ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ ଆସୁଥିବା କିଛି ଖବର ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ପାଣିପାଗ ଏବେ ବଦକିବାକୁ ଯାଉଛି । ଏବେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ରାଜ୍ୟରେ କିଛିଦିନ ହେବ ଅଧିକ ମାତ୍ରାରେ ଖରା ହେଉଥିଲା । ଆଉ ଏହି ଖରାରେ ରାଜ୍ୟବାସୀ ହନ୍ତସନ୍ତ ହୋଇ ପଡୁଥିଲେ । ଆଉ ଏବେ ଏହି ଖରାରୁ ଆଶ୍ୱସ୍ତି ମିଳିବ ବୋଲି ସୂଚନା ମିଳିଛି ।

ଏବେ ପାଣିପାଗ ଖବର ଆସିଛି କି ଆସନ୍ତା ଦିନରେ ବର୍ଷା ହୋଇପାରେ । ଏବେ ଏହି ଖବର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆପଣମାନେ ସବୁ ଖବର ପାଇପାରିବେ । ୧୯ ତାରିଖ ଠାରୁ ଅନେକ ଜିଲ୍ଲାରେ ବର୍ଷା ହେଉଛି ବୋଲି ସୂଚନା ମିଳିଛି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଉଛି ବୋଲି ଖବର ଆସୁଥିବ ବେଳେ ଆଉ କିଛି ଖବର ଏବେ ସାମ୍ନାକୁ ଆସିଛି । ଆପଣମାନେ ଏହି ଖବର ଶୁଣିଲେ ଅନେକ କିଛି ବିଷୟରେ ଜାଣିପାରିବେ ।

ଏବେ ଲୋକମାନଙ୍କୁ କଲବଲ କରୁଛି ଅସହ୍ୟ ତାତି । ଆଜି ପ୍ରବଳ ତାତି ଆଉ ଗରମ ପାଇଁ ତିନି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା ଆଉ କଳାହାଣ୍ଡି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସୂଚନା ଅନୁସାରେ ରାଜ୍ୟରେ ଏହି ତାତି କମିବ । ରାଜ୍ୟବାସୀ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇବେ । ଏବେ ରାଜ୍ୟବାସୀ ଏହି ଖବର ପାଇବା ପରେ ବହୁତ ଖୁସି ଅଛନ୍ତି । ୧୯ ତାରିଖ, ୨୦ ତାରିଖ ଆଉ ୨୧ ତାରିଖ ଏବଂ ୨୨ ତାରିଖରେ ସାମାନ୍ୟ ବର୍ଷା ହୋଇପାରେ ।
ଏହି ତାରିଖ ଗୁଡ଼ିକରେ କିଛି ଜିଲ୍ଲାରେ ରାତିରେ ବର୍ଷା ହୋଇପାରେ ବୋଲି ଖବର ଆସିଛି । ଆଞ୍ଚଳିକ ପାଣିପାଗ ଦେଇଥିବା ସୂଚନା ଅନୁସାରେ ଚାରୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ମଧ୍ୟରେ ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ , ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଗଜପତି, ପୁରୀ, ଗଞ୍ଜାମ, କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏବେ ୪୦ ଡିଗ୍ରୀ ତାପମାତ୍ରା ୧୩ଟି ଜିଲ୍ଲା ଛୁଇଁଛି ବୋଲି ଖବର ଆସିଛି ।