Oct 24, 2024, 11:30 IST

ଧିରେ ଧିରେ ମାଡ଼ି ଆସୁଛି ବାତ୍ୟା.... ଗଣ ମାଧ୍ୟମକୁ ସତର୍କ କରାଇଲେ ଜିଲ୍ଲାପାଳ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ଜିଲାର ପ୍ରଶାସନ ମାନେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି। ଆଉ ଏହାରି ମଧ୍ୟରେ ଭଦ୍ରକ ଜିଲା ପ୍ରଶାସନ ମଧ୍ଯ ଏହି ବାତ୍ୟା ଦାନା ର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି। ସମସ୍ତ ପ୍ରସ୍ତୁତି ମଧ୍ୟ ସରି ଯାଇଥିବା ଜଣା ପଡ଼ିଛି। ସମସ୍ତ ବିଡ଼ିଓ ମାନଙ୍କ ସହ ଏନେଇ ମିଟିଂ ବସିବା ସହ ତାଙ୍କ ସହ ଏହି ବାତ୍ୟା ସମ୍ପର୍କରେ ସବୁ ଆଲୋଚନା ମଧ୍ୟ ସରି ଯାଇଛି।
Gg
ଏଭଳି କି ତାଙ୍କ ନିକଟରୁ ସମସ୍ତ ତଥ୍ୟ ମଧ୍ଯ ନିଆ ସରିଛି। ଏଭଳି କି ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟ ସ୍ତରରୁ ସମୀକ୍ଷା ବୈଠକ ଡକାଇ ଥିଲେ। ସବୁ ଜିଲାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଯେଉଁ ବିଶେଷ ଦିଗ ଉପରେ ଧ୍ୟାନ ଦେବାକୁ କହିଥିଲେ ସେ ସବୁ ସମ୍ପର୍କରେ ମଧ୍ଯ ଅବଗତ ହୋଇଛନ୍ତି। ଏବେ ଦାନା ଯେଉଁ ଦାନା ବାନ୍ଧୁଛି ତାହାର ସ୍ପଷ୍ଟ ଚିତ୍ର ମଧ୍ୟ ଆସି ସାରିଛି।
Hb
ସେଥିପାଇଁ ବର୍ତ୍ତମାନ ସମୟରେ ସମସ୍ତେ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି। ଏବେ ପ୍ରାୟତଃ ଜିଲା ମାନଙ୍କରେ ବର୍ଷା ଆରମ୍ଭ ହୋଇ ସାରିଛି। ଏବଂ ଏହା ଏକ ସାଇକ୍ଲୋନିକ୍ ଷ୍ଟ୍ରମ୍ ର ରୂପ ନେଇ ସାରିଛି। ଏବେ ବାତ୍ୟା ଆଶ୍ରୟ ସ୍ଥଳୀ ମଧ୍ୟ ଲୋକ ମାନଙ୍କ ପାଇଁ ପ୍ରସ୍ତୁତ ହୋଇ ସାରିଛି ଯେଉଁଠି କି ଲୋକମାନେ ନିରାପଦରେ ରହି ପାରିବେ। ଏଥି ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି।
ଗ-ର୍ଭ-ବ-ତୀ ମହିଳାଙ୍କ ଯଦି କିଛି ଦରକାର୍ ପଡ଼ିବ ତାଙ୍କୁ ମଧ୍ୟ ମେଡିକାଲ ରେ ଆଡ଼ମିଶନ କରାଯିବ। ଜରୁରୀ କାଳୀନ ପରିସ୍ଥିତି ରେ ଯେତେ ସମ୍ଭବ ଲୋକ ମାନଙ୍କୁ ସୁରକ୍ଷା ଓ ସାହଯ୍ୟ ପ୍ରଦାନ କରାଯିବ। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆପଣ ମାନେ ମଧ୍ୟ ସୁରକ୍ଷିତ ଭାବରେ ରୁହନ୍ତୁ ଯେମିତି କି ଏହି ବାତ୍ୟା ଆପଣଙ୍କର ଯେମିତି କୌଣସି ପ୍ରକାରର କ୍ଷତି ନକରି ପାରେ। ସଚେତନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

Advertisement