Aug 25, 2024, 16:38 IST

କଲିକତା ଡାକ୍ତର ଗଣ ଦୁ-ଷ୍କର୍ମ ମାମଲାରେ ମୁଁହ ଖୋଲିଲେ ମୀରା ପରିଡ଼ା ଦେଖନ୍ତୁ କହିଲେ ଏମିତି କଥା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ କୋଲକାତା ସହରରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । କୋଲକାତା ସହରରେ ଘଟିଛି ଏକ ବଡ ଘଟଣା । କଲେଜରେ ଟ୍ରେନିଂରେ ଥିବା ମହିଳା ଡାକ୍ତରଙ୍କୁ ମାଡ଼ ମାରି ତାଙ୍କ ସହ ଦୁ-ଷ୍କ-ର୍ମ କରାଯାଇଛି । ଆଉ ଏହି ଅଭିଯୋଗରେ ଏବେ ଅଭିଯୁକ୍ତ ଗିରଫ ହୋଇଛି । ଏବେ ଏହି ଘଟଣାର ତଦନ୍ତ ଚାଲୁଛି ।
Bbb
ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି । ଏବେ ଏହି ଘଟଣାକୁ ନେଇ କିନ୍ନର ସଭାପତି ମୀରା ମାଆ କିଛି କଥା କହିଛନ୍ତି । ସେ କହିଛନ୍ତି, ବାରମ୍ବାର ଏମିତି ଘଟଣା ଘଟୁଛି ଆଉ ଲୋକମାନେ ଏହାର ଶିକାର ହେଉଛନ୍ତି । ଅନେକ ଝିଅ ଏହିଭଳି ଦଣ୍ଡର ଶିକାର ହେଉଛନ୍ତି । ଏହି ସମାଜରେ ସବୁବେଳେ ନାରୀଜାତିକୁ ସମ୍ମାନ ଦେବାକୁ କୁହାଯାଇଥାଏ । କିନ୍ତୁ ସମସ୍ତଙ୍କୁ ଏଠାରେ ସମ୍ମାନ ମିଳିନଥାଏ । ସତରେ ଏଭଳି ଘଟଣା ଏକ ଆଶ୍ଚର୍ଯ୍ୟର କଥା ଅଟେ । ସବୁ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି ।
Gh
ଦେହ ବ୍ୟବସାୟ ଚାଲିଥିଲେ ମଧ୍ୟ ଝିଅମାନଙ୍କୁ ଦୁ-ଷ୍କ-ର୍ମ କରୁଛନ୍ତି ଦୁର୍ବୃତ୍ତ । ସର୍ବୋଚ୍ଚ ନ୍ୟାୟାଳୟ ଦେହ ବ୍ୟବସାୟ ଏକ କର୍ମ ବୋଲି କହିଛନ୍ତି । ଦୁନିଆରେ ଅନେକ ଲୋକ ମଧ୍ୟ ଦେହ ବ୍ୟବସାୟ କରି ନିଜର ପେଟ ପୋଷି ଥାଆନ୍ତି । କୌଣସି ମହିଳାଙ୍କ ପ୍ରତି ବା କୌଣସି ଝିଅ ପ୍ରତି ଏଭଳି ମାନସିକତା ରଖୁଥିବା ବ୍ୟକ୍ତିବିଶେଷ ନିଶ୍ଚିତ ରୂପରେ ଗୋଟିଏ ରୋଗୀ ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ମୀରା ମାଆ କହିଛନ୍ତି । ଗୋଟିଏ ପିଲା ଜନ୍ମ ହେଲେ ସେ ତାର ମାଆ ସହିତ ବଢ଼ିଥିବ ।
କିନ୍ତୁ ଏଭଳି କାମ କରିବା ସତରେ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । କିଛି ପୁରୁଷ ଅଛନ୍ତି ଭଲ । ବାରମ୍ବାର ଏଭଳି ଘଟଣା ଘଟୁଛି । ଆଉ କିଛି ଘଟଣା ଘଟୁଥିବ ଯାହା ସାମ୍ନାକୁ ଆସିବ ନାହିଁ । କିନ୍ନର ମାନଙ୍କର ଅଭିଶାପ ସତରେ ପଡ଼ିଥାଏ । କଥାରେ ଅଛି କି ଯଦି କିନ୍ନର ଆଙ୍ଗୁଳି ଫୁଟାଇ କିଛି ଅଭିଶାପ ଦିଏ ତାହେଲେ ଏହି ଅଭିଶାପ ପଡ଼ିଥାଏ ବୋଲି କୁହାଯାଉଛି । ଏବେ ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ମୀରା ମାଆ ଆଙ୍ଗୁଳି ଫୁଟାଇ ଅଭିଶାପ ଦେଇଛନ୍ତି କି ଯେଉଁମାନେ ଏହି କାମ କରିଛନ୍ତି ତାଙ୍କର କୁଷ୍ଠ ରୋଗ ହେଉ ଆଉ ତାଙ୍କର ଲିଙ୍ଗ ପକୋଡା ହେଉ । ନହେଲେ ସରକାର ତାଙ୍କୁ ଆଣି ତାଙ୍କ ପାଖରେ ଛିଡ଼ା କରନ୍ତୁ ତାଙ୍କର ଲିଙ୍ଗ ସେ ଛେଦନ କରିବେ । ସେ ମମତା ବାନାର୍ଜୀଙ୍କୁ ଏହି ଘଟଣାର ନ୍ୟାୟ ଦେବାକୁ ମଧ୍ୟ କହିଛନ୍ତି ।

Advertisement