Nov 19, 2023, 11:17 IST

ସୋମବାର ରେ ଶିବ ଙ୍କ ଚମତ୍କାର : ପୂଜା ଚାଲିଥିଲା ବେଳେ ବାହାରିଲା ନାଗ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭଗବାନ ଙ୍କ ଅଲୌକିକ ଘଟଣା ସବୁ ଦେଖି ଥିବେ।ଆଜି ଆମେ ଯେଉଁ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ମାନେ ତାଯୁବ ହେବେ।ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ।
Special report
ସେଠାରେ ଜଣେ ମହିଳା ଙ୍କ ଘରେ ନାଗ ସାପ ଦେଖା ଦେଇଛନ୍ତି।ତାଙ୍କର ଘର ର ମନ୍ଦିର ଭିତରେ ମା ଦୁର୍ଗା ଙ୍କ ମୁଣ୍ଡ ଉପରେ ନାଗ ସାପ ଦେଖା ଯାଇଥିଲା।ଓ ଲୋକ ମାନେ ତାଙ୍କୁ ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ।
ସୂଚନା ଅନୁସାରେ ସେହି ଅଞ୍ଚଳ ର କାର୍ତ୍ତିକ ପାତ୍ର ଙ୍କ ଘର ଅଗଣା ରେ ମା ଦୁର୍ଗା ଓ ମା ମଙ୍ଗଳା ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।ହେଲେ ଗତ କାଲି ନାଗ ପଞ୍ଚମୀ ଥିବାରୁ ଏହି ମନ୍ଦିର ଭିତରେ ନାଗ ସାପ ଦେଖିବାକୁ ମିଳି ଥିଲେ।
ଲୋକ ମାନେ ଏହାକୁ ପୂଜାର୍ଚ୍ଚନା କରିଥିଲେ।କିଛି ସମୟ ପରେ ଏହିସାପ ଟି କେଉଁ ଆଡ଼େ ଚାଲି ଯାଇଥିଲା ।ତାହା କେହି ଜାଣି ପାରି ନ ଥିଲେ।ଏହା ଠାକୁର ଙ୍କ ସାପ ଥିଲା ବୋଲି ସମସ୍ତ୍ରେ ଏବେ ବିଶ୍ଵାସ କରୁଛନ୍ତି।
Special
କୁହା ଯାଏ ଯେ ସେହି ଅଞ୍ଚଳ ର ଜାଈ ନାମକ ଜଣେ ମହିଳା ବିବାହ ର ୧୨ ବର୍ଷ ପରେ ମଧ୍ୟ ମା ହୋଇ ପାରି ନ ଥିଲେ।ସେଥିପାଇଁ ସେ ବହୁତ ଠାକୁରଙ୍କୁ ଡାକି ଛନ୍ତି। ହଟାତ ଦିନେ ସେ ନିକଟ ରେ ଥିବା ଶିବ ଠାକୁରଙ୍କୁ ପୂଜା କରିଥିଲେ।
ଭଗବାନ ସେଦିନ ଅନ୍ୟ ବେଶ ଧାରଣ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ।ଓ କହିଥିଲେ ନିଜ ଘରେ ମାଆ ଦୁର୍ଗା ଓ ମା ମଙ୍ଗଳା ଙ୍କ ଫଟୋ ରଖି ପୂଜା କର।ଦେଖିବୁ ତୋ ର ସବୁ ଇଚ୍ଛା ପୂରଣ ହେବ।ଶେଷ ରେ ସେପରି ହେଲା।
ବୁଢ଼ୀ ଲୋକ ଟି ମା ହୋଇ ଗଲା।ସେହି ଦିନ ଠାରୁ ଜାଇ ଓ ତାର ପିଲା ମାନେ ସେଠାରେ ମନ୍ଦିର ତିଆରି କରି ପୂଜାର୍ଚ୍ଚନା କରୁଛି।ଗତ କାଲି ସେଠାରେ ଏକ ବଡ ନାଗ ସାପ ଦେଖା ଯାଇଥିଲା।
ଯାହାକୁ ନେଇ ଲୋକ ମାନେ ବହୁତ ଚର୍ଚ୍ଚା କରିବାକୁ ଲାଗିଲେ।ତାହା ଭଗବାନ ଙ୍କ ସାପ ବୋଲି କହିଲେ।ଓ କିଛି ସମୟ ରେ ତାହା ଉଭାନ ହୋଇ ଯାଇଥିଲା।ଲୋକ ମାନେ ତାଙ୍କର ପୂଜାର୍ଚ୍ଚନା ଆରମ୍ଭ କରି ଥିଲେ।

Advertisement