Jun 15, 2024, 20:00 IST

ସମସ୍ତେ ହେଲେଣି ଛାନିଆ ଦେଖନ୍ତୁ ଏବେ ସରକାରୀ ବଡବାବୁ ମାନେ ଯିବେ କୁଆଡେ !!

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ବନ୍ଧୁଗଣ ୨୪ ବର୍ଷର ସରକାର ଏବେ ଓଡ଼ିଶାରେ ଦୁର୍ବଳ ହେଇପଡ଼ିଛି। ଆଉ ଏହି ୨୪ ବର୍ଷ ଭିତରେ ବଡ ବଡ ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ସରିଥିଲେ ମଧ୍ୟ ସେମାନଙ୍କୁ ଅବସର ଦିଆଯାଇନାହିଁ। ଓଲଟା ଉପରିସ୍ଥ ଦାୟିତ୍ଵ ଦିଆଯାଇ ଅଫିସ ଭିତରେ ମହଜୁତ କରି ରଖାଯାଇଛି। ଅବସର ପ୍ରାପ୍ତି ଅଧିକାରୀ ମାନେ ପୋଷ୍ୟ ଅଧିକାରୀ ହୋଇ ରହିଥିଲେ ବଡ଼ବଡ଼ ରାଜନେତା ମାନଙ୍କର ଯାହାକୁ ସହ୍ୟ କରିପାରିନାହାଁନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଭଳି ସବୁ ଅବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 
Gg
ବନ୍ଧୁଗଣ ଏବେ ଟାର୍ଗେଟରେ ଅଛନ୍ତି ଅବସରପ୍ରାପ୍ତି ଅଧିକାରୀ। ଯେଉଁମାନେ ପୁନଃ ନିଯୁକ୍ତି ନେଇ ସରକାରୀ ବ୍ୟବସ୍ଥାକୁ ମାଡି ବସିଥିଲେ। ବଡ଼ବଡ଼ ରାଜନେତା ମାନେ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଅବସର ପରେ ମଧ୍ୟ କର୍ମଚାରୀ ମାନଙ୍କୁ ବିଭିନ୍ନ ପୋଷ୍ଟ ଦେଇ ସାଇତିକି ରଖିଥିଲେ। ଯାହାକୁ ନେଇ ପିଏମସି ଏବଂ ପିଡ଼ିଏ ପକ୍ଷରୁ ଗତ ୮ ତାରିଖରେ ବିଧିବଦ୍ଧ ଭାବରେ ଉଭୟ ସଂସ୍ଥାର ତାଲିକା ପ୍ରସ୍ତୁତ କରିଛି। ଏହାକୁ ନେଇ ଉଭୟ ସଂସ୍ଥାରେ ଚହଳ ପଡ଼ିଛି। ଅବସରପ୍ରାପ୍ତି ଅଧିକାରୀଙ୍କ ମୁଣ୍ଡରେ ଏବେ ପଡିଛି ଚଡ଼କ। 
ପୂର୍ବରୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା କର୍ମଚାରୀଙ୍କ ମଧ୍ୟରେ। ପିଡ଼ିଏ ଠାରୁ ପିଏମସି ସମସ୍ତେ ରହିଛନ୍ତି ଏହି ତାଲିକାରେ। ଅବସରପ୍ରାପ୍ତ ଅଧିକାରୀ ମାନେ ପୁରା ମାଡ଼ି ବ୍ୟବସ୍ଥାକୁ ଧରିଛନ୍ତି। ନେତା ମାନଙ୍କ ଦୁର୍ନୀତିକୁ ସମ୍ଭାଳୁ ଥିଲେ ଏହି ଅଧିକାରୀ ମାନେ। ଏନେଇ ଅନେକଥର ଅଭିଯୋଗ ହେଇଛି କିନ୍ତୁ ସମସ୍ତ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଚାପି ଦେଇଥିବାରୁ ସୁଫଳ ମିଳୁନଥିଲା। ୨୦୨୨ରୁ ଆଜି ପର୍ଯ୍ୟନ୍ତ ୧୦ରୁ ଅଧିକ ଅବସରପ୍ରାପ୍ତ ବଡ଼ବଡ଼ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ଦିଆଯାଇଛି।

Advertisement