Jun 10, 2024, 20:00 IST

ଶେଷରେ ସାମ୍ନାକୁ ଆସିଲେ ମୁଁହ ଖୋଲିଲେ ଦେଖନ୍ତୁ କଣ କହିଲେ ଅନୁଭବ ମହାନ୍ତି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ଏବେ କିଛି କଥା କହିଛନ୍ତି ।
Gg
ଅଭିନେତା ଅନୁଭବ ମହାନ୍ତିଙ୍କର ନୂଆ ଫିଲ୍ମ୍ କୁହୁଡି ଆସୁଛି । ଏହି ଫିଲ୍ମ୍ ବିଷୟରେ ସେ କିଛି କଥା କହିଛନ୍ତି । ଏହି ଫିଲ୍ମରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସେ ଓକିଲ, ବାପା ଆଉ ଜଣେ ସଂଘର୍ଷକାରୀ ଭୂମିକାରେ ଦେଖିବେ । ଏହି ଫିଲ୍ମ୍ କରିବା ବେଳେ ସେ ନର୍ଭସ ଥିଲେ । ସେ ଛୋଟ ପିଲାଙ୍କୁ ବହୁତ ଭଲ ପାଆନ୍ତି । ଆଉ ପିଲାମାନଙ୍କୁ ବାଡେଇବା କଥା ନୁହେଁ । ଏହି କୁହୁଡି ଫିଲ୍ମ୍ ଦୁଇଟି ଗପରୁ ଆସିଛି । ଏହା ବହୁତ ଭଲ ଫିଲ୍ମ୍ ଅଟେ । ପିଲାମାନେ ବାପା ମାଆଙ୍କ ଠାରୁ ଅଲଗା ହେଇ ଯାଉଛନ୍ତି ।
Gg
ଏବଂ ଅନେକ ପ୍ରକାରର ଶିକ୍ଷାକୁ ନେଇ ଏହି ଫିଲ୍ମ୍ ହୋଇଛି । ଅଦାଲତରେ ସେ ସବୁବେଳେ ଜଜମାନଙ୍କୁ ସମ୍ମାନ ଜଣାଇଥାନ୍ତି । ସେ ସବୁବେଳେ ଆଇନକୁ ବିଶ୍ବାସ କରନ୍ତି । ଆଉ କିଛି ଏଭଳି କାମ ଅଛି ଯାହାଦ୍ଵାରା ଅନେକ କ୍ଷତି ହୋଇଥାଏ । ସମସ୍ତଙ୍କର ବିଶ୍ବାସ ଆଉ ଭରଷା ଅଛି ଆଇନ୍ ଉପରେ । ଏହି ଫିଲ୍ମରେ ଅନେକ ଭଲ କଥା ଆପଣମାନେ ଦେଖିପାରିବେ । ଏହି ଫିଲ୍ମରେ ଅନେକ ନୂଆ କଥା ଆପଣମାନେ ଦେଖିପାରିବେ । ପିଲାମାନେ ସବୁବେଳେ ଅନୁଭବ ମହାନ୍ତିଙ୍କ ପାଇଁ ବହୁତ ଭଲ । ସେ ବହୁତ ଭଲପାଆନ୍ତି ।
ଅନୁଭବ ମହାନ୍ତିଙ୍କ କେସ ଫ୍ୟାମିଲି କୋର୍ଟରେ ଚାଲିଥିବା ବେଳେ ସେ ଅନେକ ପ୍ରକାରର ଘଟଣା ଦେଖିଛନ୍ତି । ଅନେକ ପ୍ରକାରର ଘଟଣାରେ ସେ ଦେଖିଛନ୍ତି କି ଜଣେ ମହିଳା ଆଉ ପୁରୁଷ ଅଲଗା ହେଉଥିଲେ ଆଉ ଏହି ଭିତରେ ତାଙ୍କ ଛୁଆ ବହୁତ ହଇରାଣ ହେଉଥିଲା । ଯେତେବେଳେ କଥା ଆସେ କି ଛୁଆର କଷ୍ଟିଡି କିଏ ନେବ ଏହା ବହୁତ ଦୁଃଖର କଥା । ସତରେ ଏହି କଥା ବହୁତ କଷ୍ଟ ଦେଇଥାଏ । ଛୁଆ ସହିତ ଏଭଳି କରିବା କଥା ନୁହେଁ । ଅଭିନେତା ଅନୁଭବ ମହାନ୍ତି ଏହି କୁହୁଡି ଫିଲ୍ମକୁ ନେଇ କହିବା ସମୟରେ ତାଙ୍କ ହୃଦୟର କଥା ମଧ୍ୟ ଖୋଲି କହିଛନ୍ତି ।

Advertisement