Apr 13, 2024, 15:05 IST

ଓଡ଼ିଶାରେ କେବଳ ଏହି ଗୋଟିଏ ସ୍ଥାନ ଯେଉଁଠି ଏକାଠି ପୂଜା କରନ୍ତି ହିନ୍ଦୁ ମୁସଲିମ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଶକ୍ତିପୀଠ ବିଷୟରେ ଜାଣିପାରିବେ ଯାହା ବହୁତ ପୁରାତନ ଅଟେ । ପାଖେଇ ଆସୁଛି ପଣା ସଂକ୍ରାନ୍ତି ସେଥିପାଇଁ ଚାଲୁଛି ଜୋରଦାର ପ୍ରସ୍ତୁତି । ମାଙ୍କ ଶକ୍ତିପୀଠରେ ଲାଗିଛି ଲୋକଙ୍କ ଭିଡ଼ । 
Hh
ମାଙ୍କ ମନ୍ଦିରରେ ଜାକ ଜକମରେ ଆୟୋଜନ ଚାଲିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରଣି ପଞ୍ଚାୟତରେ ଥିବା ବହୁତ ପୁରାତନ ଶକ୍ତିପୀଠ ଦେବୀ ଆସନରେ ୫୦ ତମ ବାର୍ଷିକ ଉତ୍ସବ ପାଇଁ ଜୋରଦାରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏହି ବାର୍ଷିକ ଉତ୍ସବ ୧୪ ତାରିଖରେ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହାକୁ ଦେଖିବାକୁ ଅନେକ ସ୍ଥାନରୁ ଲୋକମାନେ ଆସିଥାନ୍ତି । ଏହି ସ୍ଥାନକୁ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଅନେକ ଲୋକ ଆସିଥାନ୍ତି । 
Hh
ଏହି ଶକ୍ତିପୀଠକୁ ୫୦ ବର୍ଷ ପୁରିବା ଅବସରରେ ପୂଜା କମିଟି ସଦସ୍ୟ ଏବଂ ଗ୍ରାମବାସୀ ବହୁତ ଆଡ଼ମ୍ବରରେ ପଣା ସଂକ୍ରାନ୍ତି ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଆଶ୍ରମ ପରିସରରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ଅଛି ।
ଏହି ଆଶ୍ରମର ପ୍ରତିଷ୍ଠାତା ବୈରାଗ୍ୟ ବାବାଙ୍କ ଦର୍ଶନ ମଧ୍ୟ କରିପାରିବେ ଶ୍ରଦ୍ଧାଳୁ । ଏହାସହ ବିଶ୍ୱ ଶାନ୍ତି ପାଇଁ ୧୦୦ ଯଜ୍ଞ କୁଣ୍ଡ କରାଯିବ । ଆଉ ଏହି ୧୦୦ କୁଣ୍ଡର ମହାଯଜ୍ଞ ଅନୁଷ୍ଠିତ ହେବ । ଏଠାରେ ଘଟୁଥିବା ସବୁଠାରୁ ବଡ କଥା ଜାଣନ୍ତୁ ।  
ଏହି ଶକ୍ତିପୀଠକୁ ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ସହିତ ମୁସଲମାନ ସମ୍ପ୍ରଦାୟ ଲୋକ ମିଶି ମଧ୍ୟ ପୂଜା କରନ୍ତି । ଏଠାକୁ ଲୋକମାନଙ୍କର ସୁଅ ଛୁଟିଥାଏ । ଏଠାକୁ ଭକ୍ତମାନେ ଆସିଥାନ୍ତି । ଅନେକ ସମୟରେ ଏହି ସ୍ଥାନକୁ ଅନେକ ଲୋକ ଆସିଥାନ୍ତି ।
ଏହି ମନ୍ଦିର ସବୁବେଳେ ଲୋକଙ୍କ ଦ୍ୱାରା ଭର୍ତ୍ତି ହୋଇଥାଏ । ଏହି ଶକ୍ତିପୀଠରେ ଅନେକ ଲୋକ ଆସି ତାଙ୍କର ମାନସିକ ରଖିଥାନ୍ତି । ଲୋକମାନେ ବହୁତ ବିଶ୍ଵାସରେ ଏଠାକୁ ଆସିଥାନ୍ତି । ଲୋକମାନେ ତାଙ୍କ ମନବାଞ୍ଛା ନେଇ ଏଠାକୁ ଆସିଥାନ୍ତି ।

Advertisement