ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଶ୍ରୀ ମନ୍ଦିର ରେ ଘଟୁଛି ବଡ ବଡ ଅଘଟଣ।ଏ ନେଇ ଲୋକ ଙ୍କ ମନ ରେ ନାନା ଆଶଙ୍କା ସୃଷ୍ଟି ହେଲାଣି।ଆପଣ ମାନେ ଆଗରୁ ଏପରି ଅନେକ କଥା ଶୁଣି ଥିବେ।
ଯେତେ ଥର ଜଗନ୍ନାଥ ଙ୍କ ମନ୍ଦିର ଉପରେ ଚିଲ ବସିଛି ସେତେଥର ଓଡ଼ିଶା ଉପରେ ଅନେକ ବିପଦ ଦେଖା ଦେଇଛି।ତେବେ ପୁଣି ଥରେ ଓଡ଼ିଶା ଉପରେ ବିପଦ ଆସିବାକୁ ଯାଉଚି।ଶ୍ରୀ ମନ୍ଦିର ରେ ଏବେ ଅଘଟଣ ଘଟୁଛି।ଲୋକ ମାନେ ଏହାକୁ ନେଇ କହୁଛନ୍ତି କି କଳିଯୁଗ ସରି ସରି ଆସୁଛି।
ସୂଚନା ଅନୁସାରେ ମାଳିକା ରେ ଯାହା ଯାହା ଲେଖା ହୋଇଚି ତାହା ଆଜି ଯାଏଁ ସବୁ ସତ ହୋଇଚି।ମହା ପୁରୁଷ ମାନେ ସେ ସମୟ ରେ ମାଳିକା ଲେଖି ଦେଇ ଯାଇଛନ୍ତି।ମିଳି ଥିବା ସୂଚନା ଅନୁସାରେ ମହାପ୍ରଭୁ ତଥା ଜଗତ ର ନାଥ ଜଗନ୍ନାଥ ଗତ ରବିବାର ଦିନ ଉପାସ ରହିଥିଲେ।
ଏହାର କାରଣ ହେଉଚି ପୁରୀ ଶ୍ରୀ ମନ୍ଦିର ଭିତରେ ରକ୍ତ ର ଛିଟା ଦେଖିବାକୁ ମିଳି ଥିଲା।ଯଦି ମନ୍ଦିର ଭିତରେ ରକ୍ତ ପଡ଼ି ଥିବାର ଦେଖା ଯାଏ ତେବେ ସମ୍ପୂର୍ଣ୍ଣ ରୂପେ ମନ୍ଦିର ମାରା ହୋଇ ଯାଇ ଥାଏ।ତେଣୁ ସେଦିନ ମହାପ୍ରଭୁ ଙ୍କ ର ଆଉ ଥରେ ସ୍ନାନ କରା ଯାଇ ଥିଲା।
ପୁନର୍ବାର ଅଭଡ଼ା ପ୍ରସ୍ତୁତ କରା ଯାଇ ଥିଲା।ଏଭଳି ଘଟଣା କେବେ ବି ଘଟି ନ ଥିଲା।ଅନ୍ୟ ପଟେ ମନ୍ଦିର ରେ ଏବେ ଫାଟ ସୃଷ୍ଟି ହେବାକୁ ଲାଗିଚି।ମନ୍ଦିର ଉପରେ ଚିଲ ମାନେ ଘୁରି ବୁଲୁଛନ୍ତି।ଯାହାକୁ ନେଇ କିଛି ଲୋକ ମାନେ କହିଛନ୍ତି କି କଳିଯୁଗ ଶେଷ ହୋଇ ଆସୁଛି।ମନ୍ଦିର ପ୍ରତି ବିପଦ ରହିଛି।
ମହାପ୍ରଭୁ ଆମକୁ ଏହା ସୂଚାଇ ଦେଇଛନ୍ତି କି ଆଗକୁ ବଡ ବିପଦ ଆସିବାକୁ ଯାଉଛି।ଏହି ସବୁ ଅଘଟଣ ସୂଚାଇ ଦେଉଛି କି କଳିଯୁଗ ର ଅନ୍ତ ହେବାକୁ ଯାଉଛି।ଶ୍ରୀ ମନ୍ଦିର ଭିତରେ ରକ୍ତ ର ଛିଟା ପଡ଼ି ନ ଥାଆନ୍ତା।କି ମନ୍ଦିର ରେ ଫାଟ ସୃଷ୍ଟି ହୋଇ ନ ଥାଆନ୍ତା।
ପୁରା ଗୋଟିଏ ଦିନ ମହାପ୍ରଭୁ ଙ୍କୁ ଖାଇବାକୁ ଦିଆ ଯାଇ ନ ଥିଲା।ପୁରା ଶ୍ରୀ ମନ୍ଦିର ମାରା ହୋଇ ଯାଇଥିଲା।ଏହାକୁ ନେଇ ଏବେ ଅନେକ ଲୋକ ଅନେକ କଥା କହୁଛନ୍ତି।
ତେବେ ମନ୍ଦିର ଭିତରେ କିପରି ରକ୍ତ ପଡ଼ିଲା ବୋଲି ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।ରକ୍ତ ମନ୍ଦିର ଭିତରେ ପଡିଲେ ତାହାକୁ ଅଶୁଭ ବୋଲି ଧରି ନିଆ ଯାଏ।ତେବେ କଣ ସତରେ ଆଗକୁ କଳିଯୁଗ ଶେଷ ହେବାକୁ ଯାଉଛି ବୋଲି ସମସ୍ତ ଙ୍କ ମନ ରେ ଆଶଙ୍କା ସୃଷ୍ଟି ହୋଇଛି।