Nov 25, 2024, 11:01 IST

ମନୋଜଙ୍କୁ ସମସ୍ତେ ଏବେ ରାଣ୍ଡି ପୁଅ କହିବେ...

Gt

ବର୍ତ୍ତମାନ ସମୟରେ ବବି ଇସଲାମ ଏହା କହିଛନ୍ତି କି ଯେଉଁ ଘଟଣାଟି ଘଟି ଯାଇଛି ତାହାକୁ ସାରା ଓଡ଼ିଶାବାସୀ ଦେଖିଛନ୍ତି। କିଏ ପ୍ରଭୋକ କରିଥିଲା ତାହା ସେ ଭିଡିଓ ଟା ଯାଞ୍ଚ୍ କରିବା ପରେ ହିଁ ଜଣା ପଡିବ। ସେଠାରେ ପ୍ରଥମେ ବବି ଇସଲାମ,ମନୋଜ ମିଶ୍ର ଙ୍କୁ ଏହା ପ୍ରଶ୍ନ କରିଥିଲେ କି ସମ୍ବଲପୁର ରେ ବାହାଘର କୁ କଣ ବୋଲି କୁହା ଯାଇଥାଏ। ଏଥିପାଇଁ ହିଁ ଏତେ ବଡ଼ କାଣ୍ଡ ହୋଇ ଯାଇଥିଲା। ସେ ସମ୍ବଲପୁର ଫିଲ୍ମ୍ ଚିନି ରେ ଆୱାର୍ଡ଼ ପାଇଥିଲେ।
Hy
ଆଉ ଏକଥା ନିଜେ ବବି ଇସଲାମ କହିଥିଲେ। ଯେଉଁମାନେ ବଡ଼ ବଡ଼ ପୋଷ୍ଟ ରେ ଅଛନ୍ତି ବଡ଼ବଡ଼ ଆର୍ଟିଷ୍ଟ ମାନେ ଙ୍କୁ ପଚାରିଲେ ସେମାନେ କହିବେ ଯେ ବବି ଙ୍କ ସମ୍ବଲପୁର ସହ ସମ୍ପର୍କ କେମିତି। କାରଣ ସେ ସମ୍ବଲପୁର ସହ ଅନେକ ଗୀତ ମଧ୍ୟ କରିଛନ୍ତି। ସମ୍ବଲପୁରୀ ଭାଷା ସହ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ ସେ କହିଥିଲେ।କାରଣ ପ୍ରତ୍ୟେକ ୨୦ କିମି ପରେ ହିଁ ଓଡ଼ିଶାର ଭାଷା ବଦଳି ଯାଇଥାଏ।
Gg
ସେ ଏଥିପାଇଁ କହୁଥିଲେ କି ସମ୍ବଲପୁରୀ ଭାଷାରେ ବାହା ଘରକୁ କଣ ବୋଲି କୁହା ଯାଇଥାଏ। ମନୋଜ ପ୍ରଥମେ ଆସି ତାଙ୍କୁ କହିଥିଲେ କି ରାଣ୍ଡିପୁଅ କେମିତି ଅଛ ବୋଲି।ପ୍ରଥମେ କହିଲେ ନିର୍ଦ୍ଦେଶକ ତାପସ ସରଘରିଆ ଙ୍କୁ ତା ପରେ କହିଥିଲେ ଶକ୍ତି ବରାଳ ଙ୍କୁ। ତାପରେ ଯାଇ ବବି ଇସଲାମ ତାଙ୍କୁ କହିଥିଲେ କି ତମେ ଧଳା ସାର୍ଟ ପିନ୍ଧିଚ ତମକୁ ବହୁତ ଭଲ ଦେଖା ଯାଉଛି ବୋଲି। ଆଉ ବବି ଇସଲାମ କହିଥିଲେ ରାଣ୍ଡିପୁଅ ଭଲ ଲାଗୁଛି ବୋଲି।
ବବି ଇସଲାମ କହିଥିଲେ କି ସେ ଯେତେବେଳ ପର୍ଯ୍ୟନ୍ତ ଆମ ଇଣ୍ଡଷ୍ଟ୍ରି ବିପକ୍ଷରେ କହୁଥିବେ ସେତେବେଳ ପର୍ଯ୍ୟନ୍ତ ବବି ଇସଲାମ ତାଙ୍କୁ ରାଣ୍ଡିପୁଅ ଅନନ୍ତା କହି ଆସୁଥିବା କଥା ସେ କହିଥିଲେ। ଏଭଳି ଭାବରେ ଦୁହିଁଙ୍କ ମଧ୍ୟରେ ଖୁବ ଜୋରେ ବିବାଦ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଆପଣଙ୍କୁ ଦୁହିଁଙ୍କ ମଧ୍ୟରୁ କିଏ ଠିକ୍ ଲାଗୁଛି? ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement