Mar 28, 2024, 12:01 IST

ହେ ଭଗବାନ୍, ମାଳିକା ରେ ଯାହା ଲେଖା ହେଇଥିଲା ସତ ହେଲା.. ଛତିଆ ରେ ମିଳିଗଲା ରତ୍ନଭଣ୍ଡାର ର ଚାବି..

Hb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗତ ଭବିଷ୍ୟତ ଉପରେ ଯେଉଁ କଥା ମହାପୁରୁଷ ମାନେ କହି ଯାଇଛନ୍ତି ତାହାକୁ ମାଳିକା କୁହାଯାଏ ଯାହା ବନ୍ଧୁଗଣ ଆପଣ ମାନେ ଜାଣିଥିବେ। ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି।
ତେବେ ଦିନକୁ ଦିନ ସତ ହେବାରେ ଲାଗିଛି ମାଳିକା ବଚନ। ମହାପୁରୁଷଙ୍କ ଅଚ୍ୟୁତାନନ୍ଦଙ୍କ ମାଲିକାରେ ମାଳିକାରେ କଳିଯୁଗର ଶେଷ ବିଷୟରେ ଯେଉଁ ସବୁ କଥା ଲେଖା ହୋଇଥିଲା ତାହା ଗୋଟିଏ ପରେ ଗୋଟେ ସତ ହେବାରେ ଲାଗିଛି। 
Bb
ପତିତ ପାବନରେ ନିଆଁ ଲାଗିବା ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କିମ୍ବା ହୀରାକୁଦ ବନ୍ଧରେ ଚିତ୍ତଳ ମାଛ ବାହାରିବା ହେଉ ଏହି ସବୁ ଭଳି ଅନେକ କଥା ମାଲିକାରେ ବହୁତ ବର୍ଷ ପୂର୍ବେ ବର୍ଣ୍ଣିତ କରାଯାଇଛି।
ଯାହା ଏବେ ଗୋଟିଏ ପରେ ଗୋଟେ ସତ ହେବାରେ ଲାଗିଛି। ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି । 
55
ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ବର୍ତମାନ ଛତିଆପୀଠକୁ ମାଳିକା କେଉଁ ପ୍ରମାଣ ଦେଉଛନ୍ତି ତାକୁ ନେଇ କାନ୍ହୁ ବାବା କିଛି କହିଛନ୍ତି।
ସେ କହିଛନ୍ତି ଯେ, କଳି ଶେଷ ସମୟରେ ସତ ଦିନ ଧରି କୈବଲ୍ୟ ହାଟ ବସିବ। ଯେତେବେଳେ କଳି ଶେଷରେ ମହାପ୍ରଭୁ ଆସିବେ ସେତେବେଳେ ଛତିଆପୀଠ ଠାରେ ନିତ୍ୟନୀଳା ଆରମ୍ଭ ହେବ। 
ଅଲଣାମହାଶ୍ରମ ଦେବଙ୍କ ପାଖରେ ଗୋଟେ ବଟ ବୃକ୍ଷ ରହିଛି। ସେହି ବଟ ବୃକ୍ଷ ତଳେ ମହାପ୍ରଭୁଙ୍କ ଚାବି ରହିଛି ଆନେକ ଗ୍ରନ୍ଥରେ ଆବୃତ୍ତି ଅଛି। ଏବଂ କଳ୍କୀ ଲୀଳାର ଆଭାସ ଚେତୁଆ ଭକ୍ତ ପାଇବେ।
ଆଉ ଛତିଆ ପୀଠରେ ବଳଦେବଙ୍କୁ ସାକ୍ଷାତ ଦର୍ଶନ କରି ପାରିବେ ନାହିଁ। କିନ୍ତୁ ବଳଦେବଙ୍କୁ ଏକ ଦର୍ପଣ ରେ ଦର୍ଶନ କରିପାରିବେ। ତେବେ ବନ୍ଧୁଗଣ କଣ ରହିଛି ଛତିଆପୀଠରେ ମହାତ୍ମ୍ୟ ସବୁ କହିଛନ୍ତି ମାଳିକା ଗବେଷକ କାନ୍ହୁ ବାବା।

Advertisement