Dec 29, 2023, 19:48 IST

ପ୍ରଭୁ ଜଗନ୍ନାଥ ମା ସୁଭଦ୍ରା କଲେ ଲୀଳା ପିଆଜରେ ଦେଲେ ଦେଖା ଦେଖନ୍ତୁ ଘଟିଲା ଅଲୋକିକ ଘଟଣା

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଘ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି।
Special Report
ଏହି ଖବର ହେଉଛି କି ପିଆଜରୁ ପ୍ରଭୁ ଜଗନ୍ନାଥ ବାହାରିଛନ୍ତି । ଅଣ୍ଡା ଚାଓମିନ କରୁ କରୁ ପିଆଜ କାଟିବା ସମୟରେ ଏଭଳି କିଛି ଦୃଶ୍ୟମାନ ହୋଇଥିଲା ଯାହା ଦେଖିଲେ ଆପଣ ବି ବିଶ୍ବାସ କରିପାରିବେ ନାହିଁ । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପିଆଜ କାଟୁ କାଟୁ ପିଆଜ ଭିତରୁ ବାହାରିଲା ଭଗବାନ ଜଗନ୍ନାଥଙ୍କ ଛବି । ରାସ୍ତା କଡ଼ରେ ଠେଲା ଗାଡ଼ିରେ ଚାଓମିନ କରୁଥିଲେ ବ୍ୟକ୍ତି ଜଣକ ଆଉ ସେ ପିଆଜ କାଟିବା ସମୟରେ ଏହି ଦୃଶ୍ୟ ଦେଖିଥିଲେ।
Special Report
ଏବେ ଏହାକୁ ନେଇ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଆପଣମାନେ ପୂର୍ବରୁ ଶୁଣିଥିବେ କି ରୁଟି କରିବା ସମୟରେ ଜଗନ୍ନାଥଙ୍କ ଛବି ଦେଖାଯାଇଥିଲା । ଆଉ ମାଂସ କାଟିଥିବା କାଠରେ ମଧ୍ୟ ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ ଛବି ଦେଖିଥିଲେ । 
ଆଉ ଏବେ ଏହି ପିଆଜରେ ପ୍ରଭୁ ଜଗନ୍ନାଥଙ୍କ ଛବି ଦେଖାଯାଇଛି । ସବୁଦିନ ଭଳି ଏହି ଦୋକାନୀ ଜଣକ ଚାଓମିନ କରୁଥିଲେ । ଆଉ ସେଥିପାଇଁ ସବୁଦିନ ଭଳି ପିଆଜ ମଧ୍ୟ କାଟୁଥିଲେ ।
Special Report
ଆଉ ଏଭଳି ପିଆଜରେ ପ୍ରଭୁ ଜଗନ୍ନାଥଙ୍କ ଛବି ଦେଖି ସେ ସମସ୍ତଙ୍କୁ ଏହି ବିଷୟରେ କହିଥିଲେ । ଏହି ଦୃଶ୍ୟ ଏଭଳି କିଛି ଥିଲା ଯାହାକୁ ଆପଣମାନେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଏହି ବ୍ୟକ୍ତି ଜଣକ ଏହି ବିଷୟରେ କହିଛନ୍ତି ।
ଭଗବାନଙ୍କ ଲୀଳା କହିଲେ ସରିବ ନାହିଁ । ତାଙ୍କର ଲୀଳା ବହୁତ ଅଧିକ । ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି ସେ ପ୍ରଭୁଙ୍କ ଦର୍ଶନ ପାଇଲେ ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି ।
ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ରାଇରଙ୍ଗପୁର ମୁର୍ମୁ ଛକ ନିକଟରେ ପିଣ୍ଟୁ ସାହୁ ନାମକ ଯୁବକ ଚାଓମିନ ଦୋକାନ ଦେଇଥିଲେ । ଆଉ ସେ ପିଆଜ କାଟିବା ସମୟରେ ଏଭଳି ପ୍ରଭୁଙ୍କ ଛବି ଦେଖି ଭାବ ବିହ୍ବଳ ହୋଇ ପଡ଼ିଥିଲେ । ଏବେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Advertisement