Aug 3, 2024, 12:57 IST

ମମତା ଦିଦି ଙ୍କୁ ସମ୍ମାନ ଦିଅ ବୁଝିଲ..ତାଙ୍କ ଆଳୁ ରେ ଓଡ଼ିଆ ଙ୍କ ଚୁଳି ଜଳୁଛି

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ସମସ୍ତେ ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣି ପାରୁଛନ୍ତି । ଏବେ ନିକଟରେ ଓଡ଼ିଶାବାସୀ ଆଳୁ ପରିବା କୁ ନେଇ ଚିନ୍ତାରେ ଥିଲେ । ଆଳୁ ହେଉଛି ଏକ ଏଭଳି ପରିବା ଯାହା ସବୁବେଳେ ଅର୍ଥାତ୍ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି।ଆଳୁ ଏଭଳି ଏକ ପରିବା ଯାହା ସବୁ ରୋଷେଇରେ ଦରକାର ହୋଇଥାଏ।ଏବେ ନିକଟରେ ଓଡ଼ିଶାବାସୀ ଆଳୁ ପାଇଁ ଅନେକ ଅସୁବିଧା ଭୋଗୁଛନ୍ତି।
Vg
ଓଡ଼ିଶାରେ ଆଳୁ ଏତେ ପରିମାଣରେ କମ୍ ରହିଲା ଯେ ଯାହାକୁ ଲୋକମାନେ ୫୦ ଟଙ୍କାରେ ବିକ୍ରି କରୁଥିଲେ। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଚିଠି ଲେଖିଥିଲେ। ଆଉ ଏବେ ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ସବୁକିଛି ସମାଧାନ ହୋଇ ଯାଇଥିଲା।ଏବେ ଏହାକୁ ନେଇ କିଛି ଖବର ଆସିଛି । କଂଗ୍ରେସ ଦଳର ନେତା ସୁର ରାଉତରାୟ କହିଛନ୍ତି ଉତ୍ତରପ୍ରଦେଶରୁ ଆଳୁ ଆସିଲେ ଏହା ଅଧିକ ଦର ରହିବ।
Gg
ଆନ୍ଧ୍ରପ୍ରଦେଶ ଏବେ ଆଳୁ ଦେଉଛି । ଆଉ ଗତକାଲି ୩୦୦ ଗାଡ଼ି ଆଳୁ ଆସିଛି । ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁର ରାଉତରାୟ ଧନ୍ୟବାଦ ଦେଇଛନ୍ତି । ଆଉ ଏହାସହ ସେ ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ଧନ୍ୟବାଦ୍ ଜଣାଇଛନ୍ତି । ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶ ରାଜ୍ୟରୁ ଆଳୁ ଆସି ନାହିଁ । 
ଏବେ ଏହି ତିନିଜଣଙ୍କ ସହାୟତାରେ ଆଳୁ ଓଡ଼ିଶାରେ ପହଞ୍ଚିଲା । ଏବେ ତାଙ୍କୁ ସେ ଧନ୍ୟବାଦ୍ ଦେଇଛନ୍ତି । ଏବେ ୩୦ ଟଙ୍କାରେ ଆଳୁ ମିଳୁଛି । ଆଉ ଯଦି ଉତ୍ତରପ୍ରଦେଶରୁ ଆଳୁ ଆସିଥାଏ ସେତେବେଳେ ଆଳୁ ଦର ବହୁତ ଅଧିକ ରହିବ । ଏବେ ଆଳୁ ଦର ୩୦, ୩୫ ଟଙ୍କା ହୋଇଥିବା ବେଳେ ଉତ୍ତରପ୍ରଦେଶରୁ ଆଳୁ ଆସିଲେ ଏହାର ଦର ୭୦ ରୁ ୮୦ ଟଙ୍କା ହେବ। ଏଭଳି ଅନେକ କଥା ଏବେ ସୁର ରାଉତରାୟ ବିରୋଧୀ ଦଳ ଆନ୍ଦୋଳନ କରିବେ । ଏବେ ଏହାକୁ ନେଇ ଚର୍ଚା ହେଉଛି ।

Advertisement