Updated: Jun 14, 2024, 17:15 IST

ରଜ ପର୍ବରେ କାଚିବ ବର୍ଷା ଦେଖନ୍ତୁ ଆସିଲା ବଡ଼ ଖବର ଏହିସବୁ ଜିଲ୍ଲା ରୁହନ୍ତୁ ସାବଧାନ

6b

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ପହିଲି ରଜରେ ହେବ ପ୍ରବଳ ମାତ୍ରେରେ ବର୍ଷା। ଏବେ ପାଣିପାଗକୁ ନେଇ ଆସିଛି ବଡ ଉପଡେଟ। ଆଜି ପହିଲି ରଜରେ ଭିଜିବ ଓଡ଼ିଶା। 
Vb
ବନ୍ଧୁଗଣ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳରୁ ଅତିପ୍ରବଳ ପବନ ପହିବ। ଅସହ୍ୟ ଗୁଳୁଗୁଳିରେ ଲୋକ ମାନେ କଲବଲ ହେଉଛନ୍ତି। ଧିରେ ଧିରେ ବଦଳିବାକୁ ଲାଗିଛି ପାଣିପାଗ। ଆଉ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି। ଯାହାର ପ୍ରଭାବ ଗତକାଲି ଠାରୁ ଦେଖିବାକୁ ମିଳୁଛି। ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଇଥିବାର ଦେଖିବାକୁ ମିଳିଛି। ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ପବନ ବହୁଥିବାର ଦେଖିବାକୁ ମିଳିଛି। 
Bb
ଆଜି ମଧ୍ୟ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରାଯାଇଛି। ସବୁଠାରେ ରଜକୁ ନେଇ ଉତ୍ସବର ମାହଲ ଥିବା ବେଳେ ଏହାରି ଭିତରେ ଓଡ଼ିଶାରେ ପାଗ ବଦଳୁଥିବା ଦେଖିବାକୁ ମିଳିଛି। କିଛିକିଛି ସ୍ଥାନରେ ବର୍ଷା ପବନ ହେଉଥିବା ବେଳେ ଆଉ କିଛି ସ୍ଥାନରେ ୪୦° ଉପରେ ରହିଛି ତାପମାତ୍ରା। ଏପରି ପରିସ୍ଥିତିରେ ଆଜି ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଘଡଘଡି ସହିତ ପବନ ହେବା ନେଇ ଆଲୋଟ ଜାରି କରିଛି ପାଣିପାଗ ବିଭାଗ। 
ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏଵଂ ନୂଆପଡାରେ ପ୍ରବଳ ବର୍ଷା ହେବା ନେଇ ଆଲୋର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜଗତସିଂହପୁର ଜିଲ୍ଲାରେ ବର୍ଷ ହେବ। ଏହାସହ କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଯାଜପୁର ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ୟାଲୋ ୱାର୍ଣିଗ ଜାରି କରିଛି ପାଣିପାଗ ବିଭାଗ।

Advertisement