Updated: Feb 28, 2025, 08:43 IST

୨୭ ଲକ୍ଷ୍ୟରେ ମାନିଯାଅ ନହେଲେ କ୍ୟାରିଅର ବରବାଦ କରିଦେବୁ...!

Gg

ଏବେ ଜାଣିଥିବେ କି ସାରା ଓଡ଼ିଶାରେ କେବଳ ଏକମାତ୍ର ହିଁ ଘଟଣା ଚର୍ଚ୍ଚା ହେଉଛି କିଭଳି ଭାବରେ ଜଣେ ଆଇଆଇସି , ମହିଳା ହୋମ ଗାର୍ଡଙ୍କୁ ଧୋକା ଦେଇଛନ୍ତି। ତାଙ୍କୁ ପ୍ରେମ କରି ତାଙ୍କ ସହ ଛଳନା କରିଥିଲେ।ମହିଳାଙ୍କ ଇଜ୍ଜତ ସହ ଖେଳୁଥିଲେ ସଂପୃକ୍ତ ଆଇଆଇସି ବାବୁ।ପୋଲିସ ବାବୁଙ୍କ ସବୁ ସତ ସମସ୍ତଙ୍କ ସାମ୍ନା କୁ ନେଇ ଆସିଥିଲେ ମହିଳା ହୋମଗାର୍ଡ। ଆଉ ସମସ୍ତଙ୍କୁ ଧମକାଉ ଥିବା ପୋଲିସ ବାବୁ ଏବେ ଧରା ପଡ଼ି ଯାଇଛନ୍ତି।
Hh
ଏଭଳି କି ସେ ଯୁବତୀ ଜଣକୁ ଏହା ଧମକ ଦେଉଥିଲେ କି ୨୭ ଲକ୍ଷ ରେ ମାନି ଯିବା ପାଇଁ ନହେଲେ ସେ କ୍ୟାରିୟର ବରବାଦ୍ କରିଦେବେ ବୋଲି କହିଥିଲେ।ବିବହାର ପ୍ରତିଶ୍ରୁତି ଦେଇ ମହିଳା ହୋମ ଗାର୍ଡ ଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ। ରାତି ହେବା ମାତ୍ରେ ହୋମ ଗାର୍ଡ ଙ୍କୁ ପାଖକୁ ଡାକୁ ଥିଲେ। ଏହାପରେ ଶାରୀରିକ ସମ୍ପର୍କ ରଖୁଥିଲେ। ଅନେକ ଦିନ ଧରି ମହିଳାଙ୍କ ସହ ଏଭଳି ସମ୍ପର୍କ ରଖି ଆସୁଥିଲେ ଆଇଆଇସି ବାବୁ ଜଣକ।
Gg
ଏହି ଆଇଆଇସି ଜଣକ ହେଉଛନ୍ତି ତପନ ନାହାଗ। ନିଜ ଡିପର୍ଟମେଣ୍ଟ ର ଜଣେ ମହିଳା ହୋମ୍ ଗାର୍ଡ ଙ୍କ ସହ ଚାଲିଥିଲା ତାଙ୍କର ପ୍ରେମ ସମ୍ପର୍କ। ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ଯ ରଖୁଥିଲେ। ହେଲେ ଏହାପରେ ସେ ବିବାହ କରିବା ପାଇଁ ମନା କରି ଦେଇଥିଲେ। ଯାହା ଫଳରେ ମହିଳା ହୋମ ଗାର୍ଡ ଜଣକ ନିରୁପାୟ ହୋଇ ଯାଇଥିଲେ। ଏନେଇ ଏବେ ନିଜେ ମହିଳା ହୋମ୍ ଗାର୍ଡ ମୁହଁ ଖୋଲିଛନ୍ତି।
ନ୍ୟାୟ ପାଇଁ ସେ ଜଗତସିଂହପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାଗ ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଛି ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଜଣେ ପୋଲିସ ହୋଇ ଏଭଳି କାର୍ଯ୍ୟ କରୁଥିବା ଶୁଣି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement