Apr 7, 2024, 12:27 IST

୮ ତାରିଖ ରେ ସୂର୍ଯ୍ୟ ପରାଗ, ଘଟିବ ଏମିତି ଘଟଣା

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ସୂର୍ଯ୍ୟ ପରାଗ ସମ୍ପର୍କରେ କିଛି କଥା କହିବାକୁ ଯାଉଛୁ। ଯଦିଆପଣ ସୂର୍ଯ୍ୟ ପରାଗ ଦିନ ଏହି ଗଛର ଚେରକୁ ଧାରଣ କରିବେ ତେବେ ଆଗାମୀ ଦିନ ମାନଙ୍କରେ ଆପଣଙ୍କ ସମସ୍ତ ସମସ୍ୟା ଓ ଦୁଃଖକଷ୍ଟ ଏବଂ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ।
ଏହା ଦ୍ବାରା ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ଙ୍କ କୃପା ମଧ୍ଯ ବର୍ଷିବାକୁ ଲାଗିବ। ସେଥିପାଇଁ ଏହି ଚେର ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
Tt
ଏହି ଗଛକୁ ଆପଣ ମାନେ ଆଗରୁ ଯେମିତି ବି ହେଉ ଦେଖିଥିବେ।ଏଭଳି ହୋଇଥିବ ମଧ୍ୟ ଆପଣ ଏହି ଗଛକୁ ଅନେକ ଥର ଓପାଡ଼ି ଫୋପାଡି ଦେଇଥିବେ। ଏହା ଏକ ସଧାରଣ ଗଛ ନୁହେଁ ଏହି ଗଛରେ ଭଗବାନ ଭୋଳାନାଥ, ସନିଦେବ ଓ ମାଆ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ।
ଆପଣଙ୍କୁ ଏହା ଜଣାଇ ଦେଉଛୁ କି ଏହି ଗଛ ମୂଳରେ ମାଆ ଗଙ୍ଗା ଙ୍କ ବାସ ମଧ୍ୟ ହୋଇଥାଏ। ଏହି ଗଛର ତାନ୍ତ୍ରିକ ଗୁଣ ଓ ଅନେକ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି।
ଏହି ଗଛ ଦ୍ବାରା ଆପଣଙ୍କୁ କାଳ ମଧ୍ଯ କିଛି କ୍ଷତି କରି ପାରିବ ନାହିଁ। ଆପଣ ମାନେ ଯେଉଁ ସବୁ ଗଛ ଦେଖିଥିବେ ସେହି ଗଛର ବୀଜ ସିଧା ଉଠିଥାଏ ମାତ୍ର ଏହି ଗଛର ବୀଜ ଓଲଟା ଉଠିଥିବା ଦେଖିବାକୁ ମିଳିଥାଏ।
Tt
ଏଥିପାଇଁ ଆର୍ୟୁର୍ବେଦିକ ଭାଷାରେ ଏହାକୁ ଅପାମାର୍ଗ କୁହାଯାଏ। ଏହାର ବୀଜ ଯେଉଁ ଓଲଟା ଉଠି ଥାଏ ଏହା ହେଉଛି ଏହି ଗଛର ସବୁଠାରୁ ଖାସ ଓ ମହତ୍ତ୍ଵ ଗୁଣ ଅଟେ। ସନ୍ଥ ,ମହାତ୍ମା ଓ ମୁନିଋଷି ମାନେ ଏହି ଗଛର ବ୍ଯବହାର କରୁଥିଲେ।
ପୂର୍ଣ୍ଣ କାଳରେ ଧର୍ମ ଶାସ୍ତ୍ରରେ ଏହି ଗଛକୁ ଏକ ଶୁଭ ଗଛ ବୋଲି ମନା ଯାଇଥାଏ। ମନା ଯାଏ କି ଏହି ଗଛର ବ୍ଯବହାର କରି ଆପଣ ଆପଣଙ୍କ ଶରୀରରେ ପ୍ରୋଟିନ ର ବୃଦ୍ଧି କରି ପାରିବେ।
ପୂର୍ବରୁ ସନ୍ଥ ମହାତ୍ମା ମାନେ ବର୍ଷ ବର୍ଷ ଧରି ଯେତେବେଳେ ତପସ୍ୟା ରେ ଲୀନ ରହୁଥିଲେ ସେତେବେଳେ ଭଗବାନ ଙ୍କ ଆରାଧନା ରେ ଏହି ଗଛର ବୀଜ ରେ ସେମାନେ ଖେଚୁଡ଼ି ବନାଇ ଖାଉଥିଲେ। ସେଥିପାଇଁ ତାଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଖାଇବାକୁ ପଡୁ ନଥିଲା।

Advertisement