Mar 24, 2025, 11:32 IST

ଦୁ-ଷ୍କ-ର୍ମ କରିଥିଲା ୫୮ ବର୍ଷୀୟ ବୁଢ଼ା ନବମ ଶ୍ରେଣୀ ଝିଅ ପେଟରେ ବଢ଼ୁଛି ୫ ମାସର ଛୁଆ

Hh

ଏବେ ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଆଜିକାଲି ଦୁନିଆରେ ଆଉ କାହାକୁ ବିଶ୍ୱାସ ପାଖ ପଡିଶା ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ପାଖ ପଡିଶା ୫୮ ବର୍ଷୀୟ ବୟସ୍କ ଲୋକ ଜଣକ ଜଣେ ନବମ ଶ୍ରେଣୀର ଝିଅ ସହ ଏଭଳି କାମ କରିଛି । ଏହି ନବମ ଶ୍ରେଣୀର ଝିଅ ପଡିଶା ଘରର । ଆଉ ଏହି ବୃଦ୍ଧ ଲୋକ ଜଣକ ତା ଉପରେ ଖରାପ ନଜର ପକାନ୍ତି ।
Gg
କିନ୍ତୁ ଏହି ବ୍ୟକ୍ତି ଜଣକ ସେହି ନବମ ଶ୍ରେଣୀରେ ପାଠ ପଢୁଥିବା ଝିଅ ସହ ଏଭଳି କିଛି କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ବ୍ୟକ୍ତି ଜଣକ ଜୋର୍ ଜବରଦସ୍ତ କରି ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ସହ ସମ୍ପର୍କ ରଖିଥିଲା । ଶାରିରୀକ ସମ୍ପର୍କ ବାରମ୍ବାର ରଖୁଥିଲା ଏହି ବ୍ୟକ୍ତି ଜଣକ । ଏହି ବ୍ୟକ୍ତି ଜଣକ ବାରମ୍ବାର ସମ୍ପର୍କ ରଖିବା ପରେ ଏହି ନାବାଳିକା ଝିଅ ଶେଷରେ ଏଭଳି ହେବେ ବୋଲି କେହି ଜାଣି ନଥିଲେ । ଏବେ ଏହି ୧୩ ବର୍ଷର ନାବାଳିକା ଝିଅ ଗର୍ଭବତୀ ଅଛି । 
Bh
ଏହି ୧୩ ବର୍ଷର ଝିଅ ମାଆ ହେବାକୁ ଯାଉଛି । ତା ପେଟରେ ୫ ମାସର ଛୁଆ ଅଛି । ଆଉ ଏହି ଛୁଆର ବାପା ହେଉଛି ତାଙ୍କ ଘର ପଡିଶା ୫୮ ବର୍ଷୀୟ ବୟସ୍କ ଲୋକ । ବାରମ୍ବାର ଦୁ-ଷ୍କ-ର୍ମ କରିବା ପରେ ଏହି ବୟସ୍କ ଲୋକ ତାଙ୍କୁ କାହାକୁ ନ କହିବାକୁ ଧମକ ଦେଉଥିଲେ । ଏହି ବୟସ୍କ ଲୋକ ଜଣକ ଏଭଳି କାମ କରିଛି ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ପିପିଲି ଅଞ୍ଚଳର ସଅଁପୁର ଗାଁରେ ଏହି ଘଟଣା ଘଟିଛି । 
ଏହି ଗାଁର ଲୋକ ମାନ ଗୋବିନ୍ଦ ଖଟେଇ ଏଭଳି କାମ କରିଛି । ଏହି ଘଟଣା ଦବାଇବା ସହ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିଲେ । ଏହି ନୃଶଂସ ବୁଢ଼ା ଏଭଳି କାମ କରି ଏବେ ସାମ୍ନାକୁ ଆସିଛି । ଏହି ବୃଦ୍ଧ ଜଣକ ପେଶାରେ ଜଣେ ପାଲା ଗାୟକ ଅଟନ୍ତି । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପିପିଲି ଥାନାରେ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଝିଅର ଦେହ ଖରାପ ହେବାରୁ ଏହି ବିଷୟରେ ଜଣା ପଡିଥିଲା । ଏବେ ଏହି ନୃଶଂସ ବୁଢାକୁ କେଉଁ ଦଣ୍ଡ ମିଳୁଛି ତାକୁ ଦେଖିବା ବାକି ରହିଲା ।

Advertisement