Jul 7, 2024, 16:15 IST

ପ୍ରେମିକା ଧୋକା ଦେଲା ପ୍ରେମିକ ଜୀବନ ହାରିଲା କାନ୍ଦି କାନ୍ଦି ବାପା କହୁଛି ଛାଡମତେ ମୁଁ ଗୁଳି ମାରିବି

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକାଲି ଦୁନିଆରେ ଏଭଳି କିଛି ଖବର ପାଉଥିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି ଯାହା ଏହି ସମାଜ ପାଇଁ ଖରାପ ଅଟେ । ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଭଲପାଇ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
Bb
ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଭଲପାଇ ଧୋକା ପାଉଛନ୍ତି ଆଉ ଶେଷରେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମିକା ଠାରୁ ପ୍ରେମିକ ଜଣକ ଧୋକା ପାଇ ଏଭଳି କାମ କରିଛନ୍ତି ଯାହା ଶୁଣିଲେ ଆପଣ ବି କାନ୍ଦି ପକେଇବେ । ଏହି ଯୁବକ ଜଣକ ଭଲ ପାଉଥିଲେ କିନ୍ତୁ ତାଙ୍କ ପ୍ରେମିକା ଧୋକା ଦେବା ପରେ ସେ ତାଙ୍କ ଜୀବନ ହାରି ଦେଇଛନ୍ତି । ପୁଅର ଜୀବନ ଚାଲିଗଲା । ଆଉ ଏବେ ବାପା ଜଣକ ସେହି ଝିଅକୁ ଖୋଜୁଛନ୍ତି । 
Hh
ଏବେ ପୁଅର ବାପା ପ୍ରେମିକାକୁ ଖୋଜିବା ସହ କାନ୍ଦି କାନ୍ଦି ସବୁ କଥା ପୋଲିସ ଆଗରେ କହୁଛି । ଏବେ ସ୍ତବ୍ଧ ହୋଇଯାଇଛି ପୁରା ଅଞ୍ଚଳ । ରାସ୍ତା ଉପରେ ଆଧାର କାର୍ଡ, ଚୁନି ଆଉ ମୋବାଇଲ୍ ପଡ଼ିଛି । ଗଛ ବୁଦା ମୂଳେ ପୁଅର ଚପଲ ଅଛି । ଧର୍ମଶାଳା ବ୍ଲକ୍ କୋତପୁର ଗ୍ରାମ ପଞ୍ଚାୟତ ଭଗବାନପୁର ଗାଁ ସାମଲ ସାହି ନିକଟରେ ଏକ ମୃ-ତଦେହ ପଡିଥିବାର ସୂଚନା ପାଇଥିଲେ ଆଉ ଏହି କଥା ବ୍ୟାପିବା ପରେ ଯୁବକ ଜଣକ ପାଖ ଗାଁର ବୋଲି ଜଣାପଡିଥିଲା । ସେହି ମୃ-ତ-କ ଜଣକ ଖରାବଳ ଗ୍ରାମର ଅଜୟ ସାମଲଙ୍କ ଏକମାତ୍ର ପୁଅ ପବିତ୍ର ସାମଲ । 
ଏକ ଘରୋଇ କଲେଜରେ ଆଡ଼ମିଶନ କାମ କରୁଥିଲେ ପବିତ୍ର । ଅଜୟ କୋଲକାତାରେ କାମ କରି ତାଙ୍କ ପୁଅକୁ ବିଟେକ ପାଠ ପଢ଼ାଇଥିଲେ । ଏବେ ପୁଅର ଏଭଳି ଅବସ୍ଥା ଦେଖି ବାପା ସହି ପାରୁନାହିଁ । ଆଉ ଏବେ ବାପା ଜଣକ ନ୍ୟାୟ ଦାବି କରିଛନ୍ତି । ବାପା କହିଛନ୍ତି ତାଙ୍କ ଜୀବନରେ ୪୨ ବର୍ଷ କାମ କରି ସେ ତାଙ୍କ ପୁଅକୁ ମଣିଷ କରିଥିଲେ ଆଉ ଏବେ ବୃଦ୍ଧାବସ୍ଥାରେ ଆଉ କେହି ତାଙ୍କର ସାହାରା ନାହାନ୍ତି । ପବିତ୍ରଙ୍କ ପରିବାର ଲୋକେ ଏହାକୁ ପ୍ରେମ ଜନିତ ହ-ତ୍ୟା ବୋଲି କହି ଅଭିଯୋଗ କରିଛନ୍ତି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ଆଉ ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ।

Advertisement