ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।

ବନ୍ଧୁଗଣ ଦୁର୍ଗାପୂଜା ପାଇଁ ବଡ ଭେଟି ଦେଲେ ସରକାର। ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା। ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିନ ୧୨ଟା ସମୟରେ ଆକାଉଣ୍ଟକୁ ଯିବ ପିଏମ କିଷାନ ଟଙ୍କା। ୧୭ ତମ କିସ୍ତି ମିଳିସାରିଥିବା ବେଳେ ଆଜି ଚାଷୀ ମାନେ ପାଇବେ ୧୮ ତମ କିସ୍ତି। ଏହି ଯୋଜନାର ୧୮ ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ।

୯ କୋଟି ୫୦ ଲକ୍ଷ ହିତାଧିକାରୀ ହେବେ ଉପକୃତ। ତେବେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ଟ୍ରାନ୍ସଫର କରାଯିବ। ଏଥିପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହିଠାରୁ ନରେନ୍ଦ୍ର ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ। ୧୨ଟା ସମୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଟଙ୍କାର ୧୮ ତମ କିସ୍ତି।
୧୮ ତମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟରେ ଡିପୋଜିଟ ହେବ ୨୦୦୦ ଟଙ୍କା। ୯ କୋଟି ୫୦ ଲକ୍ଷ ଚାଷୀ ହେବେ ଉପକୃତ। ୨୦,୦୦୦ କୋଟିରୁ ଅଧିକ ଟଙ୍କା ହେବ ଟ୍ରାନ୍ସଫର୍। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇବେ ଟଙ୍କା। ପ୍ରତିବର୍ଷ ତିନୋଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା। ତିନୋଟି କିସ୍ତିରେ ମୋଟ ୬୦୦୦ ଟଙ୍କା ପାଉଛନ୍ତି ଚାଷୀ ମାନେ। ଆଉ ଆଜି ଦିନ ୧୨ଟା ସମୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ ଟଙ୍କା।