May 22, 2024, 17:19 IST

ଏହି କାରଣ ପାଇଁ ଆପଣଙ୍କର ମଧ୍ୟ କଟାଯାଇ ପାରେ ରାସନ୍ କାର୍ଡ ଦେଖନ୍ତୁ କଣ ଆସିଲା ବଡ଼ ଖବର

Hhh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ବିଷୟରେ ଆସିଥିବା ଖବର ପାଇ ପାରୁଛନ୍ତି ।
ଅଧିକାଂଶ ଲୋକଙ୍କ ପାଖରେ ରାସନ୍ କାର୍ଡ ଥିବ । ଆଉ ଏବେ ରାସନ୍ କାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଆପଣଙ୍କର ରାସନ୍ କାର୍ଡ କଟି ଯାଇପାରେ ବୋଲି ଏବେ ଖବର ଆସିଛି । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ ।
Hh
ରାସନ୍ କାର୍ଡ କଟିବା ପଛରେ କଣ ରହିଛି କାରଣ ଆପଣମାନେ ଜାଣି ରଖନ୍ତୁ । ଯଦି ଆପଣଙ୍କ ପାଖରେ ରାସନ୍ କାର୍ଡ ରହିଛି ତାହେଲେ ଏହା ଆଉ କିଛି ଦିନ ଭିତରେ ଅମାନ୍ୟ ହୋଇଯିବ । ଏଥିପାଇଁ ସରକାର ଏକ ବଡ ସୂଚନା ପ୍ରଦାନ କରିଛନ୍ତି ।
ଯଦି ଆପଣଙ୍କ ପାଖରେ ରାସନ୍ କାର୍ଡ ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ସରକାର ଏବେ ଏଭଳି ଅନେକ ରାସନ୍ କାର୍ଡଧାରୀଙ୍କ ଡାଟା ପ୍ରସ୍ତୁତ କରୁଛନ୍ତି ଯେଉଁମାନେ ମାଗଣା ରାସନ ପାଇବାର ଯୋଗ୍ୟ ନୁହଁନ୍ତି ।
ଏହି ଡାଟାରେ କୋଟି କୋଟି ଲୋକଙ୍କ ନାମ ଥିବାର ଜଣାପଡିଛି । ସେଥିପାଇଁ ସରକାର ଏଭଳି କାର୍ଡକୁ ଅବୈଧ କରିବାକୁ ଯୋଜନା କରିଛି । ଏନେଇ ସରକାର କୌଣସି ସୂଚନା କରି ନାହାନ୍ତି । ଏହି କାରଣରୁ ଯୋଗ୍ୟ ବ୍ୟକ୍ତିଙ୍କ କାର୍ଡ ଉଲଂଘନ ହେଉଛି।
Bh
ଯିଏ ପ୍ରକୃତରେ ମାଗଣା ରାସନ୍ ପାଇବା ପାଇଁ ଯୋଗ୍ୟ ସେ ପାଉନାହିଁ । ମିଳିଥିବା ସୂଚନା ଅନୁସାରେ ୨୦୧୭ ମସିହାରୁ ୨୦୨୧ ମସିହା ମଧ୍ୟରେ ସମଗ୍ର ଦେଶରେ ୨ କୋଟି ୪୧ ଲକ୍ଷ ଅଯୋଗ୍ୟ ଆଉ ନକଲି ରାସନ୍ କାର୍ଡଧାରୀ ତାଲିକା ପ୍ରସ୍ତୁତ କରାଯାଇଛି । ଆଉ ଏହାକୁ ବାତିଲ କରାଯାଇଛି ।
ପ୍ରତି ରାଜ୍ୟର ବିଭାଗ ଏହି ନକଲି ରାସନ୍ କାର୍ଡକୁ ନେଇ ତଦନ୍ତ ଆରମ୍ଭ କରିଛି । ସବୁ ରାଜ୍ୟରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ରାସନ୍ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି । ମାଗଣା ରାସନର ଲାଭ ପାଇବା ପାଇଁ ଲୋକମାନେ ଏଭଳି କାମ କରିଛନ୍ତି ।
ମାଗଣା ରାସନ୍ କାର୍ଡ ପାଇବା ପାଇଁ ସରକାର କିଛି ନୀତିନିୟମ ବାହାର କରିଛନ୍ତି । ଯେଉଁମାନେ ଟିକସ ଦେଉନଥିବେ ଆଉ ଦାରିଦ୍ର୍ୟ ସୀମା ରେଖା ତଳେ ଥିବେ ସେମାନେ ରାସନ୍ କାର୍ଡ ପାଇବା ପାଇଁ ଯୋଗ୍ୟ ଅଟନ୍ତି । ଏଭଳି ଅନେକ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ ।

Advertisement