Mar 5, 2024, 12:24 IST

ମହା ଶିବରାତ୍ରୀ ଦିନ ନନ୍ଦୀ କାନରେ କହି ଦିଅନ୍ତୁ ୩ଟି ଶବ୍ଦ...

Uu

ଭଗବାନ ଶିବ ଙ୍କୁ ଭୋଳା ଭଣ୍ଡାରି ବୋଲି କୁହାଯାଏ।କାରଣ ସେ ଭୋଳା ବାବା ଅଟନ୍ତି।ଭଗବାନ ଶିବ ଙ୍କ ର ଏକ ରୁଦ୍ର ରୂପ ମଧ୍ୟ ଅଛି।ଯିଏ କୁ କର୍ମ କରିଥାଏ ଭଗବାନ ଶିବ ତାଙ୍କୁ କେବେ ବି କ୍ଷମା କରି ନଥାନ୍ତି।
ଶିବ ପୁରାଣ ଅନୁସାରେ ମନୁଷ୍ୟ ଙ୍କୁ ମହା ଶିବରାତ୍ରି ଦିନ ଭୁଲ ରେ ବି ଏହି କାମ କରିବା ଉଚିତ ନୁହେଁ।ଏହି ବର୍ଷ ମହା ଶିବରାତ୍ରି ମାର୍ଚ୍ଚ ୮ ତାରିଖ, ଶୁକ୍ରବାର ଦିନ ପାଳନ କରାଯିବ।ନଦୀ ଙ୍କ କାନ ରେ ମହା ଶିବରାତ୍ରି ଦିନ ଗୋଟିଏ ମନ୍ତ୍ର କହିଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହୋଇଯିବ।
Hj
ଆଉ ଏହା ଏକ ଚମତ୍କାରି ମନ୍ତ୍ର ଅଟେ।ସର୍ବ ପ୍ରଥମଟି ହେଉଛି ମହିଳା ମାନଙ୍କ ର ଅପମାନ। ମହା ଶିବରାତ୍ରି ଦିନ ଭୁଲ ରେ ବି କୌଣସି ମହିଳା ଙ୍କ ର ଅପମାନ କରନ୍ତୁ ନାହିଁ।ସେମାନଙ୍କ ଉପରେ ହାତ ଉଠାନ୍ତୁ ନାହିଁ।
ଦ୍ୱିତୀୟ ଟି ହେଉଛି ପଶୁ ହ-ତ୍ୟା।ଭଗବାନ ଶିବ ଙ୍କ ପାଇଁ ସବୁ ପଶୁ ଏକ ସମାନ ଅଟନ୍ତି।ଯଦି ମହା ଶିବରାତ୍ରି ର ମହା ଉତ୍ସବ ରେ କୌଣସି ପଶୁ ଙ୍କ ପ୍ରାଣ ଯଦି ନେଉଛନ୍ତି କିମ୍ବା ସେମାନଙ୍କୁ କଷ୍ଟ ଦେଉଛନ୍ତି ତେବେ ଏହା ମହା ପାପ ଅଟେ।
Hh
ତୃତୀୟ କଥା ହେଉଛି ଡେରି ରେ ଉଠିବା।ମହା ଶିବରାତ୍ରି ର ଅର୍ଥ ହୋଇଥାଏ ଶିବ ଭକ୍ତ ମାନଙ୍କର ରାତ୍ରି।ଯେଉଁ ଭକ୍ତ ପ୍ରାତଃ କାଳ ରୁ ନିତ୍ୟକର୍ମ ସାରି, ସ୍ନାନ କରି ଭଗବାନ ଶିବ ଙ୍କ ଆରାଧନା କରିଥାନ୍ତି ତେବେ ତାଙ୍କୁ ପ୍ରାପ୍ତି ମିଳିଥାଏ।ଚତୁର୍ଥ କଥା ହେଉଛି ଯେ ଟଙ୍କା ପଇସା ରେ ଲୋଭ କରନ୍ତୁ ନାହିଁ।
ମହା ଶିବରାତ୍ରି ଦିନ ନନ୍ଦୀ ଙ୍କ କାନ ରେ ଲୋକମାନେ ନିଜ ମନର କଥା କହିଥାନ୍ତି।ତାହା ଭଗବାନ ଶିବ ନିଶ୍ଚୟ ପୁରଣ କରିଥାନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement