Updated: Sep 22, 2024, 18:25 IST

ଚାହା ବାଲା ମଉସାଙ୍କ ହାତରେ ୩୫ କୋଟି ସମସ୍ତେ ଦେଖି ହୋଇଗଲେ ଆଶ୍ଚର୍ୟ୍ଯ

Hy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଭୁ ରାମଙ୍କ ନାମ ଅନେକ ଭକ୍ତ ଲେଖିଥାନ୍ତି । ଆଉ ଏବେ ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଜଣେ ଚା ଦୋକାନୀ ୩୫ କୋଟି ଥର ପ୍ରଭୁ ରାମଙ୍କ ନାମକୁ ଲେଖିଛି । ସେ ୨୫୦ ରୁ ଅଧିକ ଖାତାରେ ପ୍ରଭୁ ରାମଙ୍କ ନାଁ ଲେଖିଛନ୍ତି । 
Bh
ସେ ଖାତାରେ ରାମ ରାମ ଲେଖିଛନ୍ତି । ସେ ସକାଳ ୪ ରୁ ଉଠିବା ସମୟରୁ ରାତିରେ ଶୋଇବା ପର୍ଯ୍ୟନ୍ତ ତାଙ୍କ ପାଟିରେ କେବଳ ପ୍ରଭୁ ରାମଙ୍କ ନାଁ ଅଛି । ଆଉ ସେ ପ୍ରଭୁ ରାମଙ୍କ ନାମକୁ ନେଇ ଖାତାରେ ଲେଖିଛନ୍ତି । ପ୍ରଭୁ ରାମଚନ୍ଦ୍ରଙ୍କୁ ସେ ବହୁତ ଭଲ ପାଆନ୍ତି । ଆଉ ସେ ହେଉଛନ୍ତି ଜଣେ ଚା ଦୋକାନୀ । ଚା ବନାଉଥିବା ସମୟରେ ମଧ୍ୟ ସେ ଖାତାରେ ପ୍ରଭୁଙ୍କ ନାମ ଲେଖୁଛନ୍ତି । ସେ ପ୍ରଭୁଙ୍କ ନାମ ଲେଖି ସବୁବେଳେ ପ୍ରଭୁଙ୍କୁ ମନେ ପକାଉଛନ୍ତି । ଏହି ଘଟଣା ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ।
Bb
ଉତ୍ତରାଖଣ୍ଡ ଆଲୁମିନା ଜିଲ୍ଲାର ମାଇଲିକିଲ ଗାଁର ସମ୍ଭୁ । ଏହି ଦୋକାନୀ ଜଣଙ୍କର ମନରେ ପ୍ରାଣରେ ପ୍ରଭୁ ରାମ ଅଛନ୍ତି । ରାମଙ୍କ ବିନା ଯେମିତି ତାଙ୍କର କିଛି ସ୍ଥାୟୀତ୍ବ ନାହିଁ । ସେ ପ୍ରଭୁ ରାମଙ୍କ ନାମ ନେଇ ସବୁବେଳେ ରହି ଥାଆନ୍ତି । ସେ ପ୍ରଭୁ ରାମଙ୍କ ନାମ ଲେଖି ବହୁତ ଖୁସି ଅଛନ୍ତି । ସେ ପ୍ରତିଦିନ ସକାଳ ୪ ସମୟରୁ ଉଠି ଚା ଦୋକାନ ଖୋଲନ୍ତି ଆଉ ଚା ଦୋକାନ ଖୋଲି ସେ ଚା ବିକ୍ରି କରନ୍ତି । ଏହାସହ ସେ ପ୍ରଭୁଙ୍କ ନାମ ଖାତାରେ ଲେଖନ୍ତି । 
ପ୍ରଭୁ ରାମଚନ୍ଦ୍ରଙ୍କ ନାମ ଲେଖି ସେ ସବୁବେଳେ ରାମଙ୍କ ପ୍ରେମରେ ମଗ୍ନ ରୁହନ୍ତି । ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରେମରେ ରହି ଥାଆନ୍ତି ଏହି ବ୍ୟକ୍ତି ଜଣକ । ଯାହା ପାଖରେ ଟଙ୍କା ନଥାଏ ସେ ତାଙ୍କୁ ମାଗଣାରେ ଚା ପିଇବାକୁ ଦେଇଥାନ୍ତି । ସେ ୩୫ ବର୍ଷ ହେଲା ପ୍ରଭୁ ରାମଙ୍କ ନାମ ଲେଖୁଛନ୍ତି । ସେ ଆଗକୁ ମଧ୍ଯ ପ୍ରଭୁଙ୍କ ନାମ ଲେଖିବେ ବୋଲି କହିଛନ୍ତି । ସ୍ଥାନୀୟ ଲୋକମାନେ ତାଙ୍କୁ ସମ୍ମାନିତ କରିବା ସହିତ ଗିନିଜ ବୁକରେ ତାଙ୍କ ନାମ ଲେଖିବାକୁ କହିଛନ୍ତି । ଏବେ ଏହି ବ୍ୟକ୍ତି ଜଣଙ୍କୁ ନେଇ ଚର୍ଚ୍ଚା ହେଉଛି ।

Advertisement