Jun 5, 2024, 20:27 IST

ବିଜେଡ଼ି ହାରିବା ପଛରେ କଣ ରହିଛି ମୁଖ୍ୟ କାରଣ ଜାଣନ୍ତୁ ସାମ୍ନାକୁ ଆସିଲା ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ବିଜେଡି ଗଠନ ହେବାର ୨୭ ବର୍ଷ ପରେ ୨୦୨୪ରେ ବଡ ଝଟକା ଖାଇଛି ବିଜେଡି।
ପାଣ୍ଡିଆନ ଭାବିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ହାତରେ ରଖି ଓଡ଼ିଶାର ଶାସନ ଭାରକୁ ତୁଲାଇ ଥାଆନ୍ତେ। ସେଥିପାଇଁ ଧିରେ ଧିରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଧୀନରେ ରଖିବାରେ ସଫଳ ହେଇଥିଲେ ପାଣ୍ଡିଆନ। ପାଣ୍ଡିଆନ ବିଜେଡିର ନେତା ମନ୍ତ୍ରୀ ମାନଙ୍କୁ ବି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଦେଉନଥିଲେ ସୁଯୋଗ। 
Vc
ବନ୍ଧୁଗଣ ରାଜ୍ୟର ଛୋଟ ଛୋଟ ନିଷ୍ପତିକୁ ବି ମନ୍ତ୍ରୀ ମାନଙ୍କୁ ଦେଉନଥିଲେ ପାଣ୍ଡିଆନ ନିଜେ ସବୁ କାମ କରୁଥିଲେ। ପ୍ରଚାର ସମୟରେ ନବୀନ ପାଣ୍ଡିଆନଙ୍କ ଶାସନରେ ଓଡିଶାର ସ୍ବାର୍ଥ କିପରି କ୍ଷତିଗ୍ରସ୍ତ ହେଉଛି ବୋଲି ତାକୁ ନେଇ ଓଡ଼ିଶାବାସୀଙ୍କୁ ବୁଝାଇ ଥିଲେ। ଓଡ଼ିଶାକୁ ଜଣେ ଓଡ଼ିଆ ହିଁ ଶାସନ କରିବ ବୋଲି ଲୋକଙ୍କୁ ବୁଝାଇ ଥିଲେ ପାଣ୍ଡିଆନ। ବିଜେଡ଼ିର କିଛି ନେତା ପାଣ୍ଡିଆନଙ୍କୁ ଭଲ ପାଉନଥିଲେ ମଧ୍ୟ ଦଳରୁ ବହିଷ୍କାର ଭୟରେ ପାଣ୍ଡିଆନଙ୍କୁ ଗ୍ରହଣ କରିଥିଲେ। ଓଡ଼ିଆ ଜାଣିନଥିବା ନବୀନ ୨୪ ବର୍ଷ ଓଡ଼ିଶାକୁ ଶାସନ କଲେ। 
ସେହିଭଳି ପାଣ୍ଡିଆନ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ହେଇ ଓଡ଼ିଶାକୁ ଶାସନ କରିବେ ଏଥିରେ ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହିଥିଲେ ପାଣ୍ଡିଆନ। କିନ୍ତୁ ବିଜେଡିର ଗର୍ବକୁ ଭାଙ୍ଗିଦେଲେ ଓଡିଶାବାସି। ତାମିଲ ଶାସନ ଓଡ଼ିଶାରେ ଚଳିବ ନାହିଁ ବୋଲି ଦେଖେଇଦେଲେ ଓଡ଼ିଶାବାସୀ। ବିଜେଡ଼ି ଆଜି ପର୍ଯ୍ୟନ୍ତ କେବଳ ନବୀନଙ୍କ ଫେସ୍ ଭାଲ୍ୟୁ ପାଇଁ ବିଜୟ ହାସଲ କରୁଥିଲା। ସେହି ଫେସ ଭାଲ୍ୟୁ ନଷ୍ଟ କରିଦେଲେ ଭିକେ ପାଣ୍ଡିଆନ। ଆଉ ସେଥିପାଇଁ ବିଜେଡ଼ି ଦଳର ଆଜି ପରାଜୟ ହେଇଯାଇଛି।

Advertisement