Dec 21, 2023, 11:35 IST

କଣ ସତରେ ସତ ହେଲା ମାଳିକା ଲେଖା , କାଲି ସୂର୍ଯ୍ୟ ରେ ମାଡ ହେଇଚି ଗୋଟେ ଅଜଣା ଗ୍ରହ

Special Report

ନମସ୍କାର ପାଠକ ବନ୍ଧୁ।ପୃଥିବୀ ଉପରେ ଆଗକୁ ମାଡ଼ି ଆସୁଛି ବଡ ବିପଦ।ବୈଜ୍ଞାନିକ ମାନେ ଏହାକୁ ଯେତେ ଦୂରେଇବା କୁ ଚେଷ୍ଟା କଲେ ମଧ୍ୟ ତାହା ସମ୍ଭବ ହୋଇ ପାରିବ ନାହିଁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନୂତନ ବର୍ଷ ରହୁଚି।୨୦୨୩ ଏବେ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି।
Special Report
୨୦୨୪ ନୂଆ ଆଶା ଆକାଂକ୍ଷା ନେଇ ସମସ୍ତ ଙ୍କ ଜୀବନ ରେ ପ୍ରବେଶ କରିବ।ହେଲେ ଏବେ କୁହା ଯାଉଛି ଯେ ୨୦୨୪ ପୃଥିବୀ ପାଇଁ ବଡ ବିପଦ ନେଇକି ଆସୁଛି।ସୂର୍ଯ୍ୟ ନିକଟ ରେ ଏଭଳି କିଛି ଘଟଣା ଘଟିବାକୁ ଯାଉଚି।
ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆପଣ ମାନେ ସମସ୍ତେ ଜାଣି ଥିବେ ୨୦୨୩ ମସିହା ସମସ୍ତ ଙ୍କ ପାଇଁ ଦୁଃଖ ନେଇ ଆସିଥିଲା।ହଜାର ହଜାର ସଂଖ୍ୟାରେ ଲୋକ ମାନେ ଏହି ବର୍ଷ ମୃତ୍ୟୁ ବରଣ କରିଛନ୍ତି।
ହେଲେ ଏହା ଠାରୁ ବଡ ବିପଦ ପଡ଼ିବାକୁ ଯାଉଚି ପୃଥିବୀ ଉପରେ।ସୂର୍ଯ୍ୟ ପୃଷ୍ଠ ରେ ସୃଷ୍ଟି ହୋଇଛି ଏକ ବଡ ବିସ୍ପୋରଣ।ଏହାର ପ୍ରଭାବ କିଛି ମାତ୍ରା ରେ ପୃଥିବୀ ଉପରେ ପଡ଼ି ପରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି।ଯାହାକି ଏବେ ସମସ୍ତ ଙ୍କ ପାଇଁ ଚିନ୍ତା ବଢାଇ ଦେଇଛି।
Special Report
ସୂଚନା ଅନୁସାରେ ସୂର୍ଯ୍ୟ ରେ ସୃଷ୍ଟି ହୋଇ ଥିବା ବିସ୍ପୋରଣ ଯୋଗୁଁ ଦକ୍ଷିଣ ଆମେରିକା ର ରେଡ଼ିଓ ସିଗନାଲ ପ୍ରଭାବିତ ହୋଇଚି।ଦୁଇ ଘଣ୍ଟା ପାଇଁ ଦକ୍ଷିଣ ଆମେରିକା ର ରେଡ଼ିଓ ସିଗନାଲ କାମ କରି ନ ଥିଲା।
ବୈଜ୍ଞାନିକ ମାନେ କହିଛନ୍ତି କି ସୌର ପ୍ରଚଳନ ପାଇଁ ପୃଥିବୀ ଉପରେ ବହୁତ ପ୍ରଭାବ ପଡ଼ିବ।ବିଦ୍ୟୁତ ବ୍ୟବସ୍ଥା ଖରାପ ହେବାକୁ ଯାଉଛି।ଯାହା ଦ୍ଵାରା ଏହାର ସିଧାସଳଖ ପ୍ରଭାବ ପୃଥିବୀ ରେ ରହୁଥିବା ଲୋକ ଙ୍କ ଉପରେ ପଡ଼ିବ।ମାଳିକା ବଚନ ଧୀରେ ଧୀରେ ସବୁ ସତ ହେଉଛି।
ମାଳିକା ରେ ଯେଉଁ ଭଳି ଭାବେ ପୃଥିବୀ ଧ୍ଵଂସ ବିଷୟ ରେ ଲେଖା ଯାଇଛି ତାହା ପୃଥିବୀ ରେ ଘଟି ଅଛି।ନୂଆ ବର୍ଷ ର ଆରମ୍ଭ ରେ ହିଁ ଲୋକ ଙ୍କ ଉପରେ ବିପଦ ଦେଖା ଯିବ।
ଏହା ୨୦୨୩ ଠାରୁ ଅଧିକ ବିପଦ ନେଇ ଆସିବ।ଡିସେମ୍ବର ୧୪ ରେ ସୂର୍ଯ୍ୟ ଙ୍କ ଗତି ପଥ ଉପରେ ଏକ ବିସ୍ପୋରଣ ହେବ।ଆଗରୁ ଏପରି କିଛି ବି ହୋଇ ନାହିଁ।ଏହା ଶୁଣିବା ପରେ କିଛି ଲୋକେ ଭୟବିତ ହୋଇ ଯାଇଛନ୍ତି।

Advertisement