Updated: Jul 2, 2024, 19:16 IST

ଶେଷରେ ସାମ୍ନାକୁ ଆସି ମୁଁହ ଖୋଲିଲେ ଦେଖନ୍ତୁ ଚର୍ଚ୍ଚିତ ଚେହେରା ନାଁ ରେ ଆସିଲା ବହୁତ୍ ବଡ଼ ବଡ଼

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଲଭବାର୍ଡ ରଶ୍ମି ଏବଂ ଆରୀୟନ ସୋସିଆଲ ମିଡିଆରେ ବେଶ୍ ପରିଚିତ ଚେହେରା ଅଟନ୍ତି। ଲକଡାଉନରେ ଇନଷ୍ଟଗ୍ରାମରେ ପ୍ରେମ କରିଥିଲେ ଉଭୟ। ଆରୀୟନ ରଶ୍ମିଙ୍କ ବାପ ଘରେ ଛାଡ଼ି ଦିଆସିଛନ୍ତି। କହୁଛନ୍ତି- "ମୁ ଆଉ ତତେ ଆଉ ନେବି ନାହିଁ"। ଏହା ନିଜେ ଅଭିଯୋଗ କରିଛନ୍ତି ସ୍ତ୍ରୀ ରଶ୍ମି। ଅଭିଯୋଗ ମୁତାବକ ଉଭୟଙ୍କ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିଲା। 
Gy
ହେଲେ ଘରେ ରହିବାକୁ ନେଇ ହେଇଥିଲା ଝଗଡ଼ା। ଆରୀୟନ କହିଥିଲେ ଫୁଲବାଣୀରେ ରହିବା ପାଇଁ ହେଲେ ଫୁଲବାଣୀରେ ଯେତେବେଳେ ଯାଇ ରହୁଥିଲେ ସେତେବେଳେ ସମସ୍ତଙ୍କୁ ଗୋଟିଏ ଘରେ ରହିବାରୁ ପଡୁଥିଲା। ଶାଶୁ, ଶଶୁର, ପୁଅ, ବୋହୂ ସମସ୍ତେ ଗୋଟିଏ ବଖରା ଘରେ ରହୁଥିଲେ। ଯାହା ରଶ୍ମୀ ଏବଂ ଆରୀୟନଙ୍କ ମଧ୍ୟରେ ଝଗଡ଼ାର ମୂଳ କାରଣ ସାଜିଥିଲା। ଦୁହେଁ ତାଙ୍କ କଳହକୁ ସମାଧାନ କରିବାକୁ ଚାହୁଁଥିଲେ ମଧ୍ୟ ସମାଧାନ କରି ପାରୁନଥିଲେ। 
Vc
ଏହାପରେ ଯେତେବେଳେ ରଶ୍ମୀଙ୍କ ପେଟର ଛୁଆ ଥିଲେ ସେତେବେଳେ ଆରୀୟନ ରଶ୍ମୀଙ୍କୁ ବାହାନା କରି ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ।ଆରୀୟନ କହିଥିଲେ ଯେ, "୭ ମାସ ହେଲେ ମୁଁ ଆସି ନେଇଯିବ କିନ୍ତୁ ଏବେ ଆଉ ନେଉ ନାହାଁନ୍ତି। କହୁଛନ୍ତି ମୋ ବାପା ମାଙ୍କୁ ମୁ ଛାଡ଼ି ପାରିବି ନାହିଁ ତତେ ଛା-ଡ଼-ପ-ତ୍ର ଦେଇଦେବି। ତୋ ପାଇଁ ଆମ ଘରେ କଳହ ସୃଷ୍ଟି ହେଉଛି"। ଯାହାକୁ ନେଇ ଏବେ ଅଭିଯୋଗ କରିଛନ୍ତି ରଶ୍ମି। ରଶ୍ମି ଆହୁରି ମଧ୍ୟ କହିଛନ୍ତି ଯେ- "ଆରୀୟନଙ୍କୁ ମୁ ସବୁକିଛି ଦେଇଛି। ଟଙ୍କା ପଇସା ଠାରୁ ଆରମ୍ଭ କରି ଗାଡ଼ି ସବୁ ଦେଇଛି। 
ହେଲେ ଆରୀୟନ ମତେ ଏବେ ନେବାକୁ ତାଙ୍କ ଘରକୁ ଚାହୁଁ ନାହାଁନ୍ତି। ମୁଁ ବାହା ହେବାକୁ ଚାହୁଁ ନଥିଲି ମତେ ବାଧ୍ୟ କରି ବାହା ହେଲେ କିନ୍ତୁ ମୁ ଏବେ କଷ୍ଟ ପାଉଛି ବୋଲି କହିଛନ୍ତି ରଶ୍ମି"। ଆରୀୟନଙ୍କର ଅନ୍ୟ ଏକ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିବା ନେଇ ମଧ୍ୟ ସନ୍ଦେହ କରିଛନ୍ତି ରଶ୍ମି। ରଶ୍ମି କହୁଛନ୍ତି ଯେ- "ତାଙ୍କ ଶାଶୂ ଶଶୁର କୁଆଡେ କହୁଛନ୍ତି ତାଙ୍କ ପୁଅ ସହିତ ହଜାରେ ଝିଅଙ୍କୁ ବାହା ଦେବେ"। ଏବେ ରଶ୍ମୀ ଚାହିଁ ରହୁଛନ୍ତି ଆରୀୟନ କେବେ ଆସି ତାଙ୍କୁ ନେବେ।

Advertisement