Updated: Jul 18, 2023, 06:14 IST

ମିଳିଲା ସତର୍କ ସୂଚନା ପାଣିରେ ବୁଡ଼ିଯିବ ପୁରୀ ଧାମ ? ଜାଣନ୍ତୁ କଣ ଲେଖା ଯାଇଛି କେମିତି ସତ ହେବ ବୋଲି ପ୍ରମାଣ ମିଳୁଛି!!

Viral

ନମସ୍କାର ପାଠକ ବନ୍ଧୁ।ହିନ୍ଦୁ ଧର୍ମ ରେ କାଳ କୁ ଚାରି ଯୁଗ ରେ ବିଭକ୍ତ କରା ଯାଇଛି।ସତ୍ୟ ଯୁଗ,ଦ୍ଵାପର ଯୁଗ,ତ୍ରେତୟା ଯୁଗ ଓ କଳି ଯୁଗ।ଚାରି ଟି ଧାମ ମଧ୍ୟ ଅଛି।ବଦ୍ରିନାଥ ଧାମ କୁ ସତ୍ୟ ଯୁଗ,ରାମେଶ୍ଵର ଧାମ କୁ ତ୍ରେତୟା ଯୁଗ,ଦ୍ଵାରିକା ଦ୍ଵାପର ଯୁଗ ରେ,ଓ କଳି ଯୁଗ ରେ ଜଗନ୍ନାଥ ଧାମ ତିଆରି ହୋଇଥିଲା।
ଏହି ସବୁ ଧାମ ମଧ୍ୟ ରେ ପୁରୀ ର ଜଗନ୍ନାଥ ଧାମ ସବୁ ଠାରେ ପ୍ରସିଦ୍ଧ।ଏଠାରେ ତିନି ଠାକୁର ପୂଜା ପାଆନ୍ତି।ଜଗନ୍ନାଥ,ବଳଭଦ୍ର,ଓ ସୁଭଦ୍ରା ପୂଜା ପାଆନ୍ତି।ଏହି ମନ୍ଦିର ରେ ଅନେକ ରହସ୍ୟ ରହିଛି।ସ୍ନାନ ପୁର୍ଣ୍ଣିମା ଦିନ ଜଗନ୍ନାଥ ଙ୍କ ସ୍ନାନ କରା ଯାଏ।
Tusunami
ଏହା ପରେ ତାଙ୍କୁ ଜର ହୋଇ ଯାଏ।ଏହି ମନ୍ଦିର ବିଷୟ ରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।ଯେତେବେଳେ ବିପଦ ଆସିବାର ଥାଏ ସେ ସମସ୍ତ ଙ୍କୁ ସଂକେତ ଦିଅନ୍ତି।ପ୍ରତି ୯ ବର୍ଷ ରେ ଥରେ ତାଙ୍କର ନବ କଳବର କରା ଯାଏ।
ସେ ଗୋଟିଏ ଶରିର ରୁ ଅନ୍ୟ ଶରୀର କୁ ପ୍ରବେଶ କରନ୍ତି।ପ୍ରତି ବର୍ଷ ସେ ତାଙ୍କ ଭକ୍ତ ମାନଙ୍କୁ ଦେଖିବା ପାଇଁ ବାହାରକୁ ଆସନ୍ତି।ଏହାକୁ ରଥଯାତ୍ରା ବୋଲି କୁହା ଯାଇଥାଏ।ହଜାର ହଜାର ସଂଖ୍ଯା ରେ ଲୋକ ଆସନ୍ତି ତାଙ୍କୁ ଦେଖିବା ପାଇଁ।ବିଦେଶୀ ମାନେ ମଧ୍ୟ ଏଠାକୁ ଆସନ୍ତି।
ଆଗରୁ ଅନେକ ଥର ବିଦେଶୀ ମାନେ ମନ୍ଦିର ଆକ୍ରମଣ କରିଛନ୍ତି।କିନ୍ତୁ ଜଗନ୍ନାଥ କେବେ ଓଡିଶା କୁ ଛାଡି ଯାଇ ନାହାନ୍ତି।କୁହା ଯାଏ ଯିଏ ସଚ୍ଚା ମନ ରେ ଜଗନ୍ନାଥ ଙ୍କୁ ଡାକେ ତାର ମନୋସ୍କାମନା ପୂର୍ଣ୍ଣ ହୁଏ।ଏଠାରେ ୪ ଟି ଦ୍ଵାର ରହିଛି।ହେଲେ ସିଂହଦ୍ଵାର ସବୁ ଠାରୁ ବେଶୀ ରହସ୍ୟମୟ।
Lord Jaganatha
କୁହା ଯାଏ ଯେ ଯିଏ ରଥ କୁ ଛୁଇଁ କରି ଆସେ ତାର ପୁନର୍ଜନ୍ମ ହୁଏ ନାହିଁ।ମା ଲକ୍ଷ୍ମୀ ଙ୍କ ମନ୍ଦିର ମଧ୍ୟ ସେଠାରେ ଅଛି।ରଥ ଯାତ୍ରା ସମୟ ରେ ଜଗନ୍ନାଥ ତାଙ୍କ ଭାଇ ଭଉଣୀ ଙ୍କୁ ନେଇ ଗୁଣ୍ଡିଚା ମାଉସୀ ଘର କି ନ ଦିନ ପାଇଁ ଯାଆନ୍ତି। କିନ୍ତୁ ସାଙ୍ଗ ରେ ତାଙ୍କ ପତ୍ନୀ ଲକ୍ଷ୍ମୀ ଙ୍କୁ ନିଅନ୍ତି ନାହିଁ।ଯେଉଁଥି ପାଇଁ ଲକ୍ଷ୍ମୀ ଠାକୁରାଣୀ ତାଙ୍କ ଉପରେ ରାଗି ଯାଆନ୍ତି।
ଯେଉ ଦିନ ଜଗନ୍ନାଥ ଘର କୁ ଫେରନ୍ତି ତାହାକୁ ବାହୁଡା଼ କୁହା ଯାଏ।ଏହା ଛଡା ତା ପର ଦିନ ସୁନା ବେଶ ପାଳନ କରା ଯାଏ ।ସେଦିନ ତିନି ଠାକୁର ଙ୍କୁ ସ୍ଵର୍ଣ୍ଣ ଅଳଙ୍କାର ପିନ୍ଧା ଯାଏ।ଏହା ପରେ ଭଗବାନ ଅଧର ପଣା ଖାଆନ୍ତି।
Lord Jaganatha
ଶେଷ ଦିନ ନୀଳାଦ୍ରି ବିଜେ କରନ୍ତି।ଏହି ପରି ଭାବେ ସେ ଲୀଳା ଖେଳା କରି ନିଜ ମନ୍ଦିର କୁ ଫେରନ୍ତି।କୁହା ଯାଏ ଏହି ସମୟ ରେ ଭଗବାନ ଙ୍କୁ ରଥ ରେ ଦେଖିଲେ ପାପ କ୍ଷୟ ହୋଇ ଥାଏ।ଏହି ଯାତ୍ରା ର ପଞ୍ଚମ ଦିନ ରେ ମା ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ଖୋଜିବା ପାଇଁ ଆସନ୍ତି ତାଙ୍କ ଗୁଣ୍ଡିଚା ମା ଙ୍କ ଘର କୁ।ଓ ଗଲା ବେଳେ ରଥ କୁ ଭାଙ୍ଗି ଦେଇ ଯାଆନ୍ତି।

Advertisement