Updated: Jan 13, 2024, 17:47 IST

ରାମ ମନ୍ଦିର ପାଇଁ ଏହି ବାବାଙ୍କ ରହିଛି ଏମିତି ଅବଦାନ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ - ଜୟ ଶ୍ରୀ ରାମ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special Report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି। ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
Special Report
ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଛି। 
୧୯୯୦ ମସିହାରୁ ଜଣେ ବାବା ରାମ ମନ୍ଦିର ପ୍ରତିଷ୍ଠା ହେବାପାଇଁ ଖାଲି ପାଦରେ ଚାଲି ଆସୁଛନ୍ତି। ଏବଂ ସେବେ ଠାରୁ ସେ ଚୁଟି ନକାଟିବାର ନିଷ୍ପତି ମଧ୍ୟ ନେଇଥିଲେ। ତେବେ ଏହି ଭକ୍ତ ଜଣକ ହେଉଛନ୍ତି ରାମେଶ୍ବରର ରାଜୁ ମହାରାଜ।
Special Report
ସେ ଦୀର୍ଘ ୩୩ ବର୍ଷ ହେବ ଏଭଳି ସଂକଳ୍ପ ନେଇଥିଲେ। ଆଉ ତାଙ୍କର ଏହି ସଂପର୍କ ଖୁବ୍ ଶୀଘ୍ର ପୁରାଣ ହେବାକୁ ଯାଉଛି। ୨୨ ତାରିଖରେ ରାମ ମନ୍ଦିର ହେବେ ପ୍ରତିଷ୍ଠା ହେବ ଠିକ୍ ସେତିକିବେଳେ ତାଙ୍କ ସଂକଳ୍ପ ପୁରାଣ ହେବ। 
ଯାହାକୁ ନେଇ ରାମେଶ୍ବରମ ରୁ ନେଇ ଅଯୋଧ୍ୟାରେ ପାଦରୁ ଯାତ୍ରା କରୁଛନ୍ତି ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ରାଜୁ ମହାରାଜ। ଏବଂ ତାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ମନ୍ଦିର ପ୍ରତିଷ୍ଠା ପରେ ସେ ନିଜର ଚୁଟି କରିବେ ଏବଂ ପାଦରେ ଚପଲ ପିନ୍ଧିବେ ବୋଲି କହିଛନ୍ତି ରାଜୁ ମହାରାଜ।
ଆଉ ଖାଲି ପାଦ ରେ ସେ ଯେତେବେଳେ ରାମେଶ୍ଵରମ ରୁ ଅଯୋଧ୍ୟା ଯାଉଛନ୍ତି, ପାଟିରେ କହୁଛନ୍ତି ଜୟ ଶ୍ରୀ ରାମ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ବାବା ଜଣକ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛନ୍ତି।

Advertisement