Jan 12, 2025, 09:00 IST

ଗର୍ଭବତୀ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ ଆଉ ତାପରେ

Bb

ଝିଅ ର ଖଣ୍ଡ ଖଣ୍ଡ ଶରୀର କୁ ଦେଖି କାନ୍ଦି କାନ୍ଦି ତଳେ ଗଡି ଯାଉଛି ମାଆ। ଝିଅ ଥିଲା ତିନିମାସ ର ଗ-ର୍ଭ-ବ-ତୀ। ବହୁତ ଖୁସିଥିଲା ଝିଅ ଘରକୁ ନୂଆ ଅତିଥି ଆସିବ ବୋଲି ଖୁସୀରେ ପାଦ ତଳେ ଲାଗୁ ନଥିଲା। ଦୁଇ ଦୁଇଟି ଛୁଆର ମାଆ ହେବା ପରେ ଘରକୁ ପୁଣି ଆସିଥାନ୍ତା ନୂଆ ଅତିଥି। ଆଉ କିଛିଦିନ ପରେ ଝିଅ ହୋଇ ଥାଆନ୍ତା ମାଆ ହେଲେ ସ୍ୱାମୀ ହିଁ ସ୍ତ୍ରୀ କୁ କଲବଲ କରି ମାରି ଦେଇଥିଲା। ଏଭଳି ଭାବରେ ବିଭତ୍ସ ହ-ତ୍ୟା କରିଛି ଯେ ,
Gg
ଯାହାକୁ ଦେଖିବା ପରେ ମାଆ କେବଳ ମୁଣ୍ଡ ପିଟି କାନ୍ଦିବା ରେ ଲାଗିଛି। ଖାଲି କହି ଚାଲିଛି କି ମୋ ଧନରେ ତୁ କୁଆଡେ଼ ଗଲୁ। ସାତ ଜନ୍ମର ସାଥୀ କରିଥିବା ସ୍ୱାମୀ ହିଁ ଶେଷରେ ନୃଶଂସ ପାଲଟି ଯାଇଥିଲା। ନିଜ ହାତରେ ହିଁ ସୋଇଥିବା ବେଳେ ଗ-ର୍ଭ-ବ-ତୀ ସ୍ତ୍ରୀ ର ତଣ୍ଟି କାଟି ଦେଇଥିଲା ସ୍ୱାମୀ। ଆଉ ଟିକେ ହେଲେ ମଧ୍ୟ ପଟରେ ଥିବା ଛୁଆ କଥା ଚିନ୍ତା କରି ନଥିଲା। ପେଟରେ ଥିବା ଛୁଆର କିଛି ହେଲେ ମଧ୍ୟ ଭୁଲ୍ ନଥିଲା।
Gg
ହେଲେ ତାର ଦୁନିଆକୁ ଆସିବା ଆଗରୁ ନିଜ ବାପା ହିଁ ତାକୁ କଲବଲ କରି ମାରି ଦେଇଥିଲା । ଗ-ର୍ଭ-ବ-ତୀ ସ୍ତ୍ରୀ ର ତଣ୍ଟି କାଟିବା ପରେ କଟା ମୁଣ୍ଡ ଆଉ ଶରୀର କୁ ନେଇ ଆଉ ଥାନାରେ ପହଞ୍ଚି ଯାଇଥିଲା ସ୍ୱାମୀ। ଥାନାରେ ଏହି ନୃଶଂସ ସ୍ୱାମୀ ବସି ରହି ନାଟକ ପରେ ନାଟକ କରି ଚାଲିଛି। ବଡ଼ ଦୁଃଖର କଥା ଏବେ ଦୁଇ ଦୁଇଟି ପୁଅ ଏବେ ମାଆ ଛେଉଣ୍ଡ ହୋଇ ଯାଇଛନ୍ତି। ନିଜର ସୁଖର ସଂସାର କୁ ନିଜ ହାତରେ ମାଟିରେ ମିଶାଇ ଦେଲା ସ୍ୱାମୀ।
ସ୍ତ୍ରୀ କୁ ହ-ତ୍ୟା କରିବା ପରେ ସ୍ତ୍ରୀ ର କଟା ମୁଣ୍ଡ କୁ ନେଇ ଯାଇ ଥାନାରେ ପହଞ୍ଚିଲା ସ୍ୱାମୀ। ଯାହାର ଦୃଶ୍ୟ ଆପଣ ମାନେ ଆଖିରେ ମଧ୍ୟ ଦେଖି ପାରିବେ ନାହିଁ। ମାଲକାନଗିରି ଜିଲ୍ଲାର , କାଳିମେଳା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଜଘନ୍ୟ ହ-ତ୍ୟା-କାଣ୍ଡ। ଯାହାକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ଯେ କେହି ମଧ୍ୟ ଶୁଣିଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି।

Advertisement