ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଏବଂ ଭଗବାନଙ୍କୁ ନେଇ ମଧ୍ୟ ଅନେକ ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଦେଖିଲେ ଆପଣ ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଅନେକ ଖବର ଜାଣିପାରିବେ ।
ଏହି ଭିଡିଓ ଏବେ ଚର୍ଚ୍ଚାରେ ଅଛି । ଦିନେ ଜଣେ ପ୍ରଭୁଙ୍କ ପରମ ମିତ୍ର ପ୍ରଭୁଙ୍କୁ ପଚାରିଲେ ପ୍ରଭୁ ରାମଚନ୍ଦ୍ର ତୁମର ହାତ ଅଛି ପାପୁଲି କୁଆଡେ ଗଲା । ହାତରେ ପାପୁଲି ନାହିଁ କେମିତି ଖାଉଛ ? ପ୍ରଭୁ ଏହି କଥା ଶୁଣି ଏହାର ଉତ୍ତର ଦେଇ କହିଲେ । ଏହାପରେ ପ୍ରଭୁ ରାମଚନ୍ଦ୍ର ଏହି ବିଷୟରେ କହିଲେ ।
ଯୁଦ୍ଧ ହେଇଥିଲା ସୁଗ୍ରୀବ ଏବଂ ବାଳିଙ୍କ ମଧ୍ୟରେ । ଆଉ ସୁଗ୍ରୀବ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ମିତ୍ର । ସେଥିପାଇଁ ପ୍ରଭୁ ରାମଚନ୍ଦ୍ର ଲୁଚି କରି ବାଳିକୁ ଶର ମାରିଲେ । ଏହାପରେ ବାଳିର ଶେଷ ଅବସ୍ଥାରେ ତାଙ୍କୁ ପ୍ରଭୁ ପଚାରିଲେ ତୁମର ଶେଷ ଇଛା କଣ । ସେ ତାଙ୍କର ସବୁ ଇଚ୍ଛା ପୂରଣ କରିବେ ।
ଏହାପରେ ବାଳି କହିଥିଲେ ପ୍ରଭୁ ଆପଣଙ୍କର ଦୋଷ କିଛି କରି ନଥିଲି । କିନ୍ତୁ ବିନା ଦୋଷରେ ପ୍ରଭୁ ମାରିଥିଲେ । ଏହାପରେ ବାଳୀ କହିଥିଲେ ପ୍ରଭୁ ଆପଣ ଯେଉଁ ହାତରେ ଶରାଘାତ କରିଛନ୍ତି ସେହି ହାତ ଥିବ କିନ୍ତୁ ପାପୁଲି ନଥିବ ।
ଏହାପରେ ପ୍ରଭୁ ରାମଚନ୍ଦ୍ର କହିଥିଲେ କି ଏହି ଜନ୍ମରେ ଏହା ସମ୍ଭବ ନୁହେଁ ଆଉ ଯେତେବେଳେ ପ୍ରଭୁ କଳିଯୁଗରେ ପ୍ରଭୁ ଜଗନ୍ନାଥ ନାମରେ ନାମିତ ହେବେ ସେତେବେଳେ ତାଙ୍କର ହାତ ନଥିବ । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ହାତ ଅଛି କିନ୍ତୁ ପାପୁଲି ନାହିଁ ।
ଏହାପରେ ଆଉ ଗୋଟିଏ ବର ମାଗ ବୋଲି ପ୍ରଭୁ ରାମଚନ୍ଦ୍ର ବାଳୀକୁ କହିଥିଲେ । ଏହାପରେ ବାଳି କହିଥିଲେ କି ସେ ଯେଉଁ ଗଛ ପଛରେ ପ୍ରଭୁ ଛିଡ଼ା ହୋଇ ଶର ମାରିଥିଲେ ସେହି ଗଛ ବହୁତ ମିଠା ଆଉ ତାକୁ ପିତା କରି ଦିଅନ୍ତୁ ।
ଏହାପରେ ପ୍ରଭୁ ରାମଚନ୍ଦ୍ର ତଥାସ୍ତୁ କହିଥିଲେ । ଆଉ ଏହି ଗଛର ନାମ ହେଉଛି ନିମ୍ବ । ଆଉ ଏହି ଗଛରୁ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରତିମା ତିଆରି ହୋଇଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ କଥା ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।