Dec 27, 2023, 19:03 IST

ଶ୍ରୀକ୍ଷେତ୍ରରେ ବାହାରିଲା ରହସ୍ୟମୟ ସୁଡ଼ଙ୍ଗ ଦେଖନ୍ତୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭକ୍ତ - Exclusive Visual

Special Report

ନମସ୍କାର ପାଠକ ବନ୍ଧୁ।ଶ୍ରୀମନ୍ଦିର ପରିସର ରୁ ଆପଣ ମାନେ ଅନେକ ସମୟ ରେ ଅନେକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇ ଥିବେ।ଆଜି ଆମେ ସେଭଳି ଏକ ଅଦ୍ଭୁତ କଥା କହିବାକୁ ଯାଉଛୁ।ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ଜାଣି ନ ଥିଲେ।ଏଭଳି ଏକ ସୁଢଙ୍ଗ ରହିଛି ଯେଉଁ ଠାରେ ଶୂନ୍ୟ ରୁ ପାଣି ଝରି ଆସୁଛି।
Special Report
ଏହି ସ୍ଥାନ କୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା ହେଉଚି।ଅନେକ ସ୍ଥାନ ରୁ ଲୋକ ମାନେ ଆସି ଏହି ସ୍ଥାନ କୁ ଦେଖି ଯାଉଛନ୍ତି।ଏହା ମହାପ୍ରଭୁ ଜଗନ୍ନାଥ ଙ୍କ ର ଏକ ଲୀଳା ବୋଲି ମଧ୍ୟ କୁହା ଯାଇ ପାରେ।
ସୂଚନା ଅନୁସାରେ ପୁରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ରୁ ଏକ ସୁଢ଼ଙ୍ଗ ର ସନ୍ଧାନ ମିଳିଛି।ସେହି ପୋଖରୀ କୁ ଆଗରୁ ଲୋକ ମାନେ ସଫା କରି ତାହା ଉପରେ ସିମେଣ୍ଟ ରେ ଯିବା ଆସିବା ପାଇଁ ରାସ୍ତା ତିଆରି କରି ଦେଇ ଥିଲେ।ଏବେ କିନ୍ତୁ ସେଠାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।
Special Report
ତାହାର ପାହାଚ ଗୁଡ଼ିକ ତଳେ ଗୋଟିଏ ବଡ ସୁଢଙ୍ଗ ତିଆରି କରା ଯାଇ ଥିଲା। ଯାହାକୁ ଆଜି ଯାଏଁ କେହି ବି ଜାଣି ନ ଥିଲେ।ପାହାଚ ତଳେ ଥିବା ବାଲି ଭିତରେ ଏହା ପୋତି ହୋଇ ରହି ଯାଇ ଥିଲା।କିଛି ପିଲା ଯେତେବେଳେ ଏହି ପାହାଚ କୁ ଖୋଳି ଥିଲେ।ସେଠାରେ ଏପରି ଏକ ସ୍ଥାନ ଦେଖିଥିଲେ।
ଏଠାରେ କୌଣସି ନଦୀ କିମ୍ବା ନାଳ ମଧ୍ୟ ନାହିଁ।ହେଲେ ପାଣି କେଉଁ ଠାରୁ ଆସୁଛି ବୋଲି ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।ଏବେ ରାଜ୍ୟ ସରକାର ଏହି ପୋଖରୀ ରେ ପୁନରୁଦ୍ଧାର କରିବା ପାଇଁ ଏକ ପଦକ୍ଷେପ ନେଇଥିଲେ।
Special Report
ତାହାର ପାଣି କୁ କାଢି ସେମାନେ ଭଲ ପାଣି ପୁରାଇ ଥାଆନ୍ତେ।ପାହାଚ ଗୁଡ଼ିକୁ ଆହୁରି ସୁନ୍ଦର କରିବା ପାଇଁ ବ୍ୟବସ୍ଥା କରା ଯାଇଥିଲା।ହେଲେ ସେଠାରେ ଏହି ସୁଡ଼ଙ୍ଗ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ବିଷୟ ରେ ଜାଣିବା ପାଇଁ ଆଗ୍ରହ ବଢିବାରେ ଲାଗିଚି।
ପାଣି ରେ ବୁଡି ରହିଥିବା ପାହାଚ ଏବେ ଦୃଶ୍ୟ ମାନ ହେଉଚି।ଏଥିରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।ପୂର୍ବ ଉତ୍ତର ପାର୍ଶ୍ଵ ରେ ପାହାଡ ର ପଥର ସନ୍ଧି ରେ ଏକ ସୁଢଙ୍ଗ ଠାବ କରା ଯାଇଛି।ଏହି ସୁଢଙ୍ଗ ବହୁ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଛି।
ଏହା ପ୍ରାୟ ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ଭିତରକୁ ଯାଇଚି।ହେଲେ ବାଲି ରେ ପୋତି ହୋଇ ରହିଥିଲା।ଏହା ମଧ୍ୟରୁ ପାଣି ବାହାରକୁ ଆସି ଯାଉଚି।ଏହାକୁ ଦେଖିବା ପାଇଁ ସେଠାରେ ଲୋକ ଙ୍କ ଭିତ ରେ ଭିଡ ଜମୁଛି।

Advertisement