Jun 9, 2024, 17:03 IST

ସାବିତ୍ରୀ ଦିନ ବୋହୂ ଉପରେ ଶଶୁରଙ୍କ ଥିଲା ପାପ ନଜର ଦେଖନ୍ତୁ ବୋହୂ ସହ କରିଦେଲେ ଏମିତି ଶଶୁର

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vv
ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ। କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Oj
ବନ୍ଧୁଗଣ ବୋହୂକୁ ଏକୁଟିଆ ପାଇ ଦୁ-ଷ୍କ-ର୍ମ କରିଦେଲା ଶଶୁର। ଶଶୁର ଦୁ-ଷ୍କ-ର୍ମ କରିବା ପରେ ସ୍ତ୍ରୀ ଯାଇ ସଙ୍ଗେ ସଙ୍ଗେ ସ୍ୱାମୀକୁ ଜଣାଇଥିଲା। ହେଲେ ସ୍ବାମୀ ଜଣକ ଘଟଣାଟିକୁ ସମାଧାନ କରିବା ବଦଳରେ ସ୍ତ୍ରୀ ସହ ମାରପିଟ କରିଥିଲେ। ଆଉ ବାପ ଘରୁ ଏକ ଲକ୍ଷ ଟଙ୍କା ଯୌ-ତୁ-କ ଆଣିବା ପାଇଁ ସବୁବେଳେ ଦାବି ମଧ୍ୟ କରୁଥିଲା ସ୍ବାମୀ। ଜୀବନରୁ ମାରିଦେବାକୁ ବସିଥିଲା ସ୍ବାମୀ ହେଲେ ସ୍ତ୍ରୀ ସ୍ବାମୀ କବଳରୁ ଖସି ଆସି ସୁଧା ଥାନାର ଦ୍ବାରସ୍ଥ ହେଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ। 
ତେବେ ନିମପୂର୍ ଗାଁର ଶଶିକାନ୍ତ ବେହେରା ସେହି ମହିଳା ଜଣଙ୍କୁ ୨୦୧୨ ମସିହାରେ ରୀତିନୀତିରେ ଵିଵାହ କରିଥିଲେ। ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି। ଏବେ ଶଶିକାନ୍ତ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖି ସ୍ତ୍ରୀକୁ ମାରପିଟ କରୁଥିବା ନେଇ ଅଭିଯୋଗ ହେଇଛି ଥାନାରେ। ଏବେ ଶଶୁର ଏବଂ ଶାଶୁ କୁଆଡେ ଫେରାର ହେଇଯାଇଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା ଜଳେଶ୍ଵର ଥାନା ପୋଲିସ ଏହି ଘଟଣାକୁ ନେଇ କିପରି ତଦନ୍ତ କରୁଛି।

Advertisement