Sep 25, 2024, 18:37 IST

୨୫ ସେପ୍ଟେମ୍ବରରେ ଆସୁଛି ମହାବିପତ୍ତି,୫୦କି.ମି. ରହିବ ପବନର ବେଗ ଏଇଠି ପଡ଼ିବ ବଜ୍ରପାତ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, କିଛିଦିନ ହେବ ବର୍ଷା ଲାଗି ରହିଥିବା ବେଳେ ବର୍ଷା କମିବାର ନା ଧରୁନି। 
Gg
ଏବେ ପାଣିପାଗ ବିଭାଗ ୨୫ ସେପ୍ଟେମ୍ବର ପାଇଁ ଖାସ ଚେତାବନୀ ଦେଲାଣି। ଘଡଘଡି ବିଜୁଳି ସହିତ ଜୋରରେ ବହିବ ପବନ। ଘଣ୍ଟାପ୍ରତି ପବନର ବେଗ ରହିବ ୫୦ କିଲୋମିଟର। ବନ୍ଧୁଗଣ ୨୫ ସେପ୍ଟେମ୍ବରରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ପଡ଼ିବା ନେଇ ସମ୍ଭବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଏଥିପାଇଁ ଆର୍ଲଟ ଜାରି ହେଇଛି। ଖାସ କରି ୨୪ ଆଉ ୨୫ ସେପ୍ଟେମ୍ବରରେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 
Hh
ତେବେ ୨୧ ରୁ ୨୫ ସେପ୍ଟେମ୍ୱର ଭିତରେ ଖୁବ୍ ଜୋରରେ ପବନ ବହିବ ବୋଲି ଜଣାପଡିଛି। ୨୫ ତାରିଖରେ ମଧ୍ୟପ୍ରଦେଶର କିଛି ଜିଲ୍ଲାରେ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ପବନ ବହି ପାରେ। ପାଣିପାଗ ବିଭାଗ ସୁବେର କିଛି ସ୍ଥାନରେ ବଜ୍ରପାତ ପଡ଼ିବା ନେଇ ମଧ୍ୟ ଆକଳନ କରାଯାଇଛି। ଏଥିପାଇଁ ମିଳିଛି ଚେତାବନୀ। ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଏଥିସହିତ ଘଡଘଡି ବିଜୁଳି ମଧ୍ୟ ମାରିବ। 
ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଜାରି ହେଇଛି ୟେଲୋ ୱାରିଂ। ଦେଖିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ ଭୋପାଲ ଭଳି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ୟେଲୋ ଆର୍ଲଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଯାହାଫଳରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହି ପାରେ। କିଛି ସ୍ଥାନରେ କ୍ଷୟକ୍ଷତି ହେବା ନେଇ ମଧ୍ୟ ଆକଳନ କରାଯାଇଛି।

Advertisement