Updated: Jan 20, 2024, 12:55 IST

ରାମ ମନ୍ଦିର କଥା ଶୁଣି ଖୁସି ରେ କାନ୍ଦିଲେ ମୋଦୀ.. କହିଲେ ମୁଁ ଏଇ ଜୀବନ ରେ କେବେ ଭାବି ନ ଥିଲି ମୋ ରାମ ମତେ ଏଇ ସୁଯୋଗ ଦେବେ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ଦୀର୍ଘ ବର୍ଷ ଧରି ଯେଉଁ ଖବର ଶୁଣିବା ପାଇଁ ଭାରତୀୟ ମାନେ ଅପେକ୍ଷା କରି ରହିଥିଲେ।ତାହା ଶେଷ ରେ ସତ ହେବାକୁ ଯାଉଛି।
Special report
ଏହା କେବଳ ସମ୍ଭବ ହୋଇଚି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ।ଜାନୁଆରୀ ୨୨ ତାରିଖ ରେ ବିଶ୍ଵ ପ୍ରସିଦ୍ଧ ଅଯୋଧ୍ୟା ର ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଇଛି।ଏହାକୁ ଲକ୍ଷ ଲକ୍ଷ ଭାରତୀୟ ଅପେକ୍ଷା କରି ରହିଛନ୍ତି।ଆଜି ଆମେ ଆପଣ ମାନଙ୍କୁ ସେହି କଥା କହିବାକୁ ଯାଉଛୁ।
ସୂଚନା ଅନୁସାରେ ଗତ କାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।ଏଥିରେ ସେ ରାମ ମନ୍ଦିର ପ୍ରତିଷ୍ଠା ହେବା କଥା କୁ କହିଥିଲେ।ଏହି କଥା କହିବା ସମୟ ରେ ତାଙ୍କ ଆଖି ରେ ଲୁହ ଆସି ଯାଇ ଥିଲା।
ସେ ନିଜ କୋହ କୁ ସମ୍ଭାଳି ପାରି ନ ଥିଲେ।ଆଜି ଯାଏଁ ଆମ ଦେଶ ର ଯେତେ ସବୁ ଉନ୍ନତି ହୋଇଛି ତାହା କେବଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ।ଆଜି ପୁଣି ଥରେ ସେ ଆମକୁ ଏତେ ବଡ ଖୁସି ଦେବାକୁ ଯାଉଛନ୍ତି।ସେ ଅଯୋଧ୍ୟା ର ରାମ ମନ୍ଦିର ପ୍ରତିଷ୍ଠା କରିବେ।ଏଥିରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
Special Report
ସେ ଏକ ସଭା ରେ ଉପସ୍ଥିତ ହୋଇ ଥିଲେ।ସେଠାରେ ସେ ନିଜ କୋହ କୁ ସମ୍ଭାଳି ପାରି ନ ଥିଲେ।ଭାଷଣ ଦେଇ କହିଥିଲେ କି ହଜାର ହଜାର ପରିବାର ର ସ୍ବପ୍ନ ପୂରଣ ହେବାକୁ ଯାଉଚି।ମୁଁ ଏହି କଥା ଆପଣ ମାନଙ୍କୁ କହିବା ସମୟ ରେ ଆଖିରୁ ଲୁହ ଆସି ଯାଉଛି।
ଆପଣ ମାନଙ୍କ ଖୁସି ଦେଖିଲେ ମୋ ହୃଦୟ କୁ ଶାନ୍ତି ମିଳୁଛି।ଆପଣ ମାନେ ଭାବି ପାରିବେନି କି ମୁଁ ଆଜି କେତେ ଖୁସୀ ଅଛି।ଏଠାରେ ଥିବା ହଜାର ହଜାର ଶ୍ରମିକ ଓ ଗରିବ ମାନଙ୍କ ପାଇଁ ମୁଁ ଯାହା ସଂକଳ୍ପ ନେଇ ଥିଲି ତାହା ପୂରଣ କରି ପାରିଛି।ଗରିବ ମାନଙ୍କ ଓଠ ରେ ହସ ଦେଇଛି।
ମୁଁ ଯେତେବେଳେ ସେହି ଗରୀବ ପରିବାର କୁ ଯାଇ ଥିଲି।ମୋତେ ମଧ୍ୟ ସେତେବେଳେ ଲାଗି ଥିଲା କି ମୁଁ ଛୋଟ ବେଳେ ସେପରି ପରିବାର ରେ ଥାଆନ୍ତି କି।
ଏହା କୁ ଦେଖିଲେ ମନ କୁ ଶାନ୍ତି ମିଳେ।ସେମାନଙ୍କ ଖୁସି ମୋ ଜୀବନ ର ସବୁ କିଛି।ମୁଁ ଆପଣ ମାନଙ୍କୁ ଯାହା କହିଥିଲି ତାହା କରିଛି।ଏଭଳି କିଛି ଲୋକ ଙ୍କ ଆଗରେ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisement