Jan 4, 2024, 12:41 IST

କଣ ସତ ରେ ସତ ହୋଇଯିବ କି ମାଳିକା!!! ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ହୀରାକୁଦ ବନ୍ଧ ??

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଙ୍ଗିଯିବ ହୀରାକୁଦ ଆଉ ବୁଡ଼ିଯିବ ଓଡ଼ିଶା। ରାଜ୍ୟରେ ଚାଲିବ ପାଣିର ତାଣ୍ଡବ। ଜଳ ପ୍ରଳୟରେ ସବୁକିଛି ସମାଧି ନେଇଯିବ। ମାଳିକା ବଚନ ସତ ହେବ ଆଉ ହୀରାକୁଦ ବନ୍ଧ ଭାଙ୍ଗି ଯିବ।
Special Report
କାରଣ ଏବେ ହୀରାକୁଦ ବନ୍ଧରେ ଫାଟ ଦେଖା ଦେଇଛି। ଯାହାକୁ ନେଇ ଲୋକ ମାନଙ୍କ ମନରେ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି। ଲୋକେ ମଧ୍ୟ ଏବେ ଏହା କହୁଛନ୍ତି କି,
ମାଳିକା ବଚ୍ଚନ ସତ ହେବ ଓ ହୀରାକୁଦ ବନ୍ଧ ନିଶ୍ଚିତ ଭାବରେ ଭାଙ୍ଗିବ।୨୪ ଅଙ୍କରେ ଓଡ଼ିଶାରେ ଜଳ ଗହଳ ହେବ ବୋଲି ଏହା ମାଳିକା ରେ ଉଲ୍ଲେଖ ରହିଛି। ଆପଣ ମାନେ ଜାଣିଥିବେ ହୀରାକୁଦ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ନଦୀ ବନ୍ଧ।
ଆଉ ଏହି ନଦୀ ବନ୍ଧ ଯେତେବେଳେ ଭାଙ୍ଗିବ ସେତେବେଳେ ଓଡ଼ିଶାରେ ଜଳ ପ୍ରଳୟ ମଧ୍ୟ ସୃଷ୍ଟି ହେବ। ସାରା ରାଜ୍ୟ ପାଣିରେ ବୁଡ଼ିବା ସହ ଏହା ଲୋକ ମାନଙ୍କୁ ମଧ୍ଯ କଲବଲ କରିବ।
Special Report
ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ମାଳିକା ରେ ବର୍ଣ୍ଣିତ ହୋଇଥିବା ଏହି କଥା ସତରେ କଣ ସତ ହୋଇ ଯିବ କି? କାରଣ ହୀରାକୁଦ ଡ୍ୟାମ ରେ ଫାଟ ଦେଖା ଦେଇଛି। ଆଉ ହୀରାକୁଦ କୁ ମାଡି ଆସୁଥିବା ବିପଦ ମଧ୍ୟ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି।
ସେଥିପାଇଁ ଏବେ ଲୋକ ମାନଙ୍କ ମନରେ ମଧ୍ୟ ନାହିଁ ନଥିବା ପ୍ରଶ୍ନ ଉଙ୍କି ମାରିଛି। ହୀରାକୁଦ ବନ୍ଧ ରେ ଫାଟ ଦେଖା ଯିବା ପରେ ଏହାକୁ ନେଇ ଚର୍ଚ୍ଚା ହେବା ଏକ ସ୍ଵାଭାବିକ କଥା।
ହୀରାକୁଦ ଡ଼୍ୟାମ ର ଯଦି କିଛି ହୋଇ ଯିବ ତେବେ ସାରା ଓଡ଼ିଶା ମଧ୍ଯ ପାଣିରେ ବୁଡ଼ିଯିବ। ଆଉ ମାଳିକା ବଚ୍ଚନ ମଧ୍ଯ ଆଜି ପର୍ଯ୍ୟନ୍ତ ସତ ହେବାରେ ଲାଗିଛି। ଏହି ମାଳିକା କୁ ନେଇ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ରହିଛି।
ଏବେ ହୀରାକୁଦ ବନ୍ଧକୁ ନେଇ ଯେଉଁ ତଥ୍ୟ ଆସିଛି ତାହା ଲୋକ ମାନଙ୍କୁ ମଧ୍ୟ ଭୟବିତ କରି ଦେଇଛି। ତେବେ ଆପଣଙ୍କୁ ଏହା ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement