Feb 7, 2024, 18:36 IST

ଶ୍ରୀକୃଷ୍ଣ ନିଜେ କହିଛନ୍ତି ଏହି ଭୋଜନ କଲେ ଶୀଘ୍ର ହୁଏ ମୃତ୍ୟୁ ଏବେଠାରୁ ଜାଣନ୍ତୁ କଣ ଏହି ୩ଟି ଖାଦ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ କିଛି ଭିଡିଓ ଆସିଛି ଆମ ଜୀବନକୁ ନେଇ । ଆପଣମାନେ ସମସ୍ତେ ତ ଖାଇବା ଖାଉଛନ୍ତି ।
Special report
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କେଉଁ ପ୍ରକାରର ଖାଦ୍ୟ ଖାଇଲେ କଣ ସବୁ ହୋଇଥାଏ । କେଉଁ ପ୍ରକାରର ଭୋଜନ କରିବା ଉଚିତ୍, କେଉଁ ସମୟରେ ଖାଦ୍ୟ ଖାଇବା ଉଚିତ୍ । ଭୋଜନ କରିବା ପୂର୍ବରୁ କଣ ବୋଲିବା ଦରକାର ଏଭଳି ଅନେକ ପ୍ରଶ୍ନର ଉତ୍ତର ଆପଣମାନେ ପାଇପାରିବେ ।
ଦେବର୍ଷି ନାରଦ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରିଥିଲେ କେଉଁ ପ୍ରକାରର ଖାଦ୍ୟ ଖାଇଲେ ମଣିଷର ଆୟୁଷ ବଢ଼ିଥାଏ ? କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ୍ । କେଉଁ ଦିଗ ଆଡ଼କୁ ମୁହଁ କରି ଖାଇବା ଉଚିତ୍ । ଏହାପରେ ପ୍ରଭୁ ଶ୍ରୀକୃଷ୍ଣ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ।
Special report
ମନୁଷ୍ୟ ଯେଉଁ ପ୍ରକାରର ଖାଦ୍ୟ ଖାଇଥାଏ ସେହି ଅନୁସାରେ ତାର ସ୍ଵଭାବ, ଭାଗ୍ୟ ଆଉ ପର ଜନ୍ମ ନିର୍ଦ୍ଧାରିତ ହୋଇଥାଏ । ଏହି ବିଷୟରେ ପ୍ରଭୁ କହିଥିଲେ । ଏକ ଜଙ୍ଗଲ ଥିଲା ଆଉ ଏହି ଜଙ୍ଗଲରେ ପଶୁପକ୍ଷୀ ରହୁଥିଲେ । ସେଠାକୁ ଅଗସ୍ତ୍ୟ ମୁନି ଯାଇଥିଲେ । ସେଠାରେ ଥିବା ଆଶ୍ରମରେ ଅଗସ୍ତ୍ୟ ମୁନି ଗୋଟିଏ ଦିନ ରହିଥିଲେ । ଏହାପରେ ସେ ସକାଳେ ଗାଧୋଇବାକୁ ଯାଇଥିଲେ । 
ଆଉ ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ । ଏହି ବ୍ୟକ୍ତି ଜଣକ କିଏ ବୋଲି ତାଙ୍କ ମନରେ ପ୍ରଶ୍ନ ଆସିଲା । ଏହାପରେ ଏକ ବିମାନ ଆସିଲା । ଜଣେ ଦିବ୍ୟ ପୁରୁଷ ସେହି ବିମାନରୁ ବାହାରିଥିଲେ ।
ଆଉ ସେହି ଦିବ୍ୟ ପୁରୁଷ ନଦୀରେ ଗାଧୋଇବା ପରେ ସେହି ମୃତ ବ୍ୟକ୍ତିର ମାଂସକୁ ଖାଇଲେ ଆଉ ଏହାପରେ ସେ ଚାଲି ଯାଇଥିଲେ । ତାପରେ ମହର୍ଷି ତାଙ୍କୁ ଡାକିଥିଲେ । ଆଉ ଏହି ଦିବ୍ୟ ପୁରୁଷ ଜଣକ ତାଙ୍କ ବିଷୟରେ ଆଉ ଏଭଳି ମାଂସ ଭକ୍ଷଣ କରିବାର କାରଣ କହିଥିଲେ । ଏହି ଭିଡିଓ ଦେଖିଲେ ଆପଣମାନେ ସବୁ କଥା ଜାଣିପାରିବେ । 
ଭୋଜନ କରିବାର କିଛି ନିୟମ -
- ଭୋଜନ କରିବା ପୂର୍ବରୁ ଅଳ୍ପ ଅନ୍ନ ଭୂମି ଉପରେ ରଖିବା ଉଚିତ୍ । ଦେବତା, ପଶୁପକ୍ଷୀ, ଦୈତ୍, ଆଦି ସମସ୍ତଙ୍କୁ ଅନ୍ନ ପ୍ରାପ୍ତି ହେଉ ।
- ଭୋଜନ ସମୟରେ ଯଦି କେହି ଅତିଥି ଆସୁଛନ୍ତି ତାଙ୍କୁ ସ୍ଵାଗତ କରନ୍ତୁ ଆଉ ଆସନ ଦେଇ ଖାଇବାକୁ କୁହନ୍ତୁ ଆଉ ଶ୍ରଦ୍ଧା ପୂର୍ବକ ଖାଇବାକୁ ଦେଇ ବିଦାୟ ଦିଅନ୍ତୁ ।
- ବୃଦ୍ଧ ଲୋକ, ଗର୍ଭ ଧାରଣ କରିଥିବା ସ୍ତ୍ରୀ, ପିତା ଘରକୁ ଯାଇଥିବା ଝିଅଙ୍କୁ ପ୍ରଥମେ ଖାଇବାକୁ ଦେବା ପରେ ନିଜେ ଖାଇବା ଉଚିତ୍ ।
- ଦାନ କରିବା ବିନା ଭୋଜନ କରିଲେ ଏହା ବିଶ ହୋଇଥାଏ ।
- ପୂର୍ବ ଦିଗରେ ବସି ଭୋଜନ କରିବା ଉଚିତ୍ ।
- ବିଦ୍ୟାରେ ଅଭିଳାଷ ରଖିଥିବା ବ୍ୟକ୍ତି ଉତ୍ତର ଦିଗକୁ ଭୋଜନ କରନ୍ତୁ । Special report
- ସ୍ୱଚ୍ଛ ଥାଳି ଏବଂ ଭଲ ବାସନାରେ ଭୋଜନ କରନ୍ତୁ ।
- ଏକାଦଶୀ ଦିନ ତମସିକ ଭୋଜନ କରନ୍ତୁ ନାହିଁ । 
- ଆପଣଙ୍କ ସହିତ କେହି ବସି ଭୋଜନ କରୁଥିଲେ ତାଙ୍କର ଭୋଜନ ସରିବା ସହିତ ପାଖରେ ବସନ୍ତୁ ।
- ଖାଇବା ଥାଳିରେ ହାତ ଧୋଇବା ଉଚିତ୍ ନୁହେଁ ।
- ଭୋଜନରେ ବାଳ ବାହାରିଲେ ତାକୁ ଖାଆନ୍ତୁ ନାହିଁ । 
- ଅନ୍ୟ କାହାର ଭୋଜନକୁ ଖାଆନ୍ତୁ ନାହିଁ , ଭୋଜନ ବାଣ୍ଟି କରି ଖାଆନ୍ତୁ । 
- ଭୋଜନ କରିବା ପୂର୍ବରୁ ହାତ ଗୋଡ ଧୋଇ ଭୋଜନ କରିବା ଉଚିତ୍ । 
- ମଧ୍ୟରାତ୍ରୀରେ ଭୋଜନ କରନ୍ତୁ ନାହିଁ, ଚପଲ ପିନ୍ଧି ଭୋଜନ କରନ୍ତୁ ନାହିଁ ।
- ସ୍ବାମୀ ଖାଇବା ପରେ ଖାଇବା ଉଚିତ୍, ସ୍ୱାମୀ ବାହାରେ ରହୁଥିଲେ ତାଙ୍କୁ ସ୍ମରଣ କରି ଭୋଜନ କରିବା ଉଚିତ୍ । 
- ଖୋଲା ଆକାଶ ତଳେ ଭୋଜନ କରିବା ଅନୁଚିତ୍ । 
- ସ୍ବାମୀ , ସ୍ତ୍ରୀ କେବେବି ଏକାଠି ଗୋଟିଏ ଥାଳିରେ ଖାଇବା ଅନୁଚିତ୍ ।

Advertisement