ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଭୁବନେଶ୍ୱର ସହରରେ ଘଟିଥିବା ଘଟଣା ବିଷୟରେ ସୂଚନା ପାଇପାରିବେ । ବଙ୍ଗଳାଦେଶରେ ବଙ୍ଗୀୟ ଯୁବତୀମାନେ ଏବେ ଏଭଳି କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଗୋଟିଏ ଝିଅର ସବୁଠାରୁ ଦାମୀ ଜିନିଷ ହେଉଛି ତାର ଇଜ୍ଜତ । ନିଜ ଇଜ୍ଜତ ବଞ୍ଚାଇବାକୁ ଆଉ ସୁରକ୍ଷିତ ରଖିବାକୁ ଝିଅମାନେ ଅନେକ କାମ କରନ୍ତି କିନ୍ତୁ ଏହି ସୁନ୍ଦରୀ ଯୁବତୀମାନେ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଏହି ବଙ୍ଗୀୟ ଯୁବତୀମାନେ ଆସି ଓଡ଼ିଶାର ଭୁବନେଶ୍ୱରରେ ଏଭଳି ସବୁ କାମ କରନ୍ତି । ଏହି ଯୁବତୀମାନେ ଏବେ ଧରା ପଡିଛନ୍ତି । ଏହି ଯୁବତୀମାନେ ଗୋଟିଏ ଥର ପାଇଁ ୨ ହଜାର ଟଙ୍କା ନିଅନ୍ତି । ଏହି ବଙ୍ଗାଳୀ ଯୁବତୀମାନେ ମାସକୁ ୪ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ଏହି ସୁନ୍ଦରୀ ଯୁବତୀମାନେ ବଙ୍ଗଳାଦେଶ ରୁ ଲୁଚି ଆସି ଦେହ ବେପାର କରୁଥିଲେ । ଆଉ ତାଙ୍କ ଗ୍ରାହକମାନଙ୍କୁ ଖୁସି କରୁଥିଲେ । ଏଭଳି କାମ କରି ସେମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।
ଜଣେ ନୁହେଁ କି ଦୁଇଜଣ ନୁହଁନ୍ତି ବରଂ ଅନେକ ସୁନ୍ଦରୀ ବଙ୍ଗୀୟ ଯୁବତୀମାନେ ହଜାର ହଜାର ଟଙ୍କାରେ ନିଜ ଦେହ ବିକ୍ରି କରନ୍ତି । ଏବେ ଏହି ଯୁବତୀଙ୍କ ଭିତରୁ ଜଣେ ଧରା ପଡ଼ିଥିଲେ ଆଉ ସେ ଅନେକ କଥା କହିଛନ୍ତି । ଏହି ବଙ୍ଗୀୟ ଯୁବତୀମାନଙ୍କୁ ଜଣେ ଦିଦି ବା ମହିଳା ଆଣି ଏହି କାମରେ ଲଗାଇଛନ୍ତି । ଏହି ଦିଦି ଜଣକ ହେଉଛନ୍ତି ରୁକସାନା । ସେ ଅନେକ ବଙ୍ଗଳା ଝିଅଙ୍କୁ ଆଣି ଏହି କାମରେ ଲଗାଇଛନ୍ତି । ତେବେ ଜଣେ ଯୁବକ ଏହି ବଙ୍ଗୀୟ ଯୁବତୀଙ୍କ ଭିତରୁ ଜଣେ ଯୁବତୀଙ୍କୁ ତାଙ୍କ ଗାଡ଼ିରେ ବସାଇ ଆଣିଥିଲେ ।
ଆଉ ଏହି ଯୁବତୀ ଜଣକ ଏହିସବୁ କଥା କହିଥିଲେ ଆଉ ଏହିସବୁର ଭିଡିଓ ଯୁବକ ଜଣକ କରିଥିଲେ । ଏହି ସବୁ କଥା ଯୁବତୀ ଜଣକ କହିଥିଲେ କି କେମିତି ଦେହ ବ୍ୟାପାର କରୁଛନ୍ତି, ଆଉ ସେମାନେ କେମିତି ଓଡ଼ିଶା ଆସିଲେ ଏଭଳି ସବୁକଥା ଯୁବତୀ ଜଣକ କହିଥିଲେ । ସବୁ ସତ ଓଗାଳି ଦେଇଥିଲେ ଯୁବକ ଜଣକ ଆଗରେ । ବଙ୍ଗଳାଦେଶରୁ ଆସି ଭୁବନେଶ୍ୱର ସହରରେ ଏଭଳି ଦେହ ବ୍ୟାପାର କରୁଥିଲେ । ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ୨୩ ଜଣ ବଙ୍ଗୀୟ ଯୁବତୀ ଭୁବନେଶ୍ଵରରେ ଦେହ ବ୍ୟାପାର କରୁଛନ୍ତି ଯାହାଙ୍କ ସତ ଏବେ ଧରା ପଡ଼ିଯାଇଛି ।