Updated: Nov 3, 2024, 14:56 IST

ଏଇଟା ସ୍ବାମୀ ନା ସୈତାନ୍... !ଶୋଇବା ସମୟ ରେ ସ୍ତ୍ରୀ କୁ ଶେଷ କରିଦେଲା ସ୍ବାମୀ..

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ବିଷୟରେ ଜାଣିବା ସହ ଅନେକ କିଛି ଖବର ପାଇପାରିବେ । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଦେଖିଲେ କି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ସବୁ କାମ କରିବା ପୂର୍ବରୁ ଭାବନ୍ତି ନାହିଁ । ନିଜ ସ୍ତ୍ରୀ ସହ ଏଭଳି କେମିତି କରି ପାରୁଛନ୍ତି ଲୋକମାନେ । 
Hh
ସଂସାର କରିଥିଲେ କଳି ଝଗଡ଼ା ହୋଇଥାଏ । ଏହି କଳି ଝଗଡ଼ାରେ ଏଭଳି ସବୁ କାମ କରୁଛନ୍ତି ସ୍ବାମୀମାନେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପାରିବାରିକ କଳହରୁ ଆଜି ଚାଲିଯାଇଛି ଜଣେ ସ୍ତ୍ରୀର ଜୀବନ । ସବୁଦିନ ପାଇଁ ଆଖି ବୁଜି ଦେଲା ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣଙ୍କର ସ୍ବାମୀ ଏତେ ନୃଶଂସ ହୋଇଯିବେ ବୋଲି ସ୍ତ୍ରୀ ଜଣକ କେବେବି ଭାବି ନଥିବେ । ଏହି ସ୍ତ୍ରୀ ଜଣଙ୍କୁ ଜୀବନରୁ ମାରିବା ପାଇଁ ସ୍ଵାମୀ କରିଥିଲା ଏଭଳି କାମ । ନିଜ ସ୍ତ୍ରୀକୁ ବିଷ ପିଆଇ ମାରି ଦେଇଛି ବୋଲି ଏବେ ଅଭିଯୋଗ ଆସୁଛି ।
Hg
ସ୍ଵାମୀ ସାଜିଲା ସୈତାନ୍ । ନିଜ ସ୍ତ୍ରୀକୁ ବିଷ ଦେଇ ହ-ତ୍ୟା କରିଛି ଏହି ସ୍ଵାମୀ ଜଣକ । ସ୍ଵାମୀ ଜଣକ ନାଁରେ ଏବେ ସଙ୍ଗୀନ ଅଭିଯୋଗ ଆସିଛି । ଏହି ଘଟଣା ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ପୁଟୁରାଖୋଲ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ପୁରୁରାଖୋଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ମୃ-ତ୍ୟୁବରଣ କରିଥିବା ସ୍ତ୍ରୀ ଜଣକ ହେଉଛନ୍ତି ପାଙ୍କୋଜିନୀ କାଲୋ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । 
ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ଵାମୀ ରୁଦ୍ର କାଲୋଙ୍କୁ ଅଟକ ରଖିଛି । ଏହି ଘଟଣା ପାରିବାରିକ କଳହକୁ ଆଧାର କରି ଘଟିଛି ବୋଲି ପୋଲିସ ସୂଚନା ଦେଇଛି । ପାରିବାରିକ କଳହରୁ ହ-ତ୍ୟା କରାଯାଇଛି ବୋଲି ସୂଚନା ମିଳିଛି । ପାରିବାରିକ କଳହ ହେବା ପରେ ଉତ୍କ୍ଷୀପ୍ତ ହୋଇ ପଡ଼ିଥିଲେ ସ୍ଵାମୀ ରୁଦ୍ର । ପାରିବାରିକ କଳହ ପରେ ସ୍ଵାମୀ ରୁଦ୍ର କାଲୋ ତାଙ୍କ ସ୍ତ୍ରୀକୁ ପ୍ରଥମେ ବାଡ଼ିରେ ପିଟି ଦେଇଥିଲେ । ଆଉ ଏହାପରେ ତାଙ୍କୁ ସେ ବିଷ ପିଆଇ ଦେଇଥିଲେ । ଏବେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଉ ତଦନ୍ତ ପରେ ଅନେକ କଥା ଜଣାପଡ଼ିବ ।

Advertisement