ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନ ବ୍ୟବସ୍ଥାକୁ ନେଇ କିଛି କଥା କହିଛନ୍ତି । ପୂର୍ବରୁ ଏଭଳି ଅନେକ କଥା ଥିଲା ଯେଉଁ ଅଭିଯୋଗ ନେଇ ଥାନାକୁ ଗଲେ ମଧ୍ଯ ପୋଲିସ ଏହାକୁ ଗ୍ରହଣ କରେ ନାହିଁ ।

ଆଉ ଏବେ ଏହାକୁ ନେଇ ମୋହନ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି , ଯେଉଁ ପୋଲିସ ଥାନାରେ ଅଭିଯୋଗ ଗ୍ରହଣ କରା ନଯିବ ସେହି ପୋଲିସ ବାବୁଙ୍କ ନାଁରେ ସେ ଆକ୍ସନ ନେବେ । ୨୦୨୪ ମସିହା ପୂର୍ବରୁ ଏଭଳି ହେଉଥିଲା ଆଉ ଏବେ ଏହା ହେବ ନାହିଁ । ଆଉ ଏବେ ଅଭିଯୋଗ ଗ୍ରହଣ ନ କରିଲେ ସେହି ପୋଲିସ ସସପେଣ୍ଡ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ କହିଛନ୍ତି । ସେ ଏହାକୁ ନେଇ ଆହୁରି ଅନେକ କଥା କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସମ୍ମିଳନୀ ବା ସଭାରେ ଏହି ସବୁ କଥା କହିଛନ୍ତି । ଥାନା ଆଇଆଇସି ମନା କରିଥିଲେ ଅଭିଯୋଗ ନେବା ପାଇଁ । ଆଉ ଏଭଳି ଅନେକ କିଛି ସେମାନେ ଖେଳିଥିଲେ । ବିଧାୟକ ଏହି ଅଭିଯୋଗ ଆଣିଥିଲେ । ଆଉ ବିଧାୟକ ଏହି ଅଭିଯୋଗ ଆଣିବା ପରେ ମଧ୍ୟ ପୋଲିସ ଏହା କରିଥିଲେ । ଆଉ ଏଭଳି କିଛି ଅନେକ ଘଟଣା ପୂର୍ବରୁ ଘଟିଥିଲା । ଶାଲିଆ ସାହିରେ କିଛି ଘଟଣା ଘଟିଥିଲା । ଆଉ ଏହି ଘଟଣା ବିଷୟରେ ସେ କହିଛନ୍ତି । ଥାନା ଆଇଆଇସି ଅନେକ କଥା କହିଥିଲେ । ଥାନାର ନୂଆ ନିୟମ ପାଇଁ ଅନେକ କିଛି କଥା ଅଛି ।
ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯଦି କେହି ଥାନା ପୋଲିସ ଅଭିଯୋଗ ଗ୍ରହଣ ନ କରିବେ ତାହେଲେ ତାଙ୍କ ଚାକିରୀ ଯିବ । ଏଭଳି ଏକ ଦୃଢ଼ ନିଷ୍ପତି ଏବେ ସେ ନେଇଛନ୍ତି । ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ଏଭଳି କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଧାୟକ ଏବଂ ଅନେକ ନେତାଙ୍କ ଅଭିଯୋଗ ମଧ୍ୟ ଗ୍ରହଣ କରି ନଥିଲେ ପୋଲିସ । ତାହେଲେ ସେଠାରେ ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଉଥିବ ତାହା ଉପରେ ପ୍ରଶ୍ନବାଚୀ ଆସୁଛି । ଏବେ ଏହାକୁ ବଦଳାଇ ଦିଆଯାଉଛି । ଏବେ ଏହାକୁ ନେଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।