Jan 28, 2024, 12:55 IST

ଆଜ୍ଞା ମୁ ଖାଇ ପି ଶୋଇଥିଲି, ଠାକୁର ସ୍ୱପ୍ନାଦେଶ ଦେଲେ.. ଏବେ ମୋର ଆମେରିକା ର ବୋହୂ ଆସିଛି..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଭାବରେ ଆଶ୍ଚର୍ଯ୍ୟ କର ଘଟଣା ମାନ ଘଟିବା ରେ ଲାଗିଛି। ଆମେ ଏବେ ସେହି ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ।
Special Report
ଏକ ଯୁବକ ବିଦେଶକୁ ମାଷ୍ଟର ଡିଗ୍ରୀ ପାଇଁ ଯାଇଥିଲେ। ସେଠାକୁ ଯିବା ପରେ ଫେସବୁକ୍ ମାଧ୍ୟମରେ ସେ ଏକ ଯୁବତୀଙ୍କୁ ଦେଖିଥିଲେ ଆଉ ଯେତେବେଳେ ତାହାକୁ ସେ ନିଜ ମାଆ ଙ୍କୁ ଦେଖାଇ ଥିଲେ ସେତେବେଳେ ତାଙ୍କ ମାଆ ବାରଣ କରି ଦେଇଥିଲେ।
ଏହାପରେ ତାଙ୍କର ବାପା ମଧ୍ୟ ଏଥି ପ୍ରତି ଆଦୌ ରାଜି ନଥିଲେ। ଆଉ ଯେତେବେଳେ ଏହି ଘଟଣାକୁ ନେଇ ମହାପ୍ରଭୁ ତାଙ୍କୁ ସୋପ୍ନେଇ ଥିଲେ ସେତେବେଳେ ତାଙ୍କର ବାପା ରାଜି ହୋଇ ଯାଇଥିଲେ।
ଏହାପରେ ଭୁବନେଶ୍ୱର ରେ ଜଗନ୍ନାଥ ଙ୍କ ମନ୍ଦିରରେ ତାଙ୍କର ବାହାଘର ହୋଇଥିଲା। ଆଉ ଏହାପରେ ସେହି ବିଦେଶିନୀ ଯୁବତୀ ଯିଏକି ଏବେ ଓଡିଆ ବୋହୂ ହୋଇଛନ୍ତି ସେ ତାଙ୍କର ବାପା ମାଆ ଙ୍କୁ ଛାଡି ଆସି ଓଡ଼ିଶାରେ ରହୁଛନ୍ତି।
Special report
ଆଉ ଶାଶୁ ଶଶୁର ଙ୍କ ସ୍ନେହ ପାଇ ସେ ନିଜ ଘରକୁ ମଧ୍ୟ ଭୁଲି ସାରିଛନ୍ତି। ସେ କହିଛନ୍ତି ତାଙ୍କର ବୋହୂ ନିକଟରେ ଏତେ ଭଲ ପାଇବା ଅଛି କି ଓଡ଼ିଶା ପିଲା କେହି ତାଙ୍କର ପାଖ ମଧ୍ୟ ମାଡି ପାରିବେ ନାହିଁ।
ଦିନେ ସେ ତାଙ୍କର ବୋହୂ ଙ୍କୁ ନେଇ ଖୁବ ଗର୍ବ ଅନୁଭବ କରୁଥିଲେ। ଆଉ ବ୍ୟକ୍ତି ଜଣକ ଭାବୁଥିଲେ କି ସେ ଭଲ ଘରେ ବିବାହ କରିବା ପାରେ ଝିଅ ଘର ଲୋକଙ୍କୁ ସେ ଭଲ ଡିମାଣ୍ଡ ମଧ୍ୟ ମାଗିବେ।
ମାତ୍ର ଭଗବାନ ଏଭଳି କରିଥିଲେ କି ଝିଅ ଘର ବାଲା ତାଙ୍କୁ ଗୋଟେ ଟିକିଲି ଟିଏ ମଧ୍ୟ ଦେଇ ନାହାଁନ୍ତି। ଆଉ ବ୍ୟକ୍ତି ଜଣକ ଏଭଳି ବୋହୂ ପାଇବା ପରେ ବହୁତ୍ ଖୁସୀ ଥିବା ମଧ୍ୟ କହିଥିଲେ। ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।
ଜଣେ ଆମେରିକୀୟ ଯୁବତୀଙ୍କ ଓଡ଼ିଶାରେ ଥିବା ତାଙ୍କର ଶାଶୁ ଘର ପ୍ରତି ନିରବଚ୍ଛିନ୍ନ ପ୍ରେମ ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement