Apr 3, 2024, 19:23 IST

ବର୍ଷକୁ ଥରେ ଲଣ୍ଡା ହେବାପାଇଁ ଲାଗେ ଭକ୍ତଙ୍କ ଭିଡ଼ ଦେଖନ୍ତୁ ରାଜ୍ୟ ବାହାରୁ ଧାଇଁ ଆସନ୍ତି ଲୋକେ ଜାଣନ୍ତୁ କାହିଁକି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଭଗବାନଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ମାଆ ମଙ୍ଗଳାଙ୍କୁ ନେଇ ଆସିଥିବା ଖବର ସବୁ ପାଇ ପାରୁଛନ୍ତି । ଗତକାଲି ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳବାର ଥିଲା । ଏହି ଦିନ ବିଭିନ୍ନ ଶକ୍ତିପୀଠ ଗୁଡ଼ିକ ଭିଡ ରହିଥାଏ ।
Yy
ବିଶେଷକରି ଅନେକ ଲୋକ ନିଜର ମାନସିକ ପୂରଣ ପାଇଁ ସେଠାରେ ପହଞ୍ଚି ଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ଶକ୍ତିପୀଠ ବିଷୟରେ ଜାଣିବେ ଯେଉଁ ସ୍ଥାନକୁ ଅନେକ ଲୋକ ନିଜର ମାନସିକ ପୂରଣ କରିବାକୁ ଯାଇଥାନ୍ତି ।
ଆଉ ସେଠାରେ ସେ ତାଙ୍କ ସନ୍ତାନ ସନ୍ତତିଙ୍କର ମଣ୍ଡନ କରିଥାନ୍ତି । ଚୈତ୍ର ମାସ ମଙ୍ଗଳବାର ଦିନ ଶକ୍ତିପୀଠ ଗୁଡିକରେ ଭିଡ ରହିଥାଏ । ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଥିବା ଶକ୍ତିପୀଠରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । 
ଏହି ଶକ୍ତିପୀଠରେ ଅହେତୁକ ଭିଡ ଦେଖିବାକୁ ମିଳିଛି । ମାଆ ଖଗେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଅଧିଷ୍ଠାତ୍ରୀ ଦେବୀ ମାଆ ଖଗେଶ୍ୱରୀଙ୍କ ପୀଠରେ ଜନ୍ମ ଛୁଆର ପ୍ରଥମ ଚୁଟି ପକାଇଲେ ପିଲାଙ୍କ ଅଧିଷ୍ଠ ସିଦ୍ଧ ପ୍ରାପ୍ତି ହେବା ସହ ରୋଗ ଓ ବ୍ୟାଧି ଖଣ୍ଡନ ହେବାର ପ୍ରଥା ରହିଛି ।
Bh
ସେଥିପାଇଁ ଏଠାରେ ମୁଣ୍ଡନ କରାଯାଇଥାଏ । ସେଥିପାଇଁ ମାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବିପଦ ଆପଦରେ ମାଙ୍କୁ ସୁମରଣ କରିଲେ ମାଆ ଆସି ସବୁ ବିପଦ ଖଣ୍ଡନ କରିଥାନ୍ତି । 
ଏଥିପାଇଁ ଚୈତ୍ର ମାସ ହେଲେ ଏଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଭିଡ଼କୁ ଆଖି ଆଗରେ ରଖି ଆସ୍କା ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ମାନସିକଧାରୀମାନେ କିଭଳି ମାଙ୍କ ଦର୍ଶନ କରିବେ ସେଥିପ୍ରତି ଧ୍ୟାନ ରଖାଯାଉଛି ।
ମାଆ ଖାଗେଶ୍ୱେରୀଙ୍କ ପୀଠରେ ସବୁ ପ୍ରକାରର ବ୍ୟବସ୍ଥା ରଖାଯାଇଛି । ମଙ୍ଗଳବାର ଦିନ ମାଙ୍କ ପୀଠକୁ ଆସି ମାନସିକଧାରୀମାନେ ନିଜର ମାନସିକ ପୂରଣ କରନ୍ତି । ସେମାନେ ନିଜ ପୁଅ ବା ମାଙ୍କ ମୁଣ୍ଡନ କରି ନିଜର ମାନସିକ ପୂରଣ କରନ୍ତି । ଏଠାରେ ହାଇଦ୍ରାବାଦରୁ ମଧ୍ୟ ଲୋକମାନେ ଆସିଛନ୍ତି ।

Advertisement