May 24, 2024, 16:49 IST

କାହାପାଇଁ ସୁନା ଗହଣା ପିନ୍ଧିଲେ ରାଣୀ ପଣ୍ଡା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତ ଆଉ ଏହାସହ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ଘଟିଥାଏ ତାହା ଆମେ ଯେକୌଣସି ସ୍ଥାନରେ ରହି ମଧ୍ୟ ଜାଣି ପାରିଥାଉ।
Bb
ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କିଏ ବା ନଜାଣେ। ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି। ଯାତ୍ରା ପେଣ୍ଡାଲର ଜଲୱା ହେଉ ବା ସମାଜସେବା ସବୁ କ୍ଷେତ୍ରରେ ରାଣୀ ପଣ୍ଡା ଚର୍ଚ୍ଚାରେ ରହିଥାନ୍ତି। ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟକରି ହେଉ।
ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି। ଏବେ କିଛି ଖବର ଏବେ ସାମ୍ନାକୁ ଆସିଛି। ଆଜି ସାରା ଓଡିଶାବାସୀଙ୍କ ହୃଦୟରେ ରାଣୀ ହୋଇ ରହିଥିବା ରାଣୀ ପଣ୍ଡାଙ୍କ ଜନ୍ମଦିନ। 
ନିଜର ଅକୁହା କଷ୍ଟକୁ ଭୁଲି ରାଣୀ ଆଜି ହସ ହସ ମୁହଁରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଚଳିତ ବର୍ଷ ହେବାକୁ ଥିବା ମହାଶିବରାତ୍ରିରେ ଲିଙ୍ଗରାଜଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦାନ କରିବେ।
Vv
ଏହା ସହିତ ନିର୍ବାଚନକୁ ନେଇ ମଧ୍ୟ ବଡ କଥା କହିଛନ୍ତି। ଚଳିତ ନିର୍ବାଚନରେ ସେ କାହାକୁ ଭୋଟ ଦେବେ। ଏହା ସହିତ ରାଜନୀତି ମୈଦାନରେ ଏଣ୍ଟ୍ରି କରିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ସେ କହିଛନ୍ତି। ସେ ବଞ୍ଚିଥିବା ପର୍ଯ୍ୟନ୍ତ ରାଜନୀତି କରିବେ ନାହିଁ। କେବଳ ରାଜନୀତି ନୁହେଁ ନିଜର ଅକୁହା କଥାକୁ ମିଡିଆ ଆଗରେ ପ୍ରକାଶ କରିଛନ୍ତି।
ନିଜର ପ୍ରେମିକ ବିକ୍ରିମ କୁ ମନେ ପକାଇଥିଲେ। ତେବେ ନିଜ ଜନ୍ମଦିନ ଅବସରରେ ଶାଢୀ ସୁନା ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ପୁରା ଖାଣ୍ଟି ଓଡିଆ ଝିଅ ପରି ଦେଖାଯାଉଥିଲେ। ତେବେ ବନ୍ଧୁଗଣ ବର୍ତମାନ ରାଣୀ ପଣ୍ଡାଙ୍କ ଏହି କଥା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement