Dec 28, 2023, 11:12 IST

ନେମାଳ ରୁ ପୋଥି ଲିକ, ଲେଖା ହୋଇଛି ଆଉ ମାତ୍ର ତିନି ବର୍ଷ..

Special Report

ନମସ୍କାର ପାଠକ ବନ୍ଧୁ।ଆଜି ଆମେ ମାଳିକା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ମାଳିକା ରେ ଆଜି ଯାଏଁ ଯାହା ଲେଖା ହୋଇଚି ତାହା ସତ୍ୟ ହୋଇ ହେଉଚି।ମହାପୁରୁଷ ମାନେ ସେ ସମୟ ରେ ମାଳିକା କୁ ଗୋଟି ଗୋଟି କରି ତାଳ ପତ୍ର ପୋଥି ରେ ଲେଖି ଯାଇଛନ୍ତି।
Special Report
୨୦୨୩ ମସିହା ରେ ଏପରି ଅନେକ ଘଟଣା ରହିଛି ଯାହାକୁ ମାଳିକା ରେ ଲେଖା ହୋଇ ଥିଲା।ଅନେକ ଲୋକ ଏ ବର୍ଷ ମୃ-ତ୍ୟୁ ବରଣ କରିଥିଲେ।ଏବେ ୨୦୨୪ ମସିହା କୁ ନେଇ ଅନେକ କଥା କୁହା ଗଲାଣି।
୨୦୨୪ ମସିହା ରେ କରୋନା ଭଳି ଅନେକ ରୋଗ ଆସିବ।ଡାକ୍ତର ମାନେ ସେହି ରୋଗ କୁ ଚିହ୍ନି ପାରିବେ ନାହିଁ।ଏଥିରେ ବହୁତ ଲୋକ ମାନେ ମରି ଯିବେ।ଲୋକ ମାନେ ଅଧିକ ରୁ ଅଧିକ ପାପ କର୍ମ ରେ ଲିପ୍ତ ରହିବେ।ଖାଇବାକୁ ପାଇବେ ନାହିଁ।
ଯାହା ଫଳ ରେ ଅନେକ ପ୍ରକାର ପରିସ୍ଥିତି ସୃଷ୍ଟି ହେବ। ମିନ ରାଶି ରେ ଶନି ଚଢ଼ିବେ।ଏହା ଦୀର୍ଘ ଅଢେଇ ବର୍ଷ ସେହି ରାଶି ରେ ରହିବେ।ଯାହାକି ବହୁତ କ୍ଷୟ କ୍ଷତି ଘଟାଇବା ସୂଚନା ରହିଛି।୨୦୨୭ ମସିହା ରେ ଜଳ ପ୍ରଳୟ ହେବ।
Special Report
ଏହି ସମୟ ମଧ୍ୟରେ ସମୁଦ୍ର ପାଣି ଗୁଡିକ ସବୁ ପଥର ପାଲଟି ଯିବ।ଏହା ପୂର୍ବ ରୁ ୧୯୯୯ ମସିହା ରେ ଯେଉଁ ବାତ୍ୟା ହୋଇ ଥିଲା ତାହା ବିଷୟ ରେ ମାଳିକା ରେ ଲେଖା ହୋଇ ଥିଲା।ତିନି ନବ ରେ ଓଡ଼ିଶା ରେ ବାତ୍ୟା ହେବ।
ଓ ଜଗତସିଂହପୁର ର କୁଜଙ୍ଗ ଅଞ୍ଚଳ ରେ ପାଣି ରେ ବୁଡି ଯିବ ବୋଲି ଲେଖା ଯାଇଥିଲା।ଏହି ବର୍ଷ ପ୍ରବଳ ମାତ୍ରା ରେ ଖରା ହେବ।ଏଥିରେ ଭୁଲି ଟାଙ୍ଗରା ହୋଇ ଯିବ।ଚାଷ ବାସ ପାଇଁ ଚାଷୀ ବହୁତ ମାତ୍ରା ରେ ଅସୁବିଧା ଭୋଗିବ।
ଯାହାକି ଏବେ ଚିନ୍ତା ର ବିଷୟ।ଏହି ୨୦୨୪ ମସିହା ରେ ନୂଆ ନୂଆ ରୋଗ ପୃଥିବୀ ପୃଷ୍ଠ କୁ ଆସିବ।ଏହି ରୋଗ ସାରା ଦେଶରେ ସଙ୍କଟାପନ୍ନ ପରିସ୍ଥିତି ସୃଷ୍ଟି କରିବ।ଏବେ ଠାରୁ ଏହାକୁ ନେଇ ବୈଜ୍ଞାନିକ ମାନେ ଚିନ୍ତା କରିବା ଆରମ୍ଭ କଲେଣି। କରୋନା ଭଳି ଏହା ବହୁତ ବଡ଼ ବିପଦ ସୃଷ୍ଟି କରିବ ବୋଲି ଶୁଣା ଯାଉଛି।

Advertisement