ସମୟରେ ଦେବଦୂତ ସାଜି ଆସିଥିଲେ ଡାକ୍ତର । ଦିଲ୍ଲୀର ଏମ୍ସ ହସ୍ପିଟାଲର ଡାକ୍ତରଙ୍କ ଦ୍ଵାରା ଅସ୍ତ୍ରୋପଚାର ହୋଇ ଏବେ ଏହି ବାଳକ ଜଣକର ଅବସ୍ଥା ଭଲ ଅଛି । ଏହି ବାଳକ ଜଣଙ୍କର ଶରୀରରୁ ଅଲଗା ହେଲା ଦୁଇଟି ଗୋଡ । ଏହି ନାବାଳକ ଜଣକ ଉତ୍ତରପ୍ରଦେଶ ବାଲିଆ ଅଞ୍ଚଳର ।
Hb
ଖେଳକୁଦ କରିବା ବୟସରେ ଏହି ନାବାଳକ ଜଣଙ୍କର ପେଟରେ ଥିଲା ଅତିରିକ୍ତ ଦୁଇଟି ଗୋଡ । ଜନ୍ମ ପରେ ଏହି ନାବାଳକ ଜଣଙ୍କର ଶରୀରର ଗଠନ ଠିକ୍ ଥିଲା । ଆଉ ଏହାପରେ ଧିରେ ଧିରେ ଏହି ନାବାଳକ ଜଣଙ୍କର ଗୋଡ ଦୁଇଟି ପେଟ ପାଖରୁ ବାହାରିଥିଲା । ଆଉ ପେଟ ପାଖରୁ ଏହା ବାହାରିବା ପରେ ଅନେକ କଷ୍ଟ ପାଇଥିଲେ ନାବାଳକ ଜଣକ । ନାବାଳକ ଜଣଙ୍କ ଭଲରେ ଖେଳକୁଦ କରି ପାରିନଥିଲେ । ଏହାପରେ ଦିଲ୍ଲୀ ଏମ୍ସ ହସ୍ପିଟାଲର ଡାକ୍ତର ଏହି ନାବାଳକ ଜଣଙ୍କର ଚିକିତ୍ସା କରିଥିଲେ ।
ଏବେ ତାଙ୍କର ଅପରେସନ କରାଯାଇଛି । ଆଉ ଅପରେସନ ହେବା ପରେ ତାଙ୍କର ଅବସ୍ଥା ଭଲ ରହିଛି ବୋଲି ସୂଚନା ମିଳିଛି । ଏହି ନାବାଳକ ଜଣଙ୍କର ସ୍ବାସ୍ଥ୍ୟ ଏବେ ସୁଧାର ଆସିଛି । ଆଉ ସେ ଧୀରେ ଧୀରେ ଭଲ ହେଉଛନ୍ତି ବୋଲି ସୂଚନା ମିଳିଛି । କୋଟିଏ ପିଲାଙ୍କ ଦେହରୁ ଜଣ ଜଣଙ୍କର ପିଲାଙ୍କ ଦେହରେ ଏହିଭଳି ଦେଖା ଦେଇଥାଏ । ଏବେ ଏଭଳି ସମସ୍ୟା ୪୨ ଜଣ ପିଲାଙ୍କ ଦେହରେ ଦେଖାଯାଇଛି । ଏବେ ଏହି ଘଟଣାକୁ ଆଉ ପିଲାକୁ ନେଇ ଚର୍ଚ୍ଚା ହେଉଛି ।

Advertisement