ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ସତ ହେବାକୁ ଯାଉଚି ମାଳିକା ବଚନ।ଆପଣ ମାନେ ଜାଣି ଥିବେ ଆଜି ଯାଏଁ ମାଳିକା ରେ ଯାହା ଯାହା ଲେଖା ହୋଇଛି ତାହା ଅକ୍ଷରେ ଅକ୍ଷରେ ସତ ହେଉଚି।ତେବେ ଆଜି ପୁଣି ଥରେ ଆମେ ମାଳିକା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ମାଳିକା ରେ ହୀରାକୁଦ ବନ୍ଧ ଭାଙ୍ଗିବା ନେଇ ଆଗରୁ ସୂଚନା ରହିଛି।ଏବେ ଶୁଣିବାକୁ ମିଳୁଚି ହୀରାକୁଦ ବନ୍ଧ ଏବେ ତଳକୁ ତଳକୁ ଦବି ବାରେ ଲାଗିଛି।ତେବେ ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
ଆହୁରି ମଧ୍ୟ ମାଳିକା ରେ ଲେଖା ଯାଇଚି କି ହୀରାକୁଦ ରେ ଥିବା ଚିତ୍ତଳ ମାଛ ରେ ଛତିଆ ଠାରେ କବାଟ ବନ୍ଧ ତିଆରି ହେବ।ମହାପ୍ରଭୁ ଜଗନ୍ନାଥ କିଛି ଦିନ ପାଇଁ ଛତିଆ ଠାରେ ଆସିବେ ବୋଲି କୁହା ଯାଉଚି।ସୂଚନା ଅନୁସାରେ ଗତ କାଲି ସମ୍ବଲପୁର ର କେନାଲ ବନ୍ଧ ରେ ଏକ ବଡ ଧରଣ ଅସୁବିଧା ଘଟିଛି।ଏଠାରେ ଏକ ବଡ ଖାଲ ଦେଖା ଯାଇ ଥିଲା।

ସେଠାରେ ଥିବା କେନାଲ ଟି ଲିକ ହୋଇ ଯାଇ ଥିଲା।କେନାଲ କର୍ତ୍ତୃପକ୍ଷ ଏହାକୁ ଲୁଚାଇବାକୁ ଯାଇ ସେଠାରେ ବାଲି ବସ୍ତା ପକାଇ ଦେଇଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଅନେକ ପ୍ରାୟ ପ୍ରତିଦିନ ଏହି ହୀରାକୁଦ ବନ୍ଧ କୁ ଦେଖିବା ପାଇଁ ଯାଇ ଥାଆନ୍ତି।
ଘଟଣା ସ୍ଥଳ ରେ ଜିଲ୍ଲାର ଚାଷୀ ମାନେ ଆନ୍ଦୋଳନ କରି ଥିଲେ।ଏହା ର ମରାମତି ପାଇଁ ସେମାନେ ଦାବି କରିଥିଲେ।ଏହା ପରେ କୁହା ଯାଇ ଥିଲା କି ଖୁବ୍ ଶୀଘ୍ର ଏହାର ମରାମତି କରା ଯିବ।ସେଠାରେ ଏକ ୨୦ ଫୁଟ ର ଗାତ ହୋଇ ଥିଲା।

ଏହି ଗାତ ହେବା ଯୋଗୁଁ ପାଣି ଗାଁ ଭିତରକୁ ପଶି ଯାଇ ଥିଲା।ଏଥିରେ ଚାଷୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇ ଥିଲେ।କେନାଲ ଟି ଲିକ୍ ହେବା ପରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହା ପରେ ସେଠାରେ ବାଲି ବସ୍ତା ପକା ଯାଇ ଥିଲା।ଲୋକ ମାନେ ଏଥିପାଇଁ ବହୁ କଷ୍ଟ ରେ ଅଛନ୍ତି।ଖୁବ୍ ଶୀଘ୍ର ଏହାର ସମାଧାନ ହୋଇ ଯିବ ବୋଲି କୁହା ଯାଇଚି।
ତେବେ ଏହା ପରେ ସମସ୍ତେ କହୁଛନ୍ତି କି ମାଳିକା ଏବେ ସତ ହେବାକୁ ଯାଉଛି।ମାଳିକା ରେ ଯାହା ଲେଖା ହୋଇଛି ତାହା ଆଜି ଯାଏଁ ସବୁ ସତ ହୋଇଚି।ଓ ଆଗକୁ ମଧ୍ୟ ସତ ହେବ ବୋଲି କୁହା ଯାଉଛି।