ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ସୂଚନା ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଶାଳୀ ଆଉ ଭିଣୋଇର ସମ୍ପର୍କ ଭାଇ ଭଉଣୀ ଭଳି ହୋଇଥାଏ । କିନ୍ତୁ କେହି କେହି ଅଛନ୍ତି ଯେଉଁମାନେ ଏହି ସଂପର୍କକୁ ଅଲଗା ଅର୍ଥରେ ନେଇଥାନ୍ତି । ଏବେ ଏଭଳି ଜଣେ ଭିଣୋଇ ବିଷୟରେ ଆପଣମାନେ ଜାଣିବେ ଯିଏ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ସମୟ ଦିନ ୧୨ ବାଜିଥିଲା । ଆଉ ହଠାତ୍ ଜ୍ବାଇଁ ପୁଅ ଘରକୁ ଆସିଥିଲେ । ଘରେ ଶାଶୁ ଆଉ ଶାଳୀ ଥିଲେ ସେମାନେ ଜ୍ବାଇଁଙ୍କୁ ଦେଖି ଘରକୁ ଡାକିଥିଲେ । ଜ୍ବାଇଁ ଆସିଲେ ସମସ୍ତେ ତାଙ୍କର ଚର୍ଚ୍ଚା କରିଥାନ୍ତି ଆଉ ଘରେ ଶଶୁର ନଥିବାରୁ ଶାଶୁ ଜ୍ୱାଇଁ ପାଇଁ କିଛି ଆଣିବାକୁ ବଜାରକୁ ଯାଇଥିଲେ । ଆଉ ଏପଟେ ଘରେ ଏକା ଥିଲେ ଶାଳୀ ଆଉ ଭିଣୋଇ । ଏହାପରେ ଯାହା ଘଟିଥିଲା ତାହାକୁ ନେଇ ପୁରା ଗାଁରେ ଚହଳ ପଡ଼ିଗଲା । ଶାଳୀକୁ ଏକା ପାଇ ଭିଣୋଇ କରିଥିଲା ନିର୍ଲଜ୍ଜ କାମ । ଏହି ଶାଳୀ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।
ଏହି ଶାଳୀ ଜଣଙ୍କ ବହୁତ ସୁନ୍ଦରୀ ଥିଲା । ଆଉ ତାର ନାମ ହେଉଛି ନିକିତା । ଏହି ଶାଳୀ ଜଣକ ତାର ଭିଣୋଇକୁ ବଡ ଭାଇ ବୋଲି ଭାବୁଥିଲେ ଆଉr ତାଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ । ଏହି ଭିଣୋଇ ଜଣକ ଶାଶୁଘରକୁ ବେଳେବେଳେ ବୁଲିବାକୁ ଯାଇଥାନ୍ତି କିନ୍ତୁ ସେ ତାଙ୍କ ଶାଳୀ ଉପରେ ନଜର ପକାଉଥିଲେ । ତାଙ୍କର ଖରାପ ନଜର ଶାଳୀ ଉପରେ ପଡ଼ି ଯାଇଥିଲା । ଏହି ଭିଣୋଇ ଜଣକର lନାମ ହେଉଛି ଅନସୁଲ । ଅନସୁଲ ହଠାତ୍ କାହାକୁ କିଛି ନକହି ଶାଶୁଘରକୁ ଯାଇଥିଲେ ।
ସମସ୍ତଙ୍କ ଘର ଭଳି ଜ୍ବାଇଁ ଜଣଙ୍କୁ ସ୍ଵାଗତ କରାଯାଇଥିଲା ଆଉ ତାଙ୍କ ଖାଇବା ପିଇବା ପଚରା ଯାଇଥିଲା । ଜ୍ବାଇଁ ପୁଅ ଅନସୁଲ ଶାଶୂଙ୍କୁ ଗାଜର ହାଲୁଆ ଖାଇବାକୁ କହିଥିଲା ଆଉ ଶାଶୁ ଗାଜର ଆଣିବାକୁ ବଜାରକୁ ଯାଇଥିଲେ । ଆଉ ସେ ବଜାରରୁ ଆସିବା ପରେ ଦେଖିଥିଲେ ଘରେ ରକ୍ତ ପଡ଼ିଛି ଆଉ କଟା ମୁଣ୍ଡ ପଡ଼ିଛି । ଏହି କଟା ମୁଣ୍ଡ କାହାର ନୁହେଁ ବରଂ ନିକିତାର ଥିଲା । ଅନସୁଲ ତାର ସାନ ଭାଇ ସହିତ ନିକିତାର ବିବାହ କରିବାକୁ ଚାହୁଁଥିଲା କିନ୍ତୁ ବାରମ୍ବାର ମନା କରୁଥିଲେ ନିକିତା ଆଉ ନିକିତା ମନା କରିବା ନେଇ ରାଗି ଯାଇଥିଲେ ଭିଣୋଇ । ଶେଷରେ ଭିଣୋଇ ଶାଳୀକୁ ମାରି ଦେଇ କେଉଁଆଡେ ଫେରାର ହୋଇ ଯାଇଛନ୍ତି ।