Jul 28, 2024, 18:52 IST

ସମସ୍ତେ ଭାବିଥିଲେ ୩୦୦୦/- ଟଙ୍କା ଭତା ପାଇବେ ହେଲେ କଥାଦେଇ କଥା ରଖିଲେନି ରାଜ୍ୟ ସରକାର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସରକାରଙ୍କୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
Bb
ଆପଣମାନେ ସମସ୍ତେ ତ ଜାଣିଥିବେ ୨୪ ବର୍ଷ ହେଲା ନବୀନ ସରକାର ଆମ ଓଡ଼ିଶାରେ ଶାସନ କରୁଥିଲେ ଆଉ ଏବେ ମୋହନ ସରକାର ଆମ ଓଡ଼ିଶାକୁ ଶାସନ କରୁଛନ୍ତି । ବିଜେଡି ଦଳ ଅନେକ ବର୍ଷ ହେଲା ଶାସନ କରୁଥିବା ବେଳେ ଏହି ବର୍ଷ ନିର୍ବାଚନରେ ବିଜୟ ଲାଭ କରିଛି ବିଜେପି ଦଳ । ଆଉ ଏବେ ଓଡ଼ିଶାରେ ଶାସନ ଭାର ସମ୍ଭାଳିଛି ବିଜେପି ଦଳ । ବିଜେପି ଦଳ ଏବେ ଶାସନ କରୁଥିବା ବେଳେ ନିର୍ବାଚନ ସମୟରେ ଅନେକ କିଛି କହିଥିଲା ବିଜେପି ସରକାର ।
Hh
ଅନେକ କିଛି ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର । ଆଉ ସେହିସବୁ ପ୍ରତିଶ୍ରୁତି ମଧ୍ୟରୁ ଯେଉଁମାନଙ୍କୁ ଭତ୍ତା ମିଳୁଛି ସେମାନଙ୍କୁ ୧୦୦୦ ଟଙ୍କା ମିଳୁଥିଲା ଆଉ ଏହାକୁ ୩୦୦୦ ଟଙ୍କା କରିବେ ବିଜେପି ସରକାର ବୋଲି କହିଥିଲେ । ଯେଉଁମାନେ ବାର୍ଦ୍ଧକ୍ୟ ଅର୍ଥାତ୍ ଯେଉଁମାନଙ୍କର ବୟସ ୮୦ ବର୍ଷରୁ ଅଧିକ ତାଙ୍କୁ ୩ ହଜାର ଟଙ୍କା ଭତ୍ତା ମିଳିବ ବୋଲି ବିଜେପି ସରକାର ପ୍ରତିଶ୍ରୁତି ଦେଇଥିଲେ । ଆଉ ଏବେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଏହିସବୁକୁ ନେଇ ଏବେ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି । 
ସେ କହିଛନ୍ତି ବିଜେପି ସରକାର ଏବେ ବୁଢ଼ା ବାପା ମାଆଙ୍କ ସହିତ ଧୋକା କରିଛନ୍ତି । ସେ ୩ ହଜାର ଟଙ୍କା ଦେବାକୁ କହି ଦେଲେ ନାହିଁ । ବୟସ୍କ ଲୋକଙ୍କ ସଂଖ୍ୟା କମ୍ କିନ୍ତୁ ବିଜେପି ସରକାର ବାପା ମାଆଙ୍କୁ ଧୋକା ଦେଉଛି । ଆଉ ସରକାର ୩ ହଜାର ଟଙ୍କା କହି ଦେଲେ ନାହିଁ ଏହା ସବୁଠାରୁ ବଡ ଦୁଃଖ । ସରକାର ଏଭଳି କରିବା ଠିକ୍ ନୁହେଁ । ବୃଦ୍ଧ ଲୋକଙ୍କ ସହିତ ଏଭଳି କରିବା ସତରେ ଭଲ ନୁହେଁ । ନବୀନ ସରକାର କିଛି କରିଥିଲେ । ଆଉ ବିଜେପି ସରକାର ଆଗାମୀ ଦିନରେ ଏହାକୁ କରିଲେ ଭାଇ ହେବ ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

Advertisement