Aug 6, 2024, 17:11 IST

BSNL ନେଟୱର୍କ ଫାଷ୍ଟ ଚଲାଇବା ପାଇଁ କରି ଦିଅନ୍ତୁ ଏହି ଗୋଟିଏ ସେଟିଂ ଆଉ ଦେଖନ୍ତୁ ଏହାପରେ କଣ ହେଉଛି

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ବିଏସେନାଲର ୪ଜି ଏବେ ଆରମ୍ଭ ହେଇଯାଇଛି। ଆପଣ ମାନେ ବି ଚାହିଁଲେ ଏହାର ବ୍ୟବହାର କରିପାରିବେ। କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ କିଛି ସେଟଅଫ୍ କରିବାକୁ ପଡ଼ିବ। 
Hh
ଥରେ ମାତ୍ର ଏହାକୁ ସେଟଅଫ୍ କରିବା ପରେ ଆପଣଙ୍କୁ ବ୍ୟବହାର କରିବା ପାଇଁ ପୁରା ସହଜ ହେଇଯିବ। ପ୍ରକୃତରେ ଫାଷ୍ଟ ଇଣ୍ଟ୍ରନେଟର ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ କିଛି ଜିନିଷ ଫଲୋ କରିବାକୁ ପଡ଼ିବ। ସର୍ବପ୍ରଥମେ ଆପଣ ଆପଣଙ୍କ ମୋବାଇଲରେ ସେଟିଂ ଆପ ଅପନ କରନ୍ତୁ। ନେଟୱାର୍କ ଏବଂ ଇଣ୍ଟ୍ରନେଟର ସର୍ଚ୍ଚ ଅପସନ୍ ଉପରେ କ୍ଲିକ୍ କରି ସିମକାର୍ଡ ଉପରେ ଟ୍ୟାବ କରିବା ପରେ ନିଜ ମନ ପସନ୍ଦର ସିମକାର୍ଡ ଚୟନ କରିବେ। 
Gg
ତା'ପରେ ସକ୍ରଲ୍ କରି ନିଜ ପସନ୍ଦିତା ନେଟୱାର୍କ ଅନ୍ତରିକା ଉପରେ ଟ୍ୟାବ କରିବେ। ଏହାପରେ ଆପଣ ବିଏସେନାଲର ୪ଜି ସେବା ଅପସନ ଦେଖିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କ ଅଞ୍ଚଳରେ ବିଏସେନାଲର ୪ଜି ଇଣ୍ଟ୍ରନେଟ ଉପଲବ୍ଧ ରହିଥିବା ଉଚିତ୍। ସେଠି ଆପଣଙ୍କୁ ଏଲ୍ଟି ନେଟୱାର୍କ ଚୟନ କରିବାକୁ ହେବ। ତା'ପରେ ନେଟୱାର୍କ ଚୟନ କରିବା ପରେ ସହଜରେ ଫାଷ୍ଟ ଇଣ୍ଟ୍ରନେଟ ଆପଣ ବ୍ଯବହାର କରିପାରିବେ। 
ଅନ୍ୟପଟେ କହିବାକୁ ଗଲେ ବିଏସେନାଲର ଡିମାଣ୍ଡ ଏବେ ବଢିବାରେ ଲାଗିଛି। ଯଦି ଆପଣ ବି କିଛି ନୂଆ ସିମ କିଣିବାକୁ ଚାହାଁନ୍ତି ତେବେ ବିଏସେନାଲକୁ ନିଜ ଲିଷ୍ଟରେ ନିହାତି ସାମିଲ କରିପାରିବେ। ଏଥିସହିତ କମ୍ପାନୀର ୟୁଜର ବେସ ବହୁତ୍ ବଢ଼ି ଯାଇଛି। ଏହା ପରଠୁ ବିଏସେନାଲ ରହିଛି ଟ୍ରେଣ୍ଡରେ। କହିବାକୁ ଗଲେ ୪ଜି ପରେ ଏବେ ୫ଜି ଉପରେ ବି କାମ ଆରମ୍ଭ ହେଇଯାଇଛି। ଖୁବଶୀଘ୍ର ଏହାର ସେବା ଆରମ୍ଭ କରାଯିବ। କିନ୍ତୁ ଏବେ ଯାଏଁ ୫ଜି ନେଟୱାର୍କ ଆରମ୍ଭ କରିନି ବିଏସେନାଲ।

Advertisement