Oct 14, 2023, 16:46 IST

ପ୍ରଭୁ ଜଗନ୍ନାଥଙ୍କ ହେଲା ଚମତ୍କାର ଭାସି ଆସିଲା ରଥ ଚକ ଦେଖନ୍ତୁ ଏତେ ବଡ ଚମତ୍କାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ରରେ ଅଲୌକିକ ଦୃଶ୍ୟ ଦେଖିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଏହିସବୁ କଥା ।
ସାଗର ଶ୍ରୀକ୍ଷେତ୍ରକୁ ଭାସି ଆସିଲା ତାଳଧ୍ଵଜ ରଥ ଚକ । ମହାପ୍ରଭୁଙ୍କ ଆବିର୍ଭାବରେ ଆଧ୍ୟାତ୍ମିକ ପୁରା ପରିବେଶ । ଘଣ୍ଟ ନାଦରେ ଜମୁଛି ସାରା ଅଞ୍ଚଳ । ପ୍ରଙ୍କମ୍ପିତ ହେଉଛି ସାରା ଅଞ୍ଚଳ । ଜୟ ଜଗନ୍ନାଥ ପୁରୀରେ ପ୍ରଙ୍କଂପିତ ହେଉଛି ସାରା ପରିବେଶ ।
Special report
ସବୁ ଭକ୍ତ ଆଜି ଭଗବାନଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି । ଯାହା ଘଟୁଛି ଆଉ ଯାହା ଘଟିବାକୁ ଯାଉଛି ସବୁ ସେଇ ଭଗବାନଙ୍କ ଇଚ୍ଛା । ଭଗବାନଙ୍କ ଇଚ୍ଛା ବିନା କୌଣସି କାର୍ଯ୍ୟ ହୁଏ ନାହିଁ । ଭଗବାନଙ୍କ ଇଚ୍ଛା ବିନା କେହି କିଛି କରିପାରନ୍ତି ନାହିଁ । ଏବେ ଭଗବାନଙ୍କ ଅଲୌକିକ ଦର୍ଶନ ଦେଖିବାକୁ ମିଳିଛି ।
ଏହି ବିରଳ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସମୁଦ୍ରର ପ୍ରଖର ସ୍ରୋତରେ ଭାସି ଆସିଲା ତାଳଧ୍ଵଜ ରଥ ଚକ । ଆଉ ଏହାକୁ ଦେଖି ଭାବ ପ୍ରବଣ ହୋଇ ଉଠିଲେ ଭକ୍ତମାନେ । ଭକ୍ତମାନେ ଏହି ରଥ ଚକକୁ ଟାଣି ଆଣିଛନ୍ତି ମଝି ସମୁଦ୍ରରୁ ।
Special report
ଡଙ୍ଗା ସାହାଯ୍ୟରେ ଆହୁଲା ମାରି ମାରି ରଥ ଚକକୁ କୂଳକୁ ଆଣିଛନ୍ତି ଭକ୍ତମାନେ । ଆଉ ଏହି ସବୁ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହାକୁ ନେଇ ଅନେକ ଲୋକ ଅନେକ କଥା ମଧ୍ୟ କହୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଅପନମାନେ ଏହି ଖବର ଜାଣିପାରିବେ । 
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଚିଲିକା ମଝିରେ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର । ଏହାର ନାଁ ହେଉଛି ସାଗର ଶ୍ରୀକ୍ଷେତ୍ର । ଏଠାରେ ତାଳଧ୍ଵଜ ରଥ ଚକ ଲାଗିଛି । ସମୟ ଚକ୍ରରେ ପ୍ରଭୁ ଜଗନ୍ନାଥ ଏହିଭଳି ଲୀଳା କରୁଛନ୍ତି ।
ଏହି ସାଗର ଶ୍ରୀକ୍ଷେତ୍ରରେ ତିନି ଠାକୁର ପୂଜା ପାଇଥାନ୍ତି । ଚିଲିକାରେ ଏହି ରଥ ଚକକୁ ପାଇ ଲୋକମାନେ ବହୁତ ଖୁସି ଅଛନ୍ତି । ଭକ୍ତମାନଙ୍କର ଭିଡ ସେଠାରେ ଜମିଥିଲା । ଆଉ ଭକ୍ତମାନେ ଏହିସବୁ ଦେଖି ଖୁସି ହେବା ସହ ପୁରା ଗାଁରେ ଏହି ରଥ ଚକକୁ ବୁଲାଇ ଥିଲେ । ଏହାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି ।

Advertisement