Apr 20, 2024, 18:48 IST

ସତ ହେବକି ମାଳିକା ଦେଖନ୍ତୁ ହୀରାକୁଦ ବନ୍ଧ ଏବଂ ଚିତଳ ମାଛକୁ ନେଇ ଆସିଲା ଖବର

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମାଳିକାକୁ ନେଇ ଆସିଥିବା ଖବର କିଛି ଜାଣିପାରିବେ ।
ମାଳିକା କଥା ଦିନେ ନା ଦିନେ ସତ ହେବ । ଆଉ ମାଳିକାରେ ଆପଣମାନେ ଚିତଳ ମାଛ କଥା ତ ଶୁଣିଥିବେ । ଏହି ଚିତଳ ମାଛକୁ ନେଇ ଏବେ କିଛି ଖବର ଆସିଛି । ଏବେ ଏକ ବିଷଧର ସାପ ମଧ୍ୟ ଦେଖିବାକୁ ମିଳିଛି ବୋଲି ସୂଚନା ମିଳିଛି ।
Hh
ହୀରାକୁଦରେ ଚିତଳ ମାଛ ଥିବା କଥା ତ ଆପଣମାନେ ଜାଣିଥିବେ । ଚିତଳ ମାଛ ଏବେ ହୀରାକୁଦରେ ଛଟପଟ ହେଲାଣି । ହୀରାକୁଦ ଜଳରେ ପାଗଳ ଭଳି ହେଉଛି ଚିତଳ ମାଛ । ହୀରାକୁଦ ଜଳଭଣ୍ଡାରରେ ଖେଳୁଛି ଏକ ବିଶାଳ ବିଷଧର ସାପ ।
ହୀରାକୁଦ ବନ୍ଧ ଭାଙ୍ଗିଲେ ସେମାନେ ଧାରଣ କରିବେ ଭୟଙ୍କର ରାକ୍ଷସ ରୂପ । ଏହାପରେ ସେମାନେ ସଂହାର କରିବେ। ଏବେ ଲୋକମାନେ ଭୟଭୀତ ହୋଇଗଲେଣି । ହୀରାକୁଦ ଜଳଭଣ୍ଡାର ଭାଙ୍ଗିଯିବା ପରେ ଏହାର ପାଣିରେ ଅନେକ ଜୀବ ଆସିବେ ଆଉ ସେମାନେ ପାପିଙ୍କ ସଂହାର କରିବେ । 
ଏକ ବିରାଟକାୟ ସାପ ହୀରାକୁଦ ଜଳଭଣ୍ଡାରରେ ଖେଳୁଛି ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଗଲେଣି । ସେହି ଜଳଭଣ୍ଡାରରେ କେବଳ ବିଷଧର ସାପ ନୁହେଁ ବରଂ ପାଗଳ ହେଉଛି ଚିତଳ ମାଛ ।
Bb
ଆଉ ଭିତରକନିକାରେ ଯେଉଁ କୁମ୍ଭୀର ଅଛନ୍ତି ସେମାନେ ବି ପଳାଇ ଆସିବେ । ହୀରାକୁଦ ନଦୀବନ୍ଧ ଭାଙ୍ଗିଲେ ଏଭଳି ଅନେକ କଥା ଘଟିବ । ଆଉ ଏଭଳି ଅନେକ କଥା ମାଳିକାରେ ଲେଖା ହୋଇଥିଲା । ମାଳିକା ଅନେକ ପ୍ରମାଣ ମଧ୍ୟ ଦେଇଥାଏ । 
ସାରା ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଭୟଙ୍କର ବିଶାଳ ସାପ, ପାଗଳ ହୋଇଥିବା ଚିତଳ ମାଛ ଆଉ ବଉଳା କୁମ୍ଭୀର ସବୁ ଆସି ପାପି ମାନଙ୍କ ସଂହାର କରିବେ । ଆଉ ଲୋକମାନେ ରକ୍ଷା ପାଇଁ ଭଗବାନଙ୍କୁ ଡାକିବେ କିନ୍ତୁ ଭଗବାନ ଆସିବେ ନାହିଁ ।
ଏଭଳି ଘଟଣା ମାଳିକାରେ ଲେଖା ହୋଇଛି । ମାଳିକା କଥା ସତ ହେବ ବୋଲି ସୂଚନା ମିଳିଛି । ଆଉ ଏପର୍ଯ୍ୟନ୍ତ ଏହା ଘଟି ନାହିଁ । କିନ୍ତୁ କଳିଯୁଗ ଶେଷ ହେବାକୁ ଯାଉଛି ବୋଲି ସୂଚନା ମିଳୁଛି ।

Advertisement