Jan 19, 2024, 12:40 IST

ଅଯୋଧ୍ୟା ରେ ଶ୍ରୀ ରାମ୍ ମନ୍ଦିର ଉଦଘାଟନ ରେ ଯିବେ ସୀମା ହାଇଦର : ଲୋକେ କହିଲେ ହଁ ଯଦି ଯିବନି ଭାରତୀୟ ଙ୍କ ଠାରୁ ମାଡ଼ ଖାଇବ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ସୀମା ହାଇଦର ଙ୍କୁ ଭଲ ଭାବେ ଜାଣି ଥିବେ।ପାକିସ୍ତାନ ରୁ ନିଜ ପ୍ରେମ ପାଇଁ ଭାରତ କୁ ଚାଲି ଆସି ଥିଲେ ସୀମା ହାଇଦର।ନିଜ ତିନି ପିଲା ଙ୍କୁ ନେଇ ସେ ନେପାଳ ରାସ୍ତା ଦେଇ ବିନା ଭିସା ରେ ଭାରତ କୁ ଆସିଥିଲେ।ଏବେ ସେ ଭାରତ ର ଉତ୍ତର ପ୍ରଦେଶ ରେ ରହୁଛନ୍ତି।
Special Report
ଏବେ ଶୁଣିବାକୁ ମିଳୁଛି କି ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଅଯୋଧ୍ୟା କୁ ଯିବାକୁ ବାହାରି ଛନ୍ତି।ଯାହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି।ନିଜ ପ୍ରେମ ପାଇଁ ସେ ଭାରତ କୁ ଆସି ଥିବାରୁ ସେ ସମୟ ରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।
ସୁଚନା ଅନୁସାରେ ସୀମା ହାଇଦର ଓ ତାଙ୍କ ସ୍ଵାମୀ ସଚିନ ଙ୍କୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି।ସୀମା ଭାରତ ରେ ପ୍ରବେଶ କରିବା ପରେ ତାଙ୍କୁ ନେଇ ଜେରା କରା ଯାଇଥିଲା।ଏହା ପରେ ତାଙ୍କ ବିରୋଧ ରେ ପୋଲିସ କୌଣସି ସୂଚନା ପାଇ ପାରି ନ ଥିଲା।ତାଙ୍କୁ ଛଡା ଯାଇ ଥିଲା।
ଏବେ ଜାନୁୟାରୀ ୨୨ ତାରିଖ ରେ ଅଯୋଧ୍ୟା ରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଉତ୍ସବ ରେ ସୀମା ହାଇଦର ଓ ତାଙ୍କ ସ୍ଵାମୀ ସଚିନ ଯୋଗ ଦେବା ପାଇଁ ଯୋଜନା କରୁଛନ୍ତି।ସେଥିପାଇଁ ସେମାନେ କୋର୍ଟ ର ଅନୁମତି ମାଗିଛନ୍ତି।ହେଲେ କୋର୍ଟ ସେମାନଙ୍କୁ ଆଜି ଯାଏଁ ଅନୁମତି ଦେଇ ନାହାନ୍ତି।
Special report
ଶୁଣିବାକୁ ମିଳୁଛି କି ସୀମା ହାଇଦର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ଚାଲି ଚାଲି ଯିବେ।ସେ ରାମ ଙ୍କ ବହୁତ ବଡ ଭକ୍ତ।ଉଭୟ ଏହି ଉତ୍ସବ ରେ ଯୋଗ ଦେବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ସୀମା ଅଯୋଧ୍ୟା କୁ ୨୨ ଜାନୁଆରୀ ରେ ଚାଲି ଚାଲି ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି।
ସେଥିପାଇଁ ସେ କୋର୍ଟ ର ଅନୁମତି ମାଗିଛନ୍ତି।ସେମାନେ ପ୍ରଥମେ ସଙ୍ଗମ ପରେ କାଶୀ ବିଶ୍ଵନାଥ ଯିବୁ।ଏହା ପରେ ଶ୍ରୀ ରାମ ଙ୍କ ଦର୍ଶନ କରିବେ।ସେଠାରେ କିଛି ଦିନ ସେମାନେ ରହିବେ।ମନ୍ଦିର ପ୍ରତିଷ୍ଠା ଶେଷ ହେବା ପରେ ସେ ପୁଣି ଥରେ ଫେରି ଆସିବେ।
ସୀମା ହାଇଦର ରାମ ଙ୍କ ବହୁତ ବଡ ଭକ୍ତ।ସେ ରାମ ଙ୍କ ପାଇଁ ପିଆଜ ରସୁଣ ମଧ୍ୟ ଖାଉ ନାହାନ୍ତି ବୋଲି କହିଛନ୍ତି।ଆମ ଦେଶ ର ପୋଲିସ ସଂସ୍ଥା ଅନେକ ଥର ସେମାନଙ୍କର ଯାଞ୍ଚ କରିଛନ୍ତି।ତାଙ୍କ ପାଖକୁ ଅନେକ ଥର ନୋଟିସ ଯାଇଛି।
ସୀମା ହାଇଦର ଙ୍କ ଅଯୋଧ୍ୟା କୁ ଚାଲି ଚାଲି ଯିବା କଥା କେତେ ଦୂର ସତ୍ୟ ତାହା ଏ ଯାଏଁ ଜଣା ପଡି ନାହିଁ।ଏବେ ଦେଖିବାକୁ ବାକି ରହିଲା ସୀମା ହାଇଦର ଓ ସଚିନ କେବେ ଅଯୋଧ୍ୟା ଯାଉଛନ୍ତି।

Advertisement