Mar 6, 2024, 17:07 IST

ପବିତ୍ର ଜାଗର ଠାରୁ ଖୋଲିବ ଏହି ରାଶି ମାନଙ୍କର ଭାଗ୍ୟ ଦେଖନ୍ତୁ କେଉଁ କେଉଁ ରାଶି ମାନେ ପାଇବେ ବିଶେଷ ଆଶିଷ

Viral

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଦିନ ପଡୁଛି ଶିବରାତ୍ରି ପର୍ବ। ଏହି ଦିନ ବିଶେଷ ସାରା ଯୋଗ ନିର୍ମାଣ ହେଉଛି। କେତେ ଗ୍ରହଙ୍କର ମିଳନ କାରଣରୁ କେତେ ପ୍ରକାରର ରାଜଯୋଗ, ଧନ ଯୋଗ ଓ ସିଦ୍ଧି ଯୋଗ ବଣୁଛି। ଏହି ଦିନ ବହୁତ ପବିତ୍ର ଅଟେ।
ଭଗବାନ ଶିବଙ୍କୁ ଶିବରାତ୍ରି ଆହୁତ ପ୍ରିୟ ଅଟେ। ଶିବରାତ୍ରି ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରା ଯାଇଥାଏ। ଶିବରାତ୍ରୀ ଦିନ ଏହି ଚାରୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।
Jagara
ମେଷ ରାଶି : ମେଷ ରାଶିର ବ୍ୟକ୍ତି ମାନଙ୍କୁ ଚଳିତ ବର୍ଷ ଭଗବାନ ଶିବଙ୍କ ସହିତ ଶନିଙ୍କର ମଧ୍ୟ ବିଶେଷ କୃପା ହେବ। ଏବଂ କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ଟି ଶୁଭ ଅଟେ। କୌଣସି କଥାକୁ ନେଇ ଚିନ୍ତାରେ ଥିଲେ କାହା ସହ ସେୟାର କରନ୍ତୁ ନାହି।
ସାମାଜିକ ଓ ରାଜନୈତିକ ସ୍ତର ରେ ଆପଣଙ୍କ କାର୍ଯ୍ୟ ବଢିବ। ପରିବାର ରେ କାହାର ସ୍ୱାସ୍ଥ୍ୟ କୁ ନେଇ ଦିନ ଭଳି ରହିବାର ଅଛି। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ। ସରକାରୀ କାମରେ ଆଗକୁ ବଢିବା ପାଇଁ ଦିନ ଲାଭଦାୟକ ଅଟେ।
Jagara
ବୃଷ ରାଶି : ସେହିପରି ବୃଷ ରାଶିର ବ୍ୟକ୍ତିଙ୍କୁ ମଧ୍ୟ ମହାଦେବ କୃପାରୁ ଇଚ୍ଛା ମୁତାବିକ ଜୀବନ ସାଥିର ସାଥ ମିଳିବ। ଆଉ କାଗଜପତ୍ର ସମ୍ବଧିତ କାମ ସହଜରେ ପୁରଣ ହେବ। ଆପଣ ନିଜ ସାଥିଙ୍କ ଠାରୁ ସହଯୋଗର ଆଶା କରିବେ। ଘରେ କାମ ସମସ୍ୟାକୁ ଧୀରେ ଧୀରେ ସମାଧାନ କରିବାର ନଜର ଆସୁଛି। କାର୍ଯ୍ୟ କ୍ଷେତ୍ରରେ ଅଳ୍ପ ସଚେତନ ରୁହନ୍ତୁ। ବିପରୀତ ସ୍ଥିତି ଆସିଲେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ କଥା ଆଗକୁ ବଢିପାରେ।
ତୁଳା ରାଶି : ତୁଳାରାଶିର ବ୍ୟକ୍ତିଙ୍କ ଉପରେ ଶିବରାତ୍ରି ପରଠୁ ବିଶେଷ କୃପା ରହିବ। ଆଉ ଆପଣଙ୍କୁ ପରିବାରର କିଛି ସଦସ୍ୟଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ। ଆର୍ଥିକ ସ୍ଥିତି ଆପଣଙ୍କର ସାମାନ୍ୟ ଠାରୁ ବେହତର ରହିବ। ଆଜି ଅଧିକ ଖର୍ଚ୍ଚ ହୋଇପାରେ। ପାରିବାରିକ ଜୀବନ ରେ ସୁଖ ଶାନ୍ତି ବଜାୟ ରହିବ। ଜୀବନ ସାଥିଙ୍କ ସହ ପ୍ରେମ ଓ ସହଯୋଗ ମିଳିବ। ବନ୍ଧୁ ଓ ପରିବାରର ସଦସ୍ୟ ଙ୍କ ସହ ଆପଣଙ୍କ ମତଭେଦ ଦୂର କରିବାକୁ ଚେଷ୍ଟା କରନ୍ତୁ। ବାଣୀ ରେ ସଂଯମ ରଖନ୍ତୁ। କିନ୍ତୁ ସ୍ଵଭାବରେ ବିରକ୍ତି ଭାବବା ରହିପାରେ।
କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଶନିଙ୍କର ରହିବ ବିଶେଷ କୃପା। ଆଜି ଆପଣ ନିଜର କାମ ବହୁତ ଅଧିକ ସଫଳ ହେବେ। ବ୍ୟାପାର ବା ଚାକିରି କ୍ଷେତ୍ରରେ କୌଣସି ବଡ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ନିଜ ଖର୍ଚ୍ଚ ର ଲେଖା ଠିକ ଭାବେ ରଖିବାର ଜରୁରତ ଅଛି। ପରିବାର ଜନ ଙ୍କ ସହ ହାସ୍ୟ ପରିହାସ ତଥା ମନୋରଞ୍ଜନ ରେ ଦିନ ବ୍ଯତୀତ ହେବ। ଯଦି ଆପଣ ଏବର ଚାକିରି ପରିବର୍ତ୍ତନ କରିବାର ବିଚାର କରୁଛନ୍ତି ତେବେ ନୂଆ ଚାକିରି ସନ୍ଧାନ ଆରମ୍ଭ କରିବା ପାଇଁ ଦିନ ଉଚିତ ଅଟେ। ଏହି ରାଶିର ମହିଳା ଆଜି ଦିନରେ କିଛି ଖୁସି ଖବର ପାଇବେ।

Advertisement